ଚାଟିଂ ସମୟରେ ଆପଣଙ୍କୁ କେହି ଅନଲାଇନ ଦେଖିପାରିବେ ନାହିଁ, ଜାଣନ୍ତୁ ଟ୍ରିକ…

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟ୍ସଆପରେ ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି । ଏହି କାରଣରୁ ଅଧିକାଂଶ ଦେଶରେ ଏକ ତତକ୍ଷଣାତ୍ ମେସେଜିଂ ସେବା ଭାବରେ ବହୁଳ ଭାବରେ ବ୍ୟବହୃତ ହେଉଛି ଏହି ଆପ । ହ୍ବାଟ୍ସଆପ ଆସିବା ପରେ ମେସେଜିଂ କ୍ଷେତ୍ରେରେ ଏକ ବଡ଼  ପରିବର୍ତ୍ତନ ଆସିଛି।  ବର୍ତ୍ତମାନ ଦେଶ ଏବଂ ବିଶ୍ବର ଯେକୌଣସି ଭାଗରେ ରହିଲେ ମଧ୍ଯ ଗୋଟିଏ କ୍ଲିକରେ ଆପଣଙ୍କ ବାର୍ତା ପହଞ୍ଚି ପାରୁଛି। ହ୍ବାଟ୍ସଆପକୁ ଅଧିକ ସହଜ, ସୁରକ୍ଷିତ ଏବଂ ଉପଭୋକ୍ତା ଅନୁକୂଳ କରିବା […]

ନୂଆଦିଲ୍ଲୀ: ହ୍ବାଟ୍ସଆପରେ ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି । ଏହି କାରଣରୁ ଅଧିକାଂଶ ଦେଶରେ ଏକ ତତକ୍ଷଣାତ୍ ମେସେଜିଂ ସେବା ଭାବରେ ବହୁଳ ଭାବରେ ବ୍ୟବହୃତ ହେଉଛି ଏହି ଆପ । ହ୍ବାଟ୍ସଆପ ଆସିବା ପରେ ମେସେଜିଂ କ୍ଷେତ୍ରେରେ ଏକ ବଡ଼  ପରିବର୍ତ୍ତନ ଆସିଛି।  ବର୍ତ୍ତମାନ ଦେଶ ଏବଂ ବିଶ୍ବର ଯେକୌଣସି ଭାଗରେ ରହିଲେ ମଧ୍ଯ ଗୋଟିଏ କ୍ଲିକରେ ଆପଣଙ୍କ ବାର୍ତା ପହଞ୍ଚି ପାରୁଛି। ହ୍ବାଟ୍ସଆପକୁ ଅଧିକ ସହଜ, ସୁରକ୍ଷିତ ଏବଂ ଉପଭୋକ୍ତା ଅନୁକୂଳ କରିବା ପାଇଁ ହ୍ବାଟ୍ସଆପ ଏହାର ଉପଭୋକ୍ତାମାନଙ୍କ ଗୋପନୀୟତା ସହିତ ଜଡିତ ଅନେକ ନୂତନ ଫିଚର ଆଣିବାରେ ଲାଗିଛି। ଆଜି ଆପଣଙ୍କୁ ଏକ ହ୍ବାଟସଆପ ଏକ ଟ୍ରିକ ବିଷୟରେ କହିବୁ,  ଆପଣ ଅନଲାଇନରେ ଥିଲେ ମଧ୍ଯ ଅନଲାଇନ ଅଛନ୍ତି କି ନାହିଁ କେହି ଜାଣିପାରିବେ ନାହିଁ। ଏହି ଟ୍ରିକକୁ କିପରି ଆକ୍ଟିଭ କରିବେ ଜାଣନ୍ତୁ ….

ଏଥିପାଇଁ ତୁମ ମୋବାଇଲ୍ ଫୋନର ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ଆପଣଙ୍କର ହ୍ବାଟ୍ସଆପ ଆକାଉଣ୍ଟ୍ ଖୋଲିବାକୁ ପଡିବ ଏବଂ ବ୍ୟକ୍ତିଙ୍କ ପ୍ରୋଫାଇଲ୍ ଖୋଲନ୍ତୁ ଯେଉଁ ବ୍ଯକ୍ତି ସହ କଥା ହେବାକୁ ଚାହୁଁଛନ୍ତି।

ବର୍ତ୍ତମାନ ଆପଣ ପଠାଇବାକୁ ଚାହୁଁଥିବା ମେସେଜକୁ ଟାଇପ୍ କରନ୍ତୁ ଏବଂ ସେହି ବ୍ୟକ୍ତିଙ୍କ ନିକଟକୁ ପଠାନ୍ତ। କିନ୍ତୁ ବିନା ଇଣ୍ଟରନେଟ ସଂଯୋଗରେ ମେସଜଟି ଯିବ ନାହିଁ। ଏହି ପ୍ରକ୍ରିୟା ପରେ, ଆପଣଙ୍କୁ ଆପଣଙ୍କର ହ୍ବାଟସଆପ୍ ବନ୍ଦ କରିବାକୁ ପଡିବ ଏବଂ ପୁନର୍ବାର ଇଣ୍ଟରନେଟ୍ ସେବାକୁ ଟର୍ନ୍ ଅନ୍ କରିବାକୁ ପଡିବ। ଏହି କୌଶଳର ସାହାଯ୍ୟରେ, ତୁମର ବାର୍ତ୍ତା ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ତେବେ ସେ ତୁମକୁ ଅନଲାଇନରେ ଦେଖି ପାରିବ ନାହିଁ।

ଅନ୍ୟ ପଟେ, ୨ୟ ଟ୍ରିକଟି ହେଉଛି , ଇଣ୍ଟରନେଟ ଅନ ରହିବା ପରେ ମୋବାଇଲ ସ୍କ୍ରିନରେ ନୋଟିଫିକେସନ ଆସିବ । ଆପଣ ଚାହିଁଲେ ସେହିଠାରେ ହିଁ ପଠାଇଥିବା ବ୍ଯକ୍ତିଙ୍କ ମେସଜର ଉତ୍ତର ଦେଇପାରିବେ। ଏହା ଦ୍ବାରା ମଧ୍ଯ ଆପଣ ଅନଲାଇନ ଅଛନ୍ତି କି ନହିଁ ଜଣା ପଡ଼ିବ ନାହିଁ।

03 Dec 2021 By The Sakala

https://www.thesakala.in/technology/whatsapp-trick-by-using-this-trick-no-one-can-see-you-online-on-whatsapp/article-7325
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର