ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ

The Sakala Picture
Published On

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମ୍ୟ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ବାବଦରେ ଲାଞ୍ଚ ନେଉଥିଲେ ରାଜେନ୍ଦ୍ର । ୨୦୨୦-୨୨ରେ ଘର ତିଆରି କରିସାରିଛନ୍ତି ହିତାଧିକାରୀ । ଶେଷ ଇନଷ୍ଟଲମେଣ୍ଟ ୩୦ ହଜାର ଟଙ୍କା ରିଲିଜ୍‌ କରିବା ପାଇଁ ରାଜେନ୍ଦ୍ର ୬ ହଜାର […]

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମ୍ୟ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ବାବଦରେ ଲାଞ୍ଚ ନେଉଥିଲେ ରାଜେନ୍ଦ୍ର । ୨୦୨୦-୨୨ରେ ଘର ତିଆରି କରିସାରିଛନ୍ତି ହିତାଧିକାରୀ । ଶେଷ ଇନଷ୍ଟଲମେଣ୍ଟ ୩୦ ହଜାର ଟଙ୍କା ରିଲିଜ୍‌ କରିବା ପାଇଁ ରାଜେନ୍ଦ୍ର ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ତେବେ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ କେ. ନୂଆଗାଁ ବନମାଳି ଗାଁରେ ଥିବା ଘରେ ଭିଜିଲାନ୍ସ ଛାପା ମାରିଛି । ବ୍ରହ୍ମପୁର ପ୍ରଥମ ଲେନ ଲକ୍ଷ୍ମୀବିହାରରେ ଥିବା ଘର ଓ ଅଫିସରେ ମଧ୍ୟ ଚାଲିଛି ରେଡ୍ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

30 Jun 2022 By The Sakala

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମ୍ୟ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ବାବଦରେ ଲାଞ୍ଚ ନେଉଥିଲେ ରାଜେନ୍ଦ୍ର । ୨୦୨୦-୨୨ରେ ଘର ତିଆରି କରିସାରିଛନ୍ତି ହିତାଧିକାରୀ । ଶେଷ ଇନଷ୍ଟଲମେଣ୍ଟ ୩୦ ହଜାର ଟଙ୍କା ରିଲିଜ୍‌ କରିବା ପାଇଁ ରାଜେନ୍ଦ୍ର ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ତେବେ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ କେ. ନୂଆଗାଁ ବନମାଳି ଗାଁରେ ଥିବା ଘରେ ଭିଜିଲାନ୍ସ ଛାପା ମାରିଛି । ବ୍ରହ୍ମପୁର ପ୍ରଥମ ଲେନ ଲକ୍ଷ୍ମୀବିହାରରେ ଥିବା ଘର ଓ ଅଫିସରେ ମଧ୍ୟ ଚାଲିଛି ରେଡ୍ ।

https://www.thesakala.in/big-news/ganjam-turubudi-panchayat-peo-in-the-vigilance-net-while-taking-bribes/article-12907
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର