ଇନ୍‌ଷ୍ଟାଗ୍ରାମ୍‌ ଆଣିଲା ‘ପ୍ୟାରେଣ୍ଟାଲ ସୁପରଭିଜନ ଟୁଲ୍‌ସ’: ପିଲାମାନେ ଦେଖୁଥିବା ଭିଡିଓ ଉପରେ ରହିବ ଅଭିଭାବକଙ୍କ କଣ୍ଟ୍ରୋଲ

The Sakala Picture
Published On

ବର୍ତ୍ତମାନ ସମୟରେ ଇନ୍‌ଷ୍ଟାଗ୍ରାମ ଆପ୍‌ର ବ୍ୟବହାର ବହୁଳମାତ୍ରାରେ କରାଯାଉଛି। ଏଥିରେ ଅନେକ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି। ଗ୍ରାହକଙ୍କ ନିମନ୍ତେ ଇନ୍‌ଷ୍ଟାଗ୍ରାମ୍‌ ଅନେକ ସୁବିଧା ଯୋଗାଉଥିବାବେଳେ ବର୍ତ୍ତମାନ ଆଣିଛି ନୂତନ ଫିଚର୍‌ ‘ପ୍ୟାରେଣ୍ଟାଲ ସୁପରଭିଜନ ଟୁଲ୍‌ସ’। ଅଭିଭାବକଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। ଏହାଦ୍ବାରା ଯଦି ପିଲାମାନେ କୌଣସି ସମସ୍ୟାରେ ପଡ଼ିଥାଆନ୍ତି, ଏହାର ନୋଟିଫିକେସନ୍‌ ଏହା ଜରିଆରେ ମଧ୍ୟ ଆସିଥାଏ। ଏହାସହିତ ଫ୍ୟାମିଲି କଣ୍ଟ୍ରୋଲ ଫିଚର୍ସ ମଧ୍ୟ ଜାରି କରାଯାଇଛି। ଅଭିଭାବକ ବିଶେଷଜ୍ଞଙ୍କ […]

ବର୍ତ୍ତମାନ ସମୟରେ ଇନ୍‌ଷ୍ଟାଗ୍ରାମ ଆପ୍‌ର ବ୍ୟବହାର ବହୁଳମାତ୍ରାରେ କରାଯାଉଛି। ଏଥିରେ ଅନେକ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି। ଗ୍ରାହକଙ୍କ ନିମନ୍ତେ ଇନ୍‌ଷ୍ଟାଗ୍ରାମ୍‌ ଅନେକ ସୁବିଧା ଯୋଗାଉଥିବାବେଳେ ବର୍ତ୍ତମାନ ଆଣିଛି ନୂତନ ଫିଚର୍‌ ‘ପ୍ୟାରେଣ୍ଟାଲ ସୁପରଭିଜନ ଟୁଲ୍‌ସ’। ଅଭିଭାବକଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। ଏହାଦ୍ବାରା ଯଦି ପିଲାମାନେ କୌଣସି ସମସ୍ୟାରେ ପଡ଼ିଥାଆନ୍ତି, ଏହାର ନୋଟିଫିକେସନ୍‌ ଏହା ଜରିଆରେ ମଧ୍ୟ ଆସିଥାଏ। ଏହାସହିତ ଫ୍ୟାମିଲି କଣ୍ଟ୍ରୋଲ ଫିଚର୍ସ ମଧ୍ୟ ଜାରି କରାଯାଇଛି।

ଅଭିଭାବକ ବିଶେଷଜ୍ଞଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ। ଫଳରେ ୧୬ବର୍ଷରୁ କମ୍‌ ବୟସର ପିଲାମାନେ କୌଣସି ସମ୍ବେଦନଶୀଳ କଣ୍ଟେଣ୍ଟ ଦେଖିପାରିବେ ନାହିଁ। ଏହାଦ୍ବାରା ଘରର ମୁରବୀଙ୍କୁ ପିଲାଙ୍କ କାର୍ଯ୍ୟକଳାପ ପ୍ରତି ଧ୍ୟାନ ରଖିବାକୁ ସହଜ ହେବ। ଏପରିକି ଏହି ଫିଚର୍ସ ଯୋଗୁଁ ପିଲାଙ୍କ ଇନ୍‌ଷ୍ଟ୍ରାଗ୍ରାମ୍‌ ସ୍କ୍ରିନ୍‌ ଟାଇମ୍‌ ମଧ୍ୟ ଦେଖାଯାଇପାରିବ। ତେଣୁ ପିଲା କେବଳ ଷ୍ଟାଣ୍ଡାର୍ଡ ଏବଂ ଲେସ୍‌ ବିକଳ୍ପକୁ ବାଛିପାରିବେ। ପ୍ରାଇଭେସି ଫିଚର୍ସରେ ପିଲା ସେନ୍‌ସିଟିଭ୍‌ କଣ୍ଟେଣ୍ଟ କିମ୍ବା ଏହା ସହିତ ଜଡ଼ିତ ଥିବା କିବୋର୍ଡ, ସର୍ଚ୍ଚ ରେଜଲ୍ଟ, ହ୍ୟାସ୍‌ଟ୍ୟାଗ୍‌, ପେଜ୍‌, ରିଲ୍ସ, ନ୍ୟୁଜ୍‌ ଫିଡ୍‌କୁ ମଧ୍ୟ ଖୋଜିପାରିବେନି। ପିଲା ଯଦି କାହାକୁ ବ୍ଲକ୍‌ ଲିଷ୍ଟରେ ପକାଉଛନ୍ତି, ଏହାର ସୂଚନା ସିଧା ଅଭିଭାବକଙ୍କ ପାଖକୁ ଯାଇଥାଏ।

28 Sep 2022 By The Sakala

https://www.thesakala.in/technology/meta-launches-parental-supervision-tools-on-instagram-in-india/article-15340
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର