ଟ୍ଵିଟର୍ ଆଣିଲା ୱାର୍ଣ୍ଣଂ ଫିଚର୍

The Sakala Picture
Published On

ଭୁଲ୍ କଣ୍ଟେଣ୍ଟକୁ ରୋକିବା ଲାଗି ଟ୍ଵିଟର ୱାର୍ଣ୍ଣଂ ଲେବଲ୍‌ ଲଞ୍ଚ୍ କରିଛି। ଏହା ଦ୍ବାରା ବ୍ୟବହାରକାରୀ ଭୁଲ୍‌ ତଥ୍ୟ ପ୍ରଦାନ ଦିଗରେ ସଚେତନ ଓ ସତର୍କ ହେବେ । ଏହି ୱାର୍ଣ୍ଣଂ ଲେବଲ୍ ବ୍ୟବହାରକାରୀଙ୍କୁ ଭୁଲ୍ ତଥ୍ୟରେ ହିଁ ନଜର ଆସିବ। ଭୁଲ୍ ତଥ୍ୟ ଚିହ୍ନିବା ଲାଗି କମଳା ଓ ନାଲି ରଙ୍ଗକୁ ସାମିଲ କରାଯାଇଛି। ପ୍ରଥମେ ଏହାର ରଙ୍ଗ ନୀଳ ରଖା ଯାଇଥିଲା। ମାତ୍ର ତାହା ଟ୍ଵିଟରର ରଙ୍ଗ ସହ ମିଶିଯିବାରୁ ନୀଳୁ ରଙ୍ଗରେ ପରିବର୍ତ୍ତନ […]

ଭୁଲ୍ କଣ୍ଟେଣ୍ଟକୁ ରୋକିବା ଲାଗି ଟ୍ଵିଟର ୱାର୍ଣ୍ଣଂ ଲେବଲ୍‌ ଲଞ୍ଚ୍ କରିଛି। ଏହା ଦ୍ବାରା ବ୍ୟବହାରକାରୀ ଭୁଲ୍‌ ତଥ୍ୟ ପ୍ରଦାନ ଦିଗରେ ସଚେତନ ଓ ସତର୍କ ହେବେ । ଏହି ୱାର୍ଣ୍ଣଂ ଲେବଲ୍ ବ୍ୟବହାରକାରୀଙ୍କୁ ଭୁଲ୍ ତଥ୍ୟରେ ହିଁ ନଜର ଆସିବ। ଭୁଲ୍ ତଥ୍ୟ ଚିହ୍ନିବା ଲାଗି କମଳା ଓ ନାଲି ରଙ୍ଗକୁ ସାମିଲ କରାଯାଇଛି। ପ୍ରଥମେ ଏହାର ରଙ୍ଗ ନୀଳ ରଖା ଯାଇଥିଲା। ମାତ୍ର ତାହା ଟ୍ଵିଟରର ରଙ୍ଗ ସହ ମିଶିଯିବାରୁ ନୀଳୁ ରଙ୍ଗରେ ପରିବର୍ତ୍ତନ ଆସିଛି। ଗତବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ଵିଟର ଭୁଲ ତଥ୍ୟ ମିଳିବାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ତେବେ ଟ୍ଵିଟରର ଏହି ନୂଆ ଫିଚର୍ ଏବେ ବ୍ୟବହାରକାରୀଙ୍କୁ ଠିକ୍ କଣ୍ଟେଣ୍ଟ୍ ଜଣାଇବାରେ ସାହାଯ୍ୟ କରିବ। କେବଳ ସେତିକି ନୁହେଁ, ଭୁଲ୍ ଫଟୋ ଓ ଭିଡିଓ ସହଜରେ ହଟି ମଧ୍ୟ ଯିବ ।

ଆହୁରି ପଢ଼ନ୍ତୁ: ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp