ହ୍ବାଟ୍ସଆପ୍‌ର ୟୁଜରଙ୍କ ପାଇଁ ନୂଆ ସୁବିଧା: କାହାର ଷ୍ଟାଟସ୍ ଦେଖିଲେ ବି ସେ ଜାଣିପାରିବେ ନାହିଁ

The Sakala Picture
Published On

ମୁମ୍ବଇ: ଯଦି ଆପଣ କାହାର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବାକୁ ଚାହାୁଛନ୍ତି, କିନ୍ତୁ ଆପଣ ତାହାକୁ ଦେଖିଛନ୍ତି ବୋଲି ସେହି ବ୍ୟକ୍ତି ଜରକ ନ ଜାଣନ୍ତୁ ବୋଲି ଚାହୁଁଛନ୍ତି। ତେବେ ବ୍ୟସ୍ତ ହେବାର ନାହିଁ ହ୍ବାଟ୍ସଆପ୍‌ ଏବେ ଏହାର ୟୁଜରଙ୍କ ପାଇଁ ନୂଆ ବ୍ୟବସ୍ଥା ଆଣିଛି। ଏହି ଅନୁଯାୟୀ, ଆପଣ ଜଣଙ୍କର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବେ କିନ୍ତୁ ସେହି ବ୍ୟକ୍ତି ଜାଣିପାରିବେନାହିଁ। ଆପଣ ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିଥିବା କଥା ଗୋପନ ରହିବ। କେବଳ ଏତିକି ନୁହେଁ, ଏପରି ବି […]

ମୁମ୍ବଇ: ଯଦି ଆପଣ କାହାର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବାକୁ ଚାହାୁଛନ୍ତି, କିନ୍ତୁ ଆପଣ ତାହାକୁ ଦେଖିଛନ୍ତି ବୋଲି ସେହି ବ୍ୟକ୍ତି ଜରକ ନ ଜାଣନ୍ତୁ ବୋଲି ଚାହୁଁଛନ୍ତି। ତେବେ ବ୍ୟସ୍ତ ହେବାର ନାହିଁ ହ୍ବାଟ୍ସଆପ୍‌ ଏବେ ଏହାର ୟୁଜରଙ୍କ ପାଇଁ ନୂଆ ବ୍ୟବସ୍ଥା ଆଣିଛି। ଏହି ଅନୁଯାୟୀ, ଆପଣ ଜଣଙ୍କର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବେ କିନ୍ତୁ ସେହି ବ୍ୟକ୍ତି ଜାଣିପାରିବେନାହିଁ। ଆପଣ ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିଥିବା କଥା ଗୋପନ ରହିବ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କେବଳ ଏତିକି ନୁହେଁ, ଏପରି ବି ଏକ ଆପ୍ ରହିଛି ଯାହାଦ୍ବାରା ଆପଣ ମଧ୍ୟ କାହାର ହ୍ବାଟ୍ସଆପ୍ ଷ୍ଟାଟସ୍ ଡାଉନଲୋଡ୍ କରିପାରିବେ। ତେବେ ଏହି ଆପ ସେତେଟା ସୁରକ୍ଷିତ ନୁହେଁ। ଏଗୁଡ଼ିକ ହେଉଛି ଥାର୍ଡପାର୍ଟି ଆପ୍, ଏହା ଫୋନର ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ ଏବଂ ଆପଣଙ୍କର ସମସ୍ତ ବିବରଣୀ ସଂଗ୍ରହ କରି ହ୍ୟାକର୍ କିମ୍ବା ସାଇବର ଠକଙ୍କୁ ବିକ୍ରି କରିଥାଏ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ସିନ୍ ନ କରି ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବାର ଉପାୟ

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କର ହ୍ବାଟ୍ସଆପ୍ ଖୋଲିବାକୁ ପଡିବ। ଖୋଲିବା ପରେ ଉପରେ ଦିଆଯାଇଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ। ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରିବା ମାତ୍ରେ ସେଟିଂର ବିକଳ୍ପ ସାମ୍ନାରେ ଦେଖାଯିବ, ଏବେ ଏଥିରେ କ୍ଲିକ୍ କରନ୍ତୁ। ସେଟିଂରେ ଅନେକ ଅପ୍‌ସନ୍‌ ଆପଣଙ୍କ ସାମ୍ନାରେ ଖୋଲିବ। ଏଥିମଧ୍ୟରୁ ଆପଣଙ୍କୁ ଆକାଉଣ୍ଟ ଅପ୍‌ସନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଆକାଉଣ୍ଟ୍ ଅପ୍ସନ୍ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କୁ ଗୋପନୀୟତା ବିକଳ୍ପ ଦେଖାଯିବ, ଏବେ ଏଥିରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିବା ମାତ୍ରେ, ଅନେକ ବିକଳ୍ପ ଆପଣଙ୍କ ସାମ୍ନାରେ ଦେଖାଯିବ, ଯେଉଁଥିରେ ଆପଣ ରିଡ୍ ରିସିପଟ୍ସ ନାମକ ବିକଳ୍ପ ଦେଖିବେ। ଏହି ଅପ୍‌ସନ୍ ଉପରେ କ୍ଲିକ୍ କରି ଆପଣଙ୍କୁ ଏହି ଅପ୍‌ସନ୍‌କୁ ଡିସାବଲ୍ କରିବାକୁ ପଡିବ।

ଯଦି ଆପଣ ରିଡ୍ ରିସିପଟ୍ସ ବିକଳ୍ପକୁ ଡିସାବଲ୍ କରନ୍ତି, ତେବେ ଯଦି ଆପଣ କୌଣସି ବ୍ୟକ୍ତିର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖନ୍ତି, ତେବେ ସେ ତାହା ଜାଣିପାରିବେ ନାହିଁ। ସିନ୍ସ ତାଲିକାରେ ନାମ ଦେଖାଯିବନାହିଁ। ଏହାସହିତ ଆପଣ ମଧ୍ୟ ଜାଣିପାରିବେନାହିଁ ଯେ ଆପଣଙ୍କର ହ୍ବାଟ୍ସଆପ୍ ଷ୍ଟାଟସ୍ କେତେ ଲୋକ ଦେଖିଛନ୍ତି। ଅପରପକ୍ଷେ କେବେ ବି ଆପଣ ଏହି ବିକଳ୍ପକୁ ଏବଲ ଏବଂ ଡିସାବଲ୍ କରିପାରିବେ।

14 Jan 2023 By The Sakala

ହ୍ବାଟ୍ସଆପ୍‌ର ୟୁଜରଙ୍କ ପାଇଁ ନୂଆ ସୁବିଧା: କାହାର ଷ୍ଟାଟସ୍ ଦେଖିଲେ ବି ସେ ଜାଣିପାରିବେ ନାହିଁ

ମୁମ୍ବଇ: ଯଦି ଆପଣ କାହାର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବାକୁ ଚାହାୁଛନ୍ତି, କିନ୍ତୁ ଆପଣ ତାହାକୁ ଦେଖିଛନ୍ତି ବୋଲି ସେହି ବ୍ୟକ୍ତି ଜରକ ନ ଜାଣନ୍ତୁ ବୋଲି ଚାହୁଁଛନ୍ତି। ତେବେ ବ୍ୟସ୍ତ ହେବାର ନାହିଁ ହ୍ବାଟ୍ସଆପ୍‌ ଏବେ ଏହାର ୟୁଜରଙ୍କ ପାଇଁ ନୂଆ ବ୍ୟବସ୍ଥା ଆଣିଛି। ଏହି ଅନୁଯାୟୀ, ଆପଣ ଜଣଙ୍କର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବେ କିନ୍ତୁ ସେହି ବ୍ୟକ୍ତି ଜାଣିପାରିବେନାହିଁ। ଆପଣ ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିଥିବା କଥା ଗୋପନ ରହିବ।

କେବଳ ଏତିକି ନୁହେଁ, ଏପରି ବି ଏକ ଆପ୍ ରହିଛି ଯାହାଦ୍ବାରା ଆପଣ ମଧ୍ୟ କାହାର ହ୍ବାଟ୍ସଆପ୍ ଷ୍ଟାଟସ୍ ଡାଉନଲୋଡ୍ କରିପାରିବେ। ତେବେ ଏହି ଆପ ସେତେଟା ସୁରକ୍ଷିତ ନୁହେଁ। ଏଗୁଡ଼ିକ ହେଉଛି ଥାର୍ଡପାର୍ଟି ଆପ୍, ଏହା ଫୋନର ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ ଏବଂ ଆପଣଙ୍କର ସମସ୍ତ ବିବରଣୀ ସଂଗ୍ରହ କରି ହ୍ୟାକର୍ କିମ୍ବା ସାଇବର ଠକଙ୍କୁ ବିକ୍ରି କରିଥାଏ।

ସିନ୍ ନ କରି ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖିବାର ଉପାୟ

ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କର ହ୍ବାଟ୍ସଆପ୍ ଖୋଲିବାକୁ ପଡିବ। ଖୋଲିବା ପରେ ଉପରେ ଦିଆଯାଇଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ। ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରିବା ମାତ୍ରେ ସେଟିଂର ବିକଳ୍ପ ସାମ୍ନାରେ ଦେଖାଯିବ, ଏବେ ଏଥିରେ କ୍ଲିକ୍ କରନ୍ତୁ। ସେଟିଂରେ ଅନେକ ଅପ୍‌ସନ୍‌ ଆପଣଙ୍କ ସାମ୍ନାରେ ଖୋଲିବ। ଏଥିମଧ୍ୟରୁ ଆପଣଙ୍କୁ ଆକାଉଣ୍ଟ ଅପ୍‌ସନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଆକାଉଣ୍ଟ୍ ଅପ୍ସନ୍ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କୁ ଗୋପନୀୟତା ବିକଳ୍ପ ଦେଖାଯିବ, ଏବେ ଏଥିରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିବା ମାତ୍ରେ, ଅନେକ ବିକଳ୍ପ ଆପଣଙ୍କ ସାମ୍ନାରେ ଦେଖାଯିବ, ଯେଉଁଥିରେ ଆପଣ ରିଡ୍ ରିସିପଟ୍ସ ନାମକ ବିକଳ୍ପ ଦେଖିବେ। ଏହି ଅପ୍‌ସନ୍ ଉପରେ କ୍ଲିକ୍ କରି ଆପଣଙ୍କୁ ଏହି ଅପ୍‌ସନ୍‌କୁ ଡିସାବଲ୍ କରିବାକୁ ପଡିବ।

ଯଦି ଆପଣ ରିଡ୍ ରିସିପଟ୍ସ ବିକଳ୍ପକୁ ଡିସାବଲ୍ କରନ୍ତି, ତେବେ ଯଦି ଆପଣ କୌଣସି ବ୍ୟକ୍ତିର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖନ୍ତି, ତେବେ ସେ ତାହା ଜାଣିପାରିବେ ନାହିଁ। ସିନ୍ସ ତାଲିକାରେ ନାମ ଦେଖାଯିବନାହିଁ। ଏହାସହିତ ଆପଣ ମଧ୍ୟ ଜାଣିପାରିବେନାହିଁ ଯେ ଆପଣଙ୍କର ହ୍ବାଟ୍ସଆପ୍ ଷ୍ଟାଟସ୍ କେତେ ଲୋକ ଦେଖିଛନ୍ତି। ଅପରପକ୍ଷେ କେବେ ବି ଆପଣ ଏହି ବିକଳ୍ପକୁ ଏବଲ ଏବଂ ଡିସାବଲ୍ କରିପାରିବେ।

https://www.thesakala.in/technology/new-features-for-whatsapp-users-to-see-status-without-seen/article-18126
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର