ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ଚାଲିଛି ହାତୀ ଗଣନା

The Sakala Picture
Published On

ଆଠଗଡ଼: ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଲାଗିଛନ୍ତି ଏହି ଗଣନା କାର୍ଯ୍ୟରେ। ଆଠଗଡ଼ରେଞ୍ଜ, ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀ ମାନଙ୍କ ଗଣନା ଚାଲିଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ୍ କ୍ୟାମେରା ବ୍ଯବହାର କରାଯାଇଛି। ବର୍ଷକୁ […]

ଆଠଗଡ଼: ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଲାଗିଛନ୍ତି ଏହି ଗଣନା କାର୍ଯ୍ୟରେ। ଆଠଗଡ଼ରେଞ୍ଜ, ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀ ମାନଙ୍କ ଗଣନା ଚାଲିଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ୍ କ୍ୟାମେରା ବ୍ଯବହାର କରାଯାଇଛି। ବର୍ଷକୁ ଦୁଇ ଥାର ଅର୍ଥାତ୍ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁରେ ଏହି ଗଣନା କରାଯାଇଥାଏ । ଆସନ୍ତା ୧୭ ତାରିଖରେ ହାତୀ ଗଣନା ରିପୋର୍ଟ ଅସିବା ପରେ ଜଣା ପଡ଼ିବ ଆଠଗଡ଼ ବନଖଣ୍ଡରେ କେତେ ହାତୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

16 Nov 2024 By The Sakala

ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ଚାଲିଛି ହାତୀ ଗଣନା

ଆଠଗଡ଼: ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଲାଗିଛନ୍ତି ଏହି ଗଣନା କାର୍ଯ୍ୟରେ। ଆଠଗଡ଼ରେଞ୍ଜ, ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀ ମାନଙ୍କ ଗଣନା ଚାଲିଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ୍ କ୍ୟାମେରା ବ୍ଯବହାର କରାଯାଇଛି। ବର୍ଷକୁ ଦୁଇ ଥାର ଅର୍ଥାତ୍ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁରେ ଏହି ଗଣନା କରାଯାଇଥାଏ । ଆସନ୍ତା ୧୭ ତାରିଖରେ ହାତୀ ଗଣନା ରିପୋର୍ଟ ଅସିବା ପରେ ଜଣା ପଡ଼ିବ ଆଠଗଡ଼ ବନଖଣ୍ଡରେ କେତେ ହାତୀ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର