ଇନ୍‌ଷ୍ଟାଗ୍ରାମରେ ଆସିବ ନୂଆ ଫିଚର, ରିଲ୍‌ ପାଇଁ ମିଳିବ ୯୦ ସେକେଣ୍ଡ୍‌ର ଟାଇମ୍‌ ଲିମିଟ୍‌

The Sakala Picture
Published On

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରଠାରୁ ଇନ୍‌ଷ୍ଟାଗ୍ରାମ୍‌ ଏବେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି। ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ କିଛି ନୂଆ ଫିଚର୍‌ ଏଥିରେ ଯୋଡ଼ା ଯାଇଛି। ଖୁବ୍ ଶୀଘ୍ର ଯୁବପିଢ଼ି ଏହିସବୁ ଫିଚର୍‌ର ଲାଭ ନେଇପାରିବେ। ‘ଫଲୋଇଙ୍ଗ୍‌’ ସହିତ ‘ଫେବରାଇଟ୍‌’ ଅପସନ୍ ମଧ୍ୟ ରହିବ। ଏମିତି ଆଉ କିଛି ନୂଆ ଅପ୍‌ସନ୍‌ ହେଉଛି – -ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ କଲ୍‌ରେ ସ୍କ୍ରିନ୍‌ ସେୟାରିଂ ଅପସନ୍‌ ମଧ୍ୟ ଆସିବ। -ଫ୍ରୋଫାଇଲ୍‌ ରାନର୍‌ ନାମକ ଏକ ନୂଆ ଅପସନ୍‌ […]

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରଠାରୁ ଇନ୍‌ଷ୍ଟାଗ୍ରାମ୍‌ ଏବେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି। ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ କିଛି ନୂଆ ଫିଚର୍‌ ଏଥିରେ ଯୋଡ଼ା ଯାଇଛି। ଖୁବ୍ ଶୀଘ୍ର ଯୁବପିଢ଼ି ଏହିସବୁ ଫିଚର୍‌ର ଲାଭ ନେଇପାରିବେ। ‘ଫଲୋଇଙ୍ଗ୍‌’ ସହିତ ‘ଫେବରାଇଟ୍‌’ ଅପସନ୍ ମଧ୍ୟ ରହିବ। ଏମିତି ଆଉ କିଛି ନୂଆ ଅପ୍‌ସନ୍‌ ହେଉଛି –

-ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ କଲ୍‌ରେ ସ୍କ୍ରିନ୍‌ ସେୟାରିଂ ଅପସନ୍‌ ମଧ୍ୟ ଆସିବ।

-ଫ୍ରୋଫାଇଲ୍‌ ରାନର୍‌ ନାମକ ଏକ ନୂଆ ଅପସନ୍‌ ରହିଛି, ଯାହା ଦ୍ବାରା ୟୁଜର୍ସ ନିଜର ସେଡ୍ୟୁଲ୍‌ ଲାଇଭ୍‌ ଇଭେଣ୍ଟ୍‌କୁ ନିଜ ପ୍ରୋଫାଇଲ୍‌ରେ ସେୟାର୍‌ କରିପାରିବେ। ଏହା ବ୍ୟତୀତ ଇନ୍‌ଷ୍ଟା ଷ୍ଟୋରିଜ୍‌ରେ ଅପ୍‌କମିଙ୍ଗ୍‌ ଲାଇଭ୍‌ ଇଭେଣ୍ଟ୍‌କୁ ସେୟାର୍‌ କରିହେବ।

-ଇନ୍‌ଷ୍ଟା ଷ୍ଟୋରୀ ପାଇଁ ୩ଡି ଇମେଜ୍‌ ରହିବ। ଏହି ଅପ୍‌ସନ୍‌ ଦ୍ବାରା ୟୁଜର୍ସ ନିଜର ୩ଡି ଇମେଜ୍‌ ପ୍ରସ୍ତୁତ କରି ଷ୍ଟୋରୀ ଜିଆଇଏଫ୍‌ (ଜିଫ୍) ମାଧ୍ୟମରେ ସେୟାର୍‌ କରିପାରିବେ।

-ପ୍ରୋଫାଇଲ୍‌ ଏମ୍ବେଡ୍‌ ନାମକ ଏକ ନୂଆ ଫିଚର୍‌ରେ ସମ୍ପୂର୍ଣ୍ଣ ଇନ୍‌ଷ୍ଟାଗ୍ରାମ୍‌ ପ୍ରୋଫାଇଲ୍‌କୁ ଏମ୍ବେଡ୍‌ ବା ଅନ୍ତର୍ନିହିତ କରିହେବ।

-ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ ପାଇଁ ମୋଟ ୯୦ ସେକେଣ୍ଡ୍‌ର ଟାଇମ୍‌ ଲିମିଟ୍‌ ଆସିବ।

-ଏକ୍ସକ୍ଲୁସିଭ୍‌ କମେଣ୍ଟ୍‌ ଓ ଷ୍ଟୋରୀ ପାଇଁ ନିଜ ପସନ୍ଦର କ୍ରିଏଟର୍ସଙ୍କୁ ସବ୍‌ସ୍କ୍ରାଇବ୍ କରିପାରିବେ।

06 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର