ଖୁବ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଲଞ୍ଚ କରିବାକୁ ଯାଉଛି ଡିଜିଟାଲ କରେନ୍ସି

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି । ଅନ୍ତର୍ଜାତୀୟ ଖବର ସରାବରାହ ସଂସ୍ଥା ରୟେଟର୍ସର ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ବ୍ୟାଙ୍କିଙ୍ଗ ଆଣ୍ଟ ଇକୋନୋମିକ କନକ୍ଲେଭରେ କେନ୍ଦ୍ରୀୟ […]

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି । ଅନ୍ତର୍ଜାତୀୟ ଖବର ସରାବରାହ ସଂସ୍ଥା ରୟେଟର୍ସର ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ବ୍ୟାଙ୍କିଙ୍ଗ ଆଣ୍ଟ ଇକୋନୋମିକ କନକ୍ଲେଭରେ କେନ୍ଦ୍ରୀୟ କମିଟି ଯୋଗଦେଇଥିଲେ । ତନ୍ମଧରୁ ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ରିଜର୍ଭ ବ୍ୟାଙ୍କର ଦେୟ ଓ ସମାଧାନ ବିଭାଗର ମହାପ୍ରବନ୍ଧକ ପି. ବାସୁଦେବନ ବିଜନେସ ଷ୍ଟାର୍ଣ୍ଡାର୍ଡ ଲେଖିଛନ୍ତି କି, ଆଗାମୀ ବର୍ଷ ପ୍ରାରମ୍ଭରେ ଦେଶରେ ଡ଼ିଜିଟାଲ କରେନ୍ସି ଲାଗୁହୋଇଯିବ । ଏହାକୁ ନେଇ ସେ ବିଶେଷ ଭାବେ ଚିନ୍ତିତ ବୋଲି ଉଲ୍ଲେଖ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଗାମୀ ବର୍ଷ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ଲଞ୍ଚ କରିପାରେ । ଏନେଇ RBI ଗର୍ଭନର ଶଶିକାନ୍ତ ଦାସ ମଧ୍ୟ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

19 Nov 2021 By The Sakala

ଖୁବ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଲଞ୍ଚ କରିବାକୁ ଯାଉଛି ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି । ଅନ୍ତର୍ଜାତୀୟ ଖବର ସରାବରାହ ସଂସ୍ଥା ରୟେଟର୍ସର ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ବ୍ୟାଙ୍କିଙ୍ଗ ଆଣ୍ଟ ଇକୋନୋମିକ କନକ୍ଲେଭରେ କେନ୍ଦ୍ରୀୟ କମିଟି ଯୋଗଦେଇଥିଲେ । ତନ୍ମଧରୁ ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କର ଦେୟ ଓ ସମାଧାନ ବିଭାଗର ମହାପ୍ରବନ୍ଧକ ପି. ବାସୁଦେବନ ବିଜନେସ ଷ୍ଟାର୍ଣ୍ଡାର୍ଡ ଲେଖିଛନ୍ତି କି, ଆଗାମୀ ବର୍ଷ ପ୍ରାରମ୍ଭରେ ଦେଶରେ ଡ଼ିଜିଟାଲ କରେନ୍ସି ଲାଗୁହୋଇଯିବ । ଏହାକୁ ନେଇ ସେ ବିଶେଷ ଭାବେ ଚିନ୍ତିତ ବୋଲି ଉଲ୍ଲେଖ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଗାମୀ ବର୍ଷ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ଲଞ୍ଚ କରିପାରେ । ଏନେଇ RBI ଗର୍ଭନର ଶଶିକାନ୍ତ ଦାସ ମଧ୍ୟ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର