ହ୍ୱାଟସ୍‌ଆପ୍‌ର ନୂଆ ପ୍ରାଇଭେସି ପଲିସିରେ ରୋକ୍‌

The Sakala Picture
Published On

ନୂଆଦିଲ୍ଲୀ : ହ୍ବାଟସ୍‌ ଆପ୍‌ ଏହାର ନୂଆ ପ୍ରାଇଭେସି ପଲିସିକୁ ନେଇ ବ୍ୟବହାରକାରୀମାନଙ୍କ ପାଇଁ ଜାରି କରିଥିବା ସର୍ତ୍ତ ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି ବୋଲି ଦିଲ୍ଲୀ ହାଇକୋର୍ଟରେ ପକ୍ଷ ରଖୀ ସ୍ପଷ୍ଟ କରିଛି। ଡାଟା ସୁରକ୍ଷା ବିଲ୍ ଲାଗୁ ନହେବା ଯାଏଁ ବ୍ୟବହାରକାରୀଙ୍କ ମେସେଜ୍‌ ସୀମା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି ହ୍ବାଟସ୍‌ ଆପ ପକ୍ଷରୁ କୁହାଯାଇଛ। ବର୍ତ୍ତମାନ ୟୁଜର ବ୍ୟବହାର କରୁଥିବା ସମସ୍ତ ସୁବିଧା ପୂର୍ବଭଳି ଜାରି ରହିବ। ହ୍ବାଟସ୍‌ […]

ନୂଆଦିଲ୍ଲୀ : ହ୍ବାଟସ୍‌ ଆପ୍‌ ଏହାର ନୂଆ ପ୍ରାଇଭେସି ପଲିସିକୁ ନେଇ ବ୍ୟବହାରକାରୀମାନଙ୍କ ପାଇଁ ଜାରି କରିଥିବା ସର୍ତ୍ତ ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି ବୋଲି ଦିଲ୍ଲୀ ହାଇକୋର୍ଟରେ ପକ୍ଷ ରଖୀ ସ୍ପଷ୍ଟ କରିଛି। ଡାଟା ସୁରକ୍ଷା ବିଲ୍ ଲାଗୁ ନହେବା ଯାଏଁ ବ୍ୟବହାରକାରୀଙ୍କ ମେସେଜ୍‌ ସୀମା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି ହ୍ବାଟସ୍‌ ଆପ ପକ୍ଷରୁ କୁହାଯାଇଛ। ବର୍ତ୍ତମାନ ୟୁଜର ବ୍ୟବହାର କରୁଥିବା ସମସ୍ତ ସୁବିଧା ପୂର୍ବଭଳି ଜାରି ରହିବ। ହ୍ବାଟସ୍‌ ଆପ୍‌ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ପ୍ରତ୍ୟାହାର କରିବାକୁ ପୂର୍ବରୁ କେନ୍ଦ୍ର ସରକାର କହିଥିଲେ। କିନ୍ତୁ ଏହି ମାମଲାରେ ତାର କୌଣସି ନିୟନ୍ତ୍ରକ ବୋର୍ଡ ନାହିଁ ଏବଂ ସରକାର ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ ନାହିଁ ବୋଲି ହ୍ବାଟସ୍‌ ଆପ ପକ୍ଷରୁ କୁହାଯାଇଥିବା ବେଳେ ଡାଟା ସୁରକ୍ଷା ବିଲ୍ ଲାଗୁ ନହେବା ଯାଏଁ ନୂଆ ପ୍ରାଇଭେସି ପଲିସି ଲାଗୁ ହେବନି ବୋଲି କହିଛି।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

10 Jul 2021 By The Sakala

ହ୍ୱାଟସ୍‌ଆପ୍‌ର ନୂଆ ପ୍ରାଇଭେସି ପଲିସିରେ ରୋକ୍‌

ନୂଆଦିଲ୍ଲୀ : ହ୍ବାଟସ୍‌ ଆପ୍‌ ଏହାର ନୂଆ ପ୍ରାଇଭେସି ପଲିସିକୁ ନେଇ ବ୍ୟବହାରକାରୀମାନଙ୍କ ପାଇଁ ଜାରି କରିଥିବା ସର୍ତ୍ତ ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି ବୋଲି ଦିଲ୍ଲୀ ହାଇକୋର୍ଟରେ ପକ୍ଷ ରଖୀ ସ୍ପଷ୍ଟ କରିଛି। ଡାଟା ସୁରକ୍ଷା ବିଲ୍ ଲାଗୁ ନହେବା ଯାଏଁ ବ୍ୟବହାରକାରୀଙ୍କ ମେସେଜ୍‌ ସୀମା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି ହ୍ବାଟସ୍‌ ଆପ ପକ୍ଷରୁ କୁହାଯାଇଛ। ବର୍ତ୍ତମାନ ୟୁଜର ବ୍ୟବହାର କରୁଥିବା ସମସ୍ତ ସୁବିଧା ପୂର୍ବଭଳି ଜାରି ରହିବ। ହ୍ବାଟସ୍‌ ଆପ୍‌ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ପ୍ରତ୍ୟାହାର କରିବାକୁ ପୂର୍ବରୁ କେନ୍ଦ୍ର ସରକାର କହିଥିଲେ। କିନ୍ତୁ ଏହି ମାମଲାରେ ତାର କୌଣସି ନିୟନ୍ତ୍ରକ ବୋର୍ଡ ନାହିଁ ଏବଂ ସରକାର ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ ନାହିଁ ବୋଲି ହ୍ବାଟସ୍‌ ଆପ ପକ୍ଷରୁ କୁହାଯାଇଥିବା ବେଳେ ଡାଟା ସୁରକ୍ଷା ବିଲ୍ ଲାଗୁ ନହେବା ଯାଏଁ ନୂଆ ପ୍ରାଇଭେସି ପଲିସି ଲାଗୁ ହେବନି ବୋଲି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର