‘ଏକ୍ସ’ ରେ ଆସିବ ନୂଆ ଫିଚର, ବିନା ନମ୍ବରରେ କରିହେବ ଅଡିଓ-ଭିଡିଓ କଲ୍
ନୂଆଦିଲ୍ଲୀ: ଏଣିକି ‘ଏକ୍ସ’ ବା ପୂର୍ବର ‘ଟ୍ବିଟର’ରେ କରି ହେବ ଅଡିଓ ଓ ଭିଡିଓ କଲ୍। ଖୁବଶୀଘ୍ର ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ ପାଇଁ କଲିଂ ସୁବିଧାରେ ଏହି ନୂଆ ଫିଚର୍ ଆସୁଛି। ଏ ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା ଦେଇଛନ୍ତି। Video & audio calls coming to X: – Works on iOS, Android, Mac & PC– No phone number needed– X […]
ନୂଆଦିଲ୍ଲୀ: ଏଣିକି ‘ଏକ୍ସ’ ବା ପୂର୍ବର ‘ଟ୍ବିଟର’ରେ କରି ହେବ ଅଡିଓ ଓ ଭିଡିଓ କଲ୍। ଖୁବଶୀଘ୍ର ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ ପାଇଁ କଲିଂ ସୁବିଧାରେ ଏହି ନୂଆ ଫିଚର୍ ଆସୁଛି। ଏ ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା ଦେଇଛନ୍ତି।
Video & audio calls coming to X:
– Works on iOS, Android, Mac & PC
– No phone number needed
– X is the effective global address bookଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍That set of factors is unique.
— Elon Musk (@elonmusk) August 31, 2023
‘ଏକ୍ସ’ରେ ଅଡିଓ, ଭିଡିଓ କଲ୍ ପାଇଁ ଫୋନ୍ ନମ୍ବର ଆବଶ୍ୟକ ପଡ଼ିବ ନାହିଁ। ଖୁବ୍ ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ ବୋଲି ମସ୍କ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଫୋନ୍ ନଂ ସେୟାର୍ ନ କରି ବି କଲ୍ ଏବଂ ଭିଡିଓ କଲ କରିହେବେ । ଏକ୍ସକୁ ଆସୁଥିବା ଭିଡିଓ ଏବଂ ଅଡିଓ କଲ୍ ଫିଚର୍ ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଉପଲବ୍ଧ ହେବ। ଏଥିପାଇଁ ଫୋନ୍ ନମ୍ବରର କୌଣସି ଆବଶ୍ୟକତା ନାହିଁ। ଏକ୍ସ ବିଶ୍ୱର ଏକ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମ। ଏହି କାରଣରୁ ପ୍ଲାଟଫର୍ମରେ ଏପରି ଫିଚର୍ ବେଶ୍ ଗୁରୁତ୍ୱ ବହନ କରିବ ବୋଲି ମସ୍କ କହିଛନ୍ତି।
‘ଏକ୍ସ’ ରେ ଆସିବ ନୂଆ ଫିଚର, ବିନା ନମ୍ବରରେ କରିହେବ ଅଡିଓ-ଭିଡିଓ କଲ୍
ନୂଆଦିଲ୍ଲୀ: ଏଣିକି ‘ଏକ୍ସ’ ବା ପୂର୍ବର ‘ଟ୍ବିଟର’ରେ କରି ହେବ ଅଡିଓ ଓ ଭିଡିଓ କଲ୍। ଖୁବଶୀଘ୍ର ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ ପାଇଁ କଲିଂ ସୁବିଧାରେ ଏହି ନୂଆ ଫିଚର୍ ଆସୁଛି। ଏ ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା ଦେଇଛନ୍ତି।
Video & audio calls coming to X:
– Works on iOS, Android, Mac & PC
– No phone number needed
– X is the effective global address bookThat set of factors is unique.