ଜାଣନ୍ତୁ ହ୍ବାଟସଆପର ୫ ନୂଆ ଫିଚର….

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟସଆପରେ ଆସିବାକୁ ଯାଉଛି ୫ ନୂଆ ଫିଚର। ଯାହାକି ଉପଭୋକ୍ତାଙ୍କ ପାଇଁ ଲାଭ ପ୍ରଦ ହେବ। ୧-  ହ୍ବାଟସଆପରେ ଉପଭୋକ୍ତାମାନେ କମ୍ଯୁନିଟି ତିଆରି କିରିପାରିବେ।  ନିଜ ଅଞ୍ଚଳର ବିଭିନ୍ନ ଗୋଷ୍ଠୀ ସହ ଯୋଡି ହେଇପାରିବେ, ବିଭିନ୍ନ ସ୍ଥାନର ସାଙ୍ଗମାନଙ୍କ ସହ ଏକ କମ୍ଯୁନିଟି ମଧ୍ୟ ତିଆରି କରିପାରିବେ। ୨-  ଗ୍ରୁପ ଆଡମିନକୁ ଆହୁରୀ ଶକ୍ତିଶାଳୀ କରାଯାଇଛି। ଗ୍ରୁପରେଥିବା କୌଣସି ବ୍ଯକ୍ତି ମେସେଜ କଲେ ଆଡମିନ ଚାହିଁଳେ ଡିଲିଟ ମାରିପାରିବ। ଉକ୍ତ ମେସଜଟି ଡିଲିଟ ପରେ ଗ୍ରୃୁପର […]

ନୂଆଦିଲ୍ଲୀ: ହ୍ବାଟସଆପରେ ଆସିବାକୁ ଯାଉଛି ୫ ନୂଆ ଫିଚର। ଯାହାକି ଉପଭୋକ୍ତାଙ୍କ ପାଇଁ ଲାଭ ପ୍ରଦ ହେବ।

୧-  ହ୍ବାଟସଆପରେ ଉପଭୋକ୍ତାମାନେ କମ୍ଯୁନିଟି ତିଆରି କିରିପାରିବେ।  ନିଜ ଅଞ୍ଚଳର ବିଭିନ୍ନ ଗୋଷ୍ଠୀ ସହ ଯୋଡି ହେଇପାରିବେ, ବିଭିନ୍ନ ସ୍ଥାନର ସାଙ୍ଗମାନଙ୍କ ସହ ଏକ କମ୍ଯୁନିଟି ମଧ୍ୟ ତିଆରି କରିପାରିବେ।

୨-  ଗ୍ରୁପ ଆଡମିନକୁ ଆହୁରୀ ଶକ୍ତିଶାଳୀ କରାଯାଇଛି। ଗ୍ରୁପରେଥିବା କୌଣସି ବ୍ଯକ୍ତି ମେସେଜ କଲେ ଆଡମିନ ଚାହିଁଳେ ଡିଲିଟ ମାରିପାରିବ। ଉକ୍ତ ମେସଜଟି ଡିଲିଟ ପରେ ଗ୍ରୃୁପର କୌଣସି ସଦସ୍ଯ ଆଉ ଦେଖିପାରିବେ ନାହିଁ।

୩- ଏଣିକି ଗ୍ରୃପରେ ୩୨ ଜଣ ଭଏସ ମେସେଜ କରିପାରିବେ।

୪-  ହ୍ବାଟସଆପରେ ଫାଇଲ ସେୟାରିଂକୁ ୨ଜିବିକୁ ବୃଦ୍ଧି କରାଯାଇଛି। ଫଳରେ ବଡବଡ ଫାଇଲ ଗୁଡିକୁ ସହଜରେ ପଠାଇପାରିବେ ।

୫- ଫେସବୁକ ଭଳି ଫଟୋରେ ଯେପରି ରିଆକସନ ଦିଆଯାଇ ପରୁଛି । ସେହିପରି ଆପଣ ହ୍ବାଟସଆପ ମେସଜରେ ରିଆକସନ ଦେଇପାରିବେ।

15 Apr 2022 By The Sakala

https://www.thesakala.in/technology/whatsapp-introduces-5-new-features/article-10797
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର