ହ୍ବାଟ୍‌ସଆପ୍‌ ଆଣିବାକୁ ଯାଉଛି ନୂଆ ଫିଚର ‘ଡିଏନ୍‌ଡି ମୋଡ୍‌’

The Sakala Picture
Published On

ନିକଟରେ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ‘ଡୁ ନଟ୍ ଡିଷ୍ଟର୍ବ’ (ଡିଏନ୍‌ଡି) ମୋଡ୍‌ ଲଞ୍ଚ୍ କରିଛି। ତେେବ ଏହା ଆଣ୍ଡ୍ରଏଡ୍‌ ବେଟା ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏହି ନୂଆ ଫିଚର୍‌ ‘ଡୁ ନଟ୍‌ ଡିଷ୍ଟର୍ବ’ ସହ ଜଡ଼ିତ। ଅନେକ ଲୋକ ଫୋନ୍‌କୁ ଡିଏନ୍‌ଡି ମୋଡ୍‌ରେ ରଖନ୍ତି। ଫଳରେ ହ୍ବାଟ୍ସଆପ୍ କଲ୍ ଆସିଲେ ଜାଣି ହୁଏ ନାହିଁ। ଏବେ ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର୍ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବ। ଅର୍ଥାତ୍ ଫୋନ୍‌ ଡୁ ନଟ୍‌ ଡିଷ୍ଟର୍ବ ମୋଡ୍‌ରେ […]

ନିକଟରେ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ‘ଡୁ ନଟ୍ ଡିଷ୍ଟର୍ବ’ (ଡିଏନ୍‌ଡି) ମୋଡ୍‌ ଲଞ୍ଚ୍ କରିଛି। ତେେବ ଏହା ଆଣ୍ଡ୍ରଏଡ୍‌ ବେଟା ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏହି ନୂଆ ଫିଚର୍‌ ‘ଡୁ ନଟ୍‌ ଡିଷ୍ଟର୍ବ’ ସହ ଜଡ଼ିତ। ଅନେକ ଲୋକ ଫୋନ୍‌କୁ ଡିଏନ୍‌ଡି ମୋଡ୍‌ରେ ରଖନ୍ତି। ଫଳରେ ହ୍ବାଟ୍ସଆପ୍ କଲ୍ ଆସିଲେ ଜାଣି ହୁଏ ନାହିଁ। ଏବେ ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର୍ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବ। ଅର୍ଥାତ୍ ଫୋନ୍‌ ଡୁ ନଟ୍‌ ଡିଷ୍ଟର୍ବ ମୋଡ୍‌ରେ ଥିବା ବେଳେ ଏହା ମିସ୍ କଲ୍‌ ସମ୍ପର୍କରେ ଜଣାଇବ। ଏହାର ସ୍କ୍ରିନ୍ ସଟ୍ ମଧ୍ୟ ଜାରି କରାଯାଇଛି। ଯଦି ହ୍ବାଟସ୍‌ଆପ୍‌ରେ ଡିଏନ୍‌ଡି ମୋଡ୍ ଅନ୍‌ ଥିବ, ତେବେ କଲ୍‌ ଆସିଲେ ଚାଟ୍‌ରେ ସାଇଲେନ୍ସଡ୍‌ ବାଇ ଡୁ ନଟ୍ ଡିଷ୍ଟର୍ବ ଲେବଲ ଦେଖାଇବ। ଏହା ପରେ ସେହି ଲେବଲ୍‌କୁ ଯାଇ ମିସ୍ ହୋଇଥିବା କଲ୍ ସମ୍ପର୍କରେ ଜାଣିପାରିବେ। ଏହାକୁ ଫୋନ୍‌ର ସାଧାରଣ ସେଟିଂକୁ ଯାଇ ବ୍ୟବହାରକାରୀ ସେଟ୍ କରିପାରିବେ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

23 Nov 2022 By The Sakala

ହ୍ବାଟ୍‌ସଆପ୍‌ ଆଣିବାକୁ ଯାଉଛି ନୂଆ ଫିଚର ‘ଡିଏନ୍‌ଡି ମୋଡ୍‌’

ନିକଟରେ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ‘ଡୁ ନଟ୍ ଡିଷ୍ଟର୍ବ’ (ଡିଏନ୍‌ଡି) ମୋଡ୍‌ ଲଞ୍ଚ୍ କରିଛି। ତେେବ ଏହା ଆଣ୍ଡ୍ରଏଡ୍‌ ବେଟା ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏହି ନୂଆ ଫିଚର୍‌ ‘ଡୁ ନଟ୍‌ ଡିଷ୍ଟର୍ବ’ ସହ ଜଡ଼ିତ। ଅନେକ ଲୋକ ଫୋନ୍‌କୁ ଡିଏନ୍‌ଡି ମୋଡ୍‌ରେ ରଖନ୍ତି। ଫଳରେ ହ୍ବାଟ୍ସଆପ୍ କଲ୍ ଆସିଲେ ଜାଣି ହୁଏ ନାହିଁ। ଏବେ ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର୍ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବ। ଅର୍ଥାତ୍ ଫୋନ୍‌ ଡୁ ନଟ୍‌ ଡିଷ୍ଟର୍ବ ମୋଡ୍‌ରେ ଥିବା ବେଳେ ଏହା ମିସ୍ କଲ୍‌ ସମ୍ପର୍କରେ ଜଣାଇବ। ଏହାର ସ୍କ୍ରିନ୍ ସଟ୍ ମଧ୍ୟ ଜାରି କରାଯାଇଛି। ଯଦି ହ୍ବାଟସ୍‌ଆପ୍‌ରେ ଡିଏନ୍‌ଡି ମୋଡ୍ ଅନ୍‌ ଥିବ, ତେବେ କଲ୍‌ ଆସିଲେ ଚାଟ୍‌ରେ ସାଇଲେନ୍ସଡ୍‌ ବାଇ ଡୁ ନଟ୍ ଡିଷ୍ଟର୍ବ ଲେବଲ ଦେଖାଇବ। ଏହା ପରେ ସେହି ଲେବଲ୍‌କୁ ଯାଇ ମିସ୍ ହୋଇଥିବା କଲ୍ ସମ୍ପର୍କରେ ଜାଣିପାରିବେ। ଏହାକୁ ଫୋନ୍‌ର ସାଧାରଣ ସେଟିଂକୁ ଯାଇ ବ୍ୟବହାରକାରୀ ସେଟ୍ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର