ସେପ୍ଟେମ୍ବର ମାସରେ ଆଉ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ ସେବା…

The Sakala Picture
Published On

ନୂଆଦିଲ୍ଲୀ: ଆପଣଙ୍କର କୌଣସି ବ୍ୟାଙ୍କିଙ୍ଗ କାମ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ ।ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଚେତ ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବେ। ଆଜି ଠାରୁ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଆଜିଠୁ ୯ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ […]

ନୂଆଦିଲ୍ଲୀ: ଆପଣଙ୍କର କୌଣସି ବ୍ୟାଙ୍କିଙ୍ଗ କାମ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ ।ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଚେତ ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବେ। ଆଜି ଠାରୁ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଆଜିଠୁ ୯ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ । ପର୍ବପର୍ବାଣୀ ଛୁଟି ସମେତ ଆନୁଷ୍ଠାନିକ ଛୁଟି କାରଣରୁ ବନ୍ଦ ରହିବା ବ୍ୟାଙ୍କ ସେବା । ସେପ୍ଟେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଛୁଟି ଘୋଷଣା କରାଯାଇଛି । ତେବେ ଏହି ଛୁଟି ସମୟରେ ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ମୋବାଇଲ ବ୍ୟାଙ୍କିଙ୍କର ସେବା ଉଠାଇ ପାରିବେ ଗ୍ରାହକ । ଛୁଟି ତାଲିକା ଅନୁସାରେ ଆଜିଠାରୁ ଏହି ସମସ୍ତ ଛୁଟି ଦିବସ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଜାଣନ୍ତୁ କେଉଁ ରାଜ୍ୟରେ କେଉଁଥିପାଇଁ ବ୍ୟାଙ୍କ ଛୁଟି ରହିବ-

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

୧୪ ସେପ୍ଟେମ୍ବର: ଦ୍ଵିତୀୟ ଶନିବାର କାରଣରୁ ଏହି ଦିନ ସବୁ ବନ୍ଦ ରହିବ।
୧୫ ସେପ୍ଟେମ୍ବର: ରବିବାର ହେତୁ ସମସ୍ତ ବ୍ୟାଙ୍କ ବନ୍ଦ ।
୧୬ ସେପ୍ଟେମ୍ବର: ମିଲାଦ-ଉନ-ନାବି ପାଇଁ ବିଶେଷ କରି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ମୁମ୍ବାଇରେ ବନ୍ଦ ରହିବା ବ୍ୟାଙ୍କ ।
୧୭ ସେପ୍ଟେମ୍ବର: ମିଲାଦ-ଉନ-ନାବି ପାଇଁ ଗ୍ୟାଙ୍ଗଟକ୍ ଏବଂ ରାଇପୁରରେ ବନ୍ଦ ରହିବା ବ୍ୟାଙ୍କ ।
୧୮ ସେପ୍ଟେମ୍ବର: ଗ୍ୟାଙ୍ଗଟକରେ ପାଙ୍ଗ୍-ଲାବସୋଲ୍ ପାଳନ ପାଇଁ ବନ୍ଦ ରହିବ ବ୍ୟାଙ୍କ ।
୧୮ ସେପ୍ଟେମ୍ବର: ଇଦ୍-ଇ-ମିଲାଦ-ଇଲ-ନାବି ପାଇଁ ଜାମ୍ମୁ କାଶ୍ମୀରରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ।
୧୮ ସେପ୍ଟେମ୍ବର: ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ ପାଇଁ କୋଚି ଏବଂ ତ୍ରିଭନ୍ଦ୍ରମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
୨୨ ସେପ୍ଟେମ୍ବର: ରବିବାର ପାଇଁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ।
୨୩ ସେପ୍ଟେମ୍ବର: ମହାରାଜା ହରି ସିଂଙ୍କ ଜନ୍ମଦିନ ପାଇଁ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ।
୨୮ ସେପ୍ଟେମ୍ବର: ଚତୁର୍ଥ ଶନିବାର ପାଇଁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ।
୨୯ ସେପ୍ଟେମ୍ବର: ରବିବାର ହେତୁ ସମଗ୍ର ଭାରତରେ ବ୍ୟାଙ୍କ ବନ୍ଦ ।

14 Sep 2024 By The Sakala

ସେପ୍ଟେମ୍ବର ମାସରେ ଆଉ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ ସେବା…

ନୂଆଦିଲ୍ଲୀ: ଆପଣଙ୍କର କୌଣସି ବ୍ୟାଙ୍କିଙ୍ଗ କାମ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ ।ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଚେତ ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବେ। ଆଜି ଠାରୁ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଆଜିଠୁ ୯ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ । ପର୍ବପର୍ବାଣୀ ଛୁଟି ସମେତ ଆନୁଷ୍ଠାନିକ ଛୁଟି କାରଣରୁ ବନ୍ଦ ରହିବା ବ୍ୟାଙ୍କ ସେବା । ସେପ୍ଟେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଛୁଟି ଘୋଷଣା କରାଯାଇଛି । ତେବେ ଏହି ଛୁଟି ସମୟରେ ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ମୋବାଇଲ ବ୍ୟାଙ୍କିଙ୍କର ସେବା ଉଠାଇ ପାରିବେ ଗ୍ରାହକ । ଛୁଟି ତାଲିକା ଅନୁସାରେ ଆଜିଠାରୁ ଏହି ସମସ୍ତ ଛୁଟି ଦିବସ ଆରମ୍ଭ ହୋଇଛି।

ଜାଣନ୍ତୁ କେଉଁ ରାଜ୍ୟରେ କେଉଁଥିପାଇଁ ବ୍ୟାଙ୍କ ଛୁଟି ରହିବ-

୧୪ ସେପ୍ଟେମ୍ବର: ଦ୍ଵିତୀୟ ଶନିବାର କାରଣରୁ ଏହି ଦିନ ସବୁ ବନ୍ଦ ରହିବ।
୧୫ ସେପ୍ଟେମ୍ବର: ରବିବାର ହେତୁ ସମସ୍ତ ବ୍ୟାଙ୍କ ବନ୍ଦ ।
୧୬ ସେପ୍ଟେମ୍ବର: ମିଲାଦ-ଉନ-ନାବି ପାଇଁ ବିଶେଷ କରି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ମୁମ୍ବାଇରେ ବନ୍ଦ ରହିବା ବ୍ୟାଙ୍କ ।
୧୭ ସେପ୍ଟେମ୍ବର: ମିଲାଦ-ଉନ-ନାବି ପାଇଁ ଗ୍ୟାଙ୍ଗଟକ୍ ଏବଂ ରାଇପୁରରେ ବନ୍ଦ ରହିବା ବ୍ୟାଙ୍କ ।
୧୮ ସେପ୍ଟେମ୍ବର: ଗ୍ୟାଙ୍ଗଟକରେ ପାଙ୍ଗ୍-ଲାବସୋଲ୍ ପାଳନ ପାଇଁ ବନ୍ଦ ରହିବ ବ୍ୟାଙ୍କ ।
୧୮ ସେପ୍ଟେମ୍ବର: ଇଦ୍-ଇ-ମିଲାଦ-ଇଲ-ନାବି ପାଇଁ ଜାମ୍ମୁ କାଶ୍ମୀରରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ।
୧୮ ସେପ୍ଟେମ୍ବର: ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ ପାଇଁ କୋଚି ଏବଂ ତ୍ରିଭନ୍ଦ୍ରମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
୨୨ ସେପ୍ଟେମ୍ବର: ରବିବାର ପାଇଁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ।
୨୩ ସେପ୍ଟେମ୍ବର: ମହାରାଜା ହରି ସିଂଙ୍କ ଜନ୍ମଦିନ ପାଇଁ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ।
୨୮ ସେପ୍ଟେମ୍ବର: ଚତୁର୍ଥ ଶନିବାର ପାଇଁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ।
୨୯ ସେପ୍ଟେମ୍ବର: ରବିବାର ହେତୁ ସମଗ୍ର ଭାରତରେ ବ୍ୟାଙ୍କ ବନ୍ଦ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର