ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, ଠକେଇ ଅଭିଯୋଗରେ ଗିରଫ କଲା ଇନଫୋସିଟି ପୁଲିସ

The Sakala Picture
Published On

ଭୁବନେଶ୍ବର : ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଛନ୍ତି। ମୌସୁମୀଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି। ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି। ସୂଚନାଅନୁସାରେ ଲେଖିକା ବନସ୍ମିତା ପତି ଅଭିଯୋଗ କରିଥିଲେ କି ଅଭିନେତ୍ରୀ ମୌସୁମୀ ନାୟକ ତାଙ୍କୁ ବ୍ଲାକମେଲ କରିଛନ୍ତି। ବ୍ଲାକମେଲ କରି ମୌସୁମୀ ଅଧିକ ଟଙ୍କା ନେବା ସହ ମାନହାନି ଭଳି […]

ଭୁବନେଶ୍ବର : ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଛନ୍ତି। ମୌସୁମୀଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି। ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ସୂଚନାଅନୁସାରେ ଲେଖିକା ବନସ୍ମିତା ପତି ଅଭିଯୋଗ କରିଥିଲେ କି ଅଭିନେତ୍ରୀ ମୌସୁମୀ ନାୟକ ତାଙ୍କୁ ବ୍ଲାକମେଲ କରିଛନ୍ତି। ବ୍ଲାକମେଲ କରି ମୌସୁମୀ ଅଧିକ ଟଙ୍କା ନେବା ସହ ମାନହାନି ଭଳି ଅଭିଯୋଗ କରିଥିଲେ। ଟଙ୍କା ନଦେଲେ ମୌସୁମୀ ବଦନାମ କରିବା ଏବଂ ଘର ଭାଙ୍ଗିଦେବାକୁ ଧମକ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର