ହ୍ବାଟ୍ସଆପ୍ ଅପଡେଟ୍: ଡିସ ଆପିୟରିଙ୍ଗ ଫିଚରରେ ବଡ଼ ପରିବର୍ତ୍ତନ, ଡିଲିଟ୍ କରିବା ପରେ ମଧ୍ୟ ଦେଖିପାରିବେ ମେସେଜ୍

The Sakala Picture
Published On

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ସବୁ ବେଳେ କିଛି ନା କିଛି ନୂତନ ଫିଚର ଆଣିବାରେ ଲାଗିଛି। ହ୍ବାଟ୍ସଆପ୍  ମଧ୍ୟ କ୍ରମାଗତ ଭାବେ ଫିଚର ଗୁଡିକର ବିକାଶ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ବର୍ତ୍ତମାନ ହ୍ବାଟସ୍ ଆପ୍ ଏକ ନୂତନ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଉପଭୋକ୍ତାମାନଙ୍କର ଡିସ ଆପିୟରିଙ୍ଗ ମେସଜକୁ କୌଣସି ସମୟରେ ମଧ୍ଯ ଦେଖିପାରିବେ। ପୂର୍ବରୁ […]

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ସବୁ ବେଳେ କିଛି ନା କିଛି ନୂତନ ଫିଚର ଆଣିବାରେ ଲାଗିଛି। ହ୍ବାଟ୍ସଆପ୍  ମଧ୍ୟ କ୍ରମାଗତ ଭାବେ ଫିଚର ଗୁଡିକର ବିକାଶ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ବର୍ତ୍ତମାନ ହ୍ବାଟସ୍ ଆପ୍ ଏକ ନୂତନ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଉପଭୋକ୍ତାମାନଙ୍କର ଡିସ ଆପିୟରିଙ୍ଗ ମେସଜକୁ କୌଣସି ସମୟରେ ମଧ୍ଯ ଦେଖିପାରିବେ। ପୂର୍ବରୁ ଉପଭୋକ୍ତାମାନେ ସେମାନଙ୍କର ବାର୍ତ୍ତା ବିଲୋପ କରିବାକୁ ୨୪ ଘଣ୍ଟା, ୭ ଦିନ ଏବଂ ୯୦ ଦିନ ଥିଲ। କିନ୍ତୁ ଏହି ଫିଚର ଆସିବା ପରେ ମେସେଜ କେବେ ମଧ୍ଯ ଡିଲିଟ ହେବନି । ଆପଣ ମାନେ ପୁଣି ଚାହିଁଲେ ଦେଖିପାରିବେ।

ହ୍ବାଟ୍ସଆପ୍ ଟ୍ରେକର୍ WABetaInfo ର ଏକ ରିପୋର୍ଟ ଅନୁଯାୟୀ, ହ୍ବାଟସ୍ ଆପ୍ ଏକ ଅଦୃଶ୍ୟ କେପ୍ଟ ମେସେଜ୍ ଫିଚର ଉପରେ କାମ କରୁଛି।  ଯାହା ପରେ ମୋବାଇଲରୁ କଟି ଯାଇଥିବା ମଧ୍ୟ ମେସେଜ୍ ପୁଣି ଦୃଶ୍ୟମାନ ହେବ। ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ହ୍ବାଟ୍ସଆପ୍ ଡେସ୍କଟପ୍ ପାଇଁ ଏହି ଡିସ ଆପିଅର କେପ୍ଟ ମେସେଜ୍ କାମ କରିବ। ଏହି ଫିଚର ପରେ ଉପଭୋକ୍ତାମାନେ ଡିସ ଆପିଅର ମୋଡରେ ଡିଲିଟ ହୋଇଥିବା ମସେଜଗୁଡ଼ିକୁ ପୁଣି ଦେଖିପାରିବେ। ଏହି ନୂତନ ଫିଚରର ନାଁ କେପ୍ଟ ମେସେଜ୍ ରଖାଯାଇଛି। ସମସ୍ତ ଉପଭୋକ୍ତା ସେମାନଙ୍କ ବାର୍ତ୍ତାଳାପରେ କେପ୍ଟ ମେସେଜ୍ ବ୍ୟବହାର କରିବାକୁ ସମର୍ଥ ହେବେ। ଏହି ଫିଚର ବର୍ତ୍ତମାନ ଉପଲବ୍ଧ ହୋଇ ନାହିଁ।   ଏହି ମୋଡ ଉପରେ କାମ କରାଯାଉଛି।

ଏହି କେପ୍ଟ ମେସେଜ ବ୍ଯତୀତ ହ୍ବାଟ୍ସଆପ୍  ଏକ ସାଇଲେଣ୍ଟ ଗ୍ରୁପ ଲିଭ ବିକଳ୍ପ ଉପରେ କାମ କରୁଛି।  ଯଦି ଜଣେ ଗ୍ରୁପ ଛାଡିବାକୁ ଚାହୁଁଛନ୍ତି, ତେବେ ଗ୍ରୁପର କୌଣସି ସଦସ୍ଯ ଜାଣିପାରିବେ ନାହିଁ। ଗ୍ରୁପକୁ ମଧ୍ଯ କୌଣସି ନୋଟିଫିକେସନ ଯିବ ନାହିଁ । କେବଳ ଗ୍ରୁପ ଆଡମିନ ହିଁ ଗ୍ରପୁର past participants ଫିଚରକୁ ବ୍ଯବହାର କରି ଜାଣିପାରିବ।

24 Jul 2022 By The Sakala

https://www.thesakala.in/technology/whatsapp-update-keep-disappearing-messages-after-they-are-expired/article-13571
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର