ହ୍ବାଟସଆପ୍ ଆଣିଲା ନୂଆ ଫିଚର: ଏଣିକି ପଠାଇଥିବା ମେସେଜ କରିହେବ ଏଡିଟ୍……

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟସଆପ ଆଣିଲା ନୂଆ ଫିଚର । ଏଣିକି ପଠାଇଥିବା ବାର୍ତ୍ତାକୁ ଏଡିଟ କରିପାରିବେ ଉପଭୋକ୍ତା। ଏ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ଫେସବୁକ୍ ପୋଷ୍ଟରେ ଲେଖି ସୂଚନା ଦେଇଛନ୍ତି। ବାର୍ତ୍ତା ପଠାଇବେଳେ ଭୁଲ ଟାଇପିଙ୍ଗ ପାଇଁ ଆମକୁ ଉକ୍ତ ବାର୍ତ୍ତାଗୁଡ଼ିକୁ ଡିଲିଟ କରିବାକୁ ପଡେ । ହେଲେ ଏହି ଫିଚର ଲଞ୍ଚପରେ ବର୍ତ୍ତାକୁ ଏଡିଟ କରିପାରିବେ ଉପଭୋକ୍ତା । ସୂଚନା ଅନୁଯାୟା, ବର୍ତ୍ତାକୁ ଏଡିଟ କରିବା ପାଇଁ ପଠାଇବାର ୧୫ ମିନିଟ୍ ସମୟ ଦିଆଯାଇଛି। […]

ନୂଆଦିଲ୍ଲୀ: ହ୍ବାଟସଆପ ଆଣିଲା ନୂଆ ଫିଚର । ଏଣିକି ପଠାଇଥିବା ବାର୍ତ୍ତାକୁ ଏଡିଟ କରିପାରିବେ ଉପଭୋକ୍ତା। ଏ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ଫେସବୁକ୍ ପୋଷ୍ଟରେ ଲେଖି ସୂଚନା ଦେଇଛନ୍ତି। ବାର୍ତ୍ତା ପଠାଇବେଳେ ଭୁଲ ଟାଇପିଙ୍ଗ ପାଇଁ ଆମକୁ ଉକ୍ତ ବାର୍ତ୍ତାଗୁଡ଼ିକୁ ଡିଲିଟ କରିବାକୁ ପଡେ । ହେଲେ ଏହି ଫିଚର ଲଞ୍ଚପରେ ବର୍ତ୍ତାକୁ ଏଡିଟ କରିପାରିବେ ଉପଭୋକ୍ତା ।

ସୂଚନା ଅନୁଯାୟା, ବର୍ତ୍ତାକୁ ଏଡିଟ କରିବା ପାଇଁ ପଠାଇବାର ୧୫ ମିନିଟ୍ ସମୟ ଦିଆଯାଇଛି। ଉକ୍ତ ସମୟ ମଧ୍ୟରେ ଆପଣ ଉକ୍ତ ବାର୍ତ୍ତାକୁ ଏଡିଟ୍ କରିବାକୁ ସମର୍ଥ ହେବେ । ଏହାପରେ  ଆଉ ଏଡିଟ୍ ହୋଇପାରିବ ନାହିଁ ।

ହ୍ବାଟସଆପ୍ ମେସେଜ୍ କିପରି କରିବେ ଏଡିଟ୍ ?

ପ୍ରଥମେ ଆପଣଙ୍କୁ ମେସେଜକୁ ଦବାଇ ଧରି ରଖିବାକୁ ପଡିବ। ଏହା କରିବା ପରେ ଆପଣ ଏଡିଟ୍ ଅପ୍ସନ୍ ଦେଖିବେ। ଯେଉଁଠାରେ ଆପଣ ଏଡିଟ୍ କରିପାରିବେ। କିନ୍ତୁ ତୁମର ବାର୍ତ୍ତା ଏଡିଟ୍ ହେବା ମାତ୍ରେ ଏଡିଟ୍ ହୋଇଥିବା ଟ୍ୟାଗ୍ ସେଠାରେ ଦେଖାଯିବ । ଅର୍ଥାତ ଉକ୍ତ ମେସେଜଟି ଆପଣ ଏଡିଟ କରିଛନ୍ତି ବୋଲି ଉପଭୋକ୍ତା ଜାଣିପାରିବ। ହେଲେ ଆପଣ କେଉଁ ବାର୍ତ୍ତା ପଠାଇଥିଲେ ଏବଂ କଣ ଏଡିଟ କିରିଛନ୍ତି ତାହା ସେ ଜାଣିପାରିବେ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରାୟ ୧୦ ବର୍ଷ ପୂର୍ବେ ମେଟା ମାଲିକାନା କମ୍ପାନୀ ଦ୍ୱାରା ଫେସବୁକରେ ଏଡିଟ୍ ଫିଚର ଦିଆଯାଇଥିଲା, ଯାହା ବର୍ତ୍ତମାନ ହ୍ବାଟସଆପ୍ ଆଣିଛି।

23 May 2023 By The Sakala

https://www.thesakala.in/technology/whatsapp-message-edit-feature-launched-of-android-and-ios-users-in-india/article-21909
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର