ମହାକାଶରେ ମୁତୟନ ହେଲା ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ

The Sakala Picture
Published On

ନ୍ୟୁୟର୍କ: ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୨୫ରେ ଫ୍ରାନ୍ସର ଗୁଏନା ସ୍ଥିତ କୋରୋଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ସାହାଯ୍ୟରେ ଏହି ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଟେଲିସ୍କୋପର ଅନ୍ତିମ ମିରର ପ୍ୟାନେଲ ଶନିବାର ଖୋଲା ଯାଇଥିଲା । ଖୁବଶୀଘ୍ର ବିଶ୍ବର ଏହି ଶକ୍ତିଶାଳୀ ଟେଲିସ୍କୋପ କାର୍ଯ୍ୟ ଆରମ୍ଭ କରିବ । […]

ନ୍ୟୁୟର୍କ: ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୨୫ରେ ଫ୍ରାନ୍ସର ଗୁଏନା ସ୍ଥିତ କୋରୋଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ସାହାଯ୍ୟରେ ଏହି ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଟେଲିସ୍କୋପର ଅନ୍ତିମ ମିରର ପ୍ୟାନେଲ ଶନିବାର ଖୋଲା ଯାଇଥିଲା । ଖୁବଶୀଘ୍ର ବିଶ୍ବର ଏହି ଶକ୍ତିଶାଳୀ ଟେଲିସ୍କୋପ କାର୍ଯ୍ୟ ଆରମ୍ଭ କରିବ । ନାସା ଅନୁଯାୟୀ ଅନ୍ତିମ ୱିଙ୍ଗକୁ ଖୋଲିବା ପାଇଁ ଦୀର୍ଘ ସମୟ ଲାଗିଥିଲା । କାରଣ ଟେଲିସ୍କୋପ ବଡ଼ ହୋଇଥିବାରୁ ଏହାକୁ ଭଙ୍ଗା ଯାଇ ମହାକାଶକୁ ପଠା ଯାଇଥିଲା । ଏହି ଟେଲିସ୍କୋପ ହବଲର ସ୍ଥାନ ନେବ । ମହାକାଶରୁ ପ୍ରାୟ ୧୫ ଲକ୍ଷ କି.ମି ଉପରେ ଏହାକୁ ମୁତୟନ କରାଯାଇଛି । ସୌର ବର୍ଯ୍ୟ ଏବଂ ଉଲକାପିଣ୍ଡ ଏହା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏହି ଟେଲିସ୍କୋପ ସହାୟତାରେ ବିଶ୍ବ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

09 Jan 2022 By The Sakala

ମହାକାଶରେ ମୁତୟନ ହେଲା ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ

ନ୍ୟୁୟର୍କ: ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୨୫ରେ ଫ୍ରାନ୍ସର ଗୁଏନା ସ୍ଥିତ କୋରୋଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ସାହାଯ୍ୟରେ ଏହି ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଟେଲିସ୍କୋପର ଅନ୍ତିମ ମିରର ପ୍ୟାନେଲ ଶନିବାର ଖୋଲା ଯାଇଥିଲା । ଖୁବଶୀଘ୍ର ବିଶ୍ବର ଏହି ଶକ୍ତିଶାଳୀ ଟେଲିସ୍କୋପ କାର୍ଯ୍ୟ ଆରମ୍ଭ କରିବ । ନାସା ଅନୁଯାୟୀ ଅନ୍ତିମ ୱିଙ୍ଗକୁ ଖୋଲିବା ପାଇଁ ଦୀର୍ଘ ସମୟ ଲାଗିଥିଲା । କାରଣ ଟେଲିସ୍କୋପ ବଡ଼ ହୋଇଥିବାରୁ ଏହାକୁ ଭଙ୍ଗା ଯାଇ ମହାକାଶକୁ ପଠା ଯାଇଥିଲା । ଏହି ଟେଲିସ୍କୋପ ହବଲର ସ୍ଥାନ ନେବ । ମହାକାଶରୁ ପ୍ରାୟ ୧୫ ଲକ୍ଷ କି.ମି ଉପରେ ଏହାକୁ ମୁତୟନ କରାଯାଇଛି । ସୌର ବର୍ଯ୍ୟ ଏବଂ ଉଲକାପିଣ୍ଡ ଏହା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏହି ଟେଲିସ୍କୋପ ସହାୟତାରେ ବିଶ୍ବ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।

https://www.thesakala.in/technology/worlds-most-powerful-telescope-was-launched-into-space/article-8273
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର