ହ୍ବାଟ୍ସଆପରେ ଆସିଲା ନୂତନ ଫିଚର, ଜାଣନ୍ତୁ ବ୍ୟବହାର କରିବେ କେମିତି

The Sakala Picture
Published On

ହ୍ବାଟ୍ସ ଆପରେ ଏବେ କିଛି ଲେଖିକି ଜଣାଇବା ଅପେକ୍ଷା ତାହାକୁ ନିଜ ସ୍ଵରରେ କହିବା ପାଇଁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏହାକୁ ‘ଭଏସ୍ ମେସେଜ୍’ ବୋଲି କୁହାଯାଉଛି। ତେବେ ଛୋଟଛୋଟ ମେସେଜ ଶୁଣିବାରେ କିଛି ଅସୁବିଧା ନାହିଁ । ମାତ୍ର ଲମ୍ବା ଭଏସ୍ ମେସେଜ ଶୁଣିବାରେ ବେଳେବେଳେ ଧୈର୍ଯ୍ୟଚ୍ୟୁତି ଘଟୁଛି। ଏବେ କିନ୍ତୁ ସେ ସମସ୍ୟାର ସମାଧାନ ଆଣିଛି ହ୍ବାଟ୍ସ ଆପ୍ ହ୍ବାଟସ୍‌ଆପ୍ ପକ୍ଷରୁ ‘ଫାଷ୍ଟ ପ୍ଲେବ୍ୟାକ୍ ଫିଚର ଆରମ୍ଭ କରାଯାଇଛି। ଏହାଦ୍ବାରା ଜଣକୁ ସମ୍ପୂର୍ଣ […]

ହ୍ବାଟ୍ସ ଆପରେ ଏବେ କିଛି ଲେଖିକି ଜଣାଇବା ଅପେକ୍ଷା ତାହାକୁ ନିଜ ସ୍ଵରରେ କହିବା ପାଇଁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏହାକୁ ‘ଭଏସ୍ ମେସେଜ୍’ ବୋଲି କୁହାଯାଉଛି। ତେବେ ଛୋଟଛୋଟ ମେସେଜ ଶୁଣିବାରେ କିଛି ଅସୁବିଧା ନାହିଁ । ମାତ୍ର ଲମ୍ବା ଭଏସ୍ ମେସେଜ ଶୁଣିବାରେ ବେଳେବେଳେ ଧୈର୍ଯ୍ୟଚ୍ୟୁତି ଘଟୁଛି। ଏବେ କିନ୍ତୁ ସେ ସମସ୍ୟାର ସମାଧାନ ଆଣିଛି ହ୍ବାଟ୍ସ ଆପ୍ ହ୍ବାଟସ୍‌ଆପ୍ ପକ୍ଷରୁ ‘ଫାଷ୍ଟ ପ୍ଲେବ୍ୟାକ୍ ଫିଚର ଆରମ୍ଭ କରାଯାଇଛି। ଏହାଦ୍ବାରା ଜଣକୁ ସମ୍ପୂର୍ଣ ଅଡିଓ ମେସେଜ୍‌ଟିକୁ ଶୁଣିବାକୁ ପଡ଼ିବନାହିଁ। ସେ ଚାହିଁଲେ ଅଡ଼ିଓର ଗତି ବଢ଼ାଇ ପାରିବେ । ସେତିକିନୁହେଁ, ଜଣେ ଯେତିକି ଶୁଣିବାକୁ ଚାହୁଁଛି ନିର୍ଦ୍ଦିଷ୍ଟ ଭାବରେ ସେତିକି ମଧ୍ୟ ଶୁଣିପାରିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବ୍ୟବହାରକାରୀଙ୍କୁ ‘ଭଏସ୍ ମେସେଜ୍ ପ୍ଲେ ସ୍ପିଡ୍ ସେଟିଂ’ରେ ପରିବର୍ତ୍ତନ କରିବାକୁ ପଡ଼ିବ। ଏହା ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ।

ବ୍ୟବହାର କରିବେ କେମିତି?

ପ୍ରଥମେ ନିଜ ହ୍ବାଟ୍ସଆପ୍‌କୁ ଅପଡେଟ୍ କରନ୍ତୁ। ହ୍ବାଟସ୍ଵପୂର ଲାଟେଷ୍ଟ ଭର୍ସନରେ ହିଁ ଏହା କାର୍ଯ୍ୟକ୍ଷମ ହୋଇପାରିବ। ଭଏସ୍ ମେସେଜ୍‌କୁ କ୍ଲିକ୍ କରନ୍ତୁ। ମେସେଜଟି ପ୍ଲେ ହେବା ପରେ ଡିଫଲ୍ଟ ୧x ସେଟିଂରୁ ପ୍ଲେ ସ୍ପିଡ୍ ୧.୫ x କିମ୍ବା ୨x ସ୍ପିଡ୍‌କୁ ବୃଦ୍ଧି କରିପାରିବେ । ଏହି ନୂଆ ଫିଚର୍ସ ବିଷୟରେ ସବୁଠାରୁ ଭଲ କଥା ହେଉଛି ଏହା କାହାର ସ୍ବରର ପିଚ୍ ପରିବର୍ତ୍ତନ କରେ ନାହିଁ । ସ୍ପିଡ୍ ପରିବର୍ତ୍ତନ ପାଇଁ ଭଏସ୍ ମେସେଜ୍‌ର ଡାହାଣକୁ ୧x ଟ୍ୟାପ୍‌ କରନ୍ତୁ। ଥରେ ଟ୍ୟାପ୍ ହୋଇଗଲେ ଏହାର ଗତି ୧୫x କୁ ବଢ଼ାଇପାରିବେ। ଯଦି ଆପଣ ଆଇକନ୍ ଉପରେ ଦୁଇଥର ଟ୍ୟାପ୍ କରନ୍ତି, ପ୍ଲେ ଭିଡ଼ିଓର ବେଗ ୨x କୁ ବୃଦ୍ଧି ପାଇବ।

17 Jun 2021 By The Sakala

https://www.thesakala.in/technology/new-features-have-come-to-the-wp/article-3020
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର