ମେଟା ଲଞ୍ଚ୍ କଲା AI ଟୁଲ୍ ‘ଇମାଜିନ’, ତିଆରି କରିପାରିବେ ଫଟୋ ଓ ଗ୍ରାଫିକ୍ସ

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ଓ ପରୀକ୍ଷଣ ପରେ ମେଟା ଏକ ନୂତନ AI ଟୁଲ୍ ‘ଇମାଜିନ’କୁ ଲଞ୍ଚ୍ କରିଛି । ‘ଇମାଜିନ’ ସାହାଯ୍ୟରେ ଆପଣ ଯେକୌଣସି ଫଟୋ କିମ୍ବା ଗ୍ରାଫିକ୍ସ ତିଆରି କରିପାରିବେ। ଆପଣଙ୍କୁ କେବଳ ଲେଖିବାକୁ ପଡିବ। ଏହାପରେ ସେ ଆପଣଙ୍କୁ ଲେଖିଥିବା ପ୍ରତିଛବି ତିଆରି କରି ଦେବ। ମେଟାର ‘ଇମାଜିନ’  ହେଉଛି ଟେକ୍ସ-ଟୁ- ଇମେଜ ଟୁଲ୍ । ଏହି ଟୁଲ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଏକ ମେଟା ଆଇଡି ସୃଷ୍ଟି କରିବାକୁ […]

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ଓ ପରୀକ୍ଷଣ ପରେ ମେଟା ଏକ ନୂତନ AI ଟୁଲ୍ ‘ଇମାଜିନ’କୁ ଲଞ୍ଚ୍ କରିଛି । ‘ଇମାଜିନ’ ସାହାଯ୍ୟରେ ଆପଣ ଯେକୌଣସି ଫଟୋ କିମ୍ବା ଗ୍ରାଫିକ୍ସ ତିଆରି କରିପାରିବେ। ଆପଣଙ୍କୁ କେବଳ ଲେଖିବାକୁ ପଡିବ। ଏହାପରେ ସେ ଆପଣଙ୍କୁ ଲେଖିଥିବା ପ୍ରତିଛବି ତିଆରି କରି ଦେବ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ମେଟାର ‘ଇମାଜିନ’  ହେଉଛି ଟେକ୍ସ-ଟୁ- ଇମେଜ ଟୁଲ୍ । ଏହି ଟୁଲ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଏକ ମେଟା ଆଇଡି ସୃଷ୍ଟି କରିବାକୁ ପଡିବ।  ଆପଣ Gmail, ଫେସବୁକ୍ ଆଇଡି କିମ୍ବା ଇନଷ୍ଟାଗ୍ରାମ ଆଇଡି ସାହାଯ୍ୟରେ ମେଟା ଆଇଡି ସୃଷ୍ଟି କରିପାରିବେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

‘ଇମାଜିନ’ ଟୁଲକୁ ପ୍ରାଥମିକ ଭାବେ ଆମେରିକାରେ ଲଞ୍ଚ କରାଯାଇଛି। ଆମେରିକୀୟ ଉପଭୋକ୍ତାମାନେ ଏହାକୁ  imagine.meta.com କୁ ଯାଇ ଲାଭ ଉଠାଇ ପାରିବେ। ବର୍ତ୍ତମାନ ଭାରତରେ ଏହା ଅରମ୍ଭ ହୋଇ ନହିଁ।

ମେଟା କହିଛି ଯେ, ବର୍ତ୍ତମାନ ଏହାର ୱେବ୍ ସଂସ୍କରଣ ରିଲିଜ୍ ହୋଇଛି। କିନ୍ତୁ ଯେତେବେଳେ ଏହା ମୋବାଇଲ୍ ପାଇଁ ଉପଲବ୍ଧ ହେବ ସେତେବେଳେ ଏହା ୱେବ୍ ସଂସ୍କରଣ ଅପେକ୍ଷା ଅଧିକ ସଠିକ୍ ଫଳାଫଳ ଦେବ। ମେଟା ଏହି ଟୁଲର ବବିଷୟରେ ଏକ ବ୍ଲଗରେ ସୂଚନା ଦେଇଛି।

ଏହି ଟୁଲ୍ ବ୍ୟତୀତ ମେଟା ଏହାର ଦୁଇଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ AI ସହାୟତା ପ୍ରଦାନ କରିଛି। ଫଳରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କମେଣ୍ଟ ପାଇଁ AI ସୃଷ୍ଟି ସଜେସନ ଉପଲବ୍ଧ ହେବ। ରି-ଇମାଜିନ ନାମକ ଏକ ନୂତନ ଫିଚର ଫେସବୁକ୍ ମେସେଞ୍ଜର ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଆସିବାକୁ ଯାଉଛି। । ମେଟା ଏକ AI ଫିଚର ଉପରେ କାମ କରୁଛି ଯାହା ପରେ ଆପଣ ଜନ୍ମ ଦିନର ଶୁଭେଚ୍ଛା ଆଗୁଆ ଡ୍ରାଫ୍ଟ କରି ରଖିପାରିବେ ।

07 Dec 2023 By The Sakala

ମେଟା ଲଞ୍ଚ୍ କଲା AI ଟୁଲ୍ ‘ଇମାଜିନ’, ତିଆରି କରିପାରିବେ ଫଟୋ ଓ ଗ୍ରାଫିକ୍ସ

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ଓ ପରୀକ୍ଷଣ ପରେ ମେଟା ଏକ ନୂତନ AI ଟୁଲ୍ ‘ଇମାଜିନ’କୁ ଲଞ୍ଚ୍ କରିଛି । ‘ଇମାଜିନ’ ସାହାଯ୍ୟରେ ଆପଣ ଯେକୌଣସି ଫଟୋ କିମ୍ବା ଗ୍ରାଫିକ୍ସ ତିଆରି କରିପାରିବେ। ଆପଣଙ୍କୁ କେବଳ ଲେଖିବାକୁ ପଡିବ। ଏହାପରେ ସେ ଆପଣଙ୍କୁ ଲେଖିଥିବା ପ୍ରତିଛବି ତିଆରି କରି ଦେବ।

ମେଟାର ‘ଇମାଜିନ’  ହେଉଛି ଟେକ୍ସ-ଟୁ- ଇମେଜ ଟୁଲ୍ । ଏହି ଟୁଲ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଏକ ମେଟା ଆଇଡି ସୃଷ୍ଟି କରିବାକୁ ପଡିବ।  ଆପଣ Gmail, ଫେସବୁକ୍ ଆଇଡି କିମ୍ବା ଇନଷ୍ଟାଗ୍ରାମ ଆଇଡି ସାହାଯ୍ୟରେ ମେଟା ଆଇଡି ସୃଷ୍ଟି କରିପାରିବେ।

‘ଇମାଜିନ’ ଟୁଲକୁ ପ୍ରାଥମିକ ଭାବେ ଆମେରିକାରେ ଲଞ୍ଚ କରାଯାଇଛି। ଆମେରିକୀୟ ଉପଭୋକ୍ତାମାନେ ଏହାକୁ  imagine.meta.com କୁ ଯାଇ ଲାଭ ଉଠାଇ ପାରିବେ। ବର୍ତ୍ତମାନ ଭାରତରେ ଏହା ଅରମ୍ଭ ହୋଇ ନହିଁ।

ମେଟା କହିଛି ଯେ, ବର୍ତ୍ତମାନ ଏହାର ୱେବ୍ ସଂସ୍କରଣ ରିଲିଜ୍ ହୋଇଛି। କିନ୍ତୁ ଯେତେବେଳେ ଏହା ମୋବାଇଲ୍ ପାଇଁ ଉପଲବ୍ଧ ହେବ ସେତେବେଳେ ଏହା ୱେବ୍ ସଂସ୍କରଣ ଅପେକ୍ଷା ଅଧିକ ସଠିକ୍ ଫଳାଫଳ ଦେବ। ମେଟା ଏହି ଟୁଲର ବବିଷୟରେ ଏକ ବ୍ଲଗରେ ସୂଚନା ଦେଇଛି।

ଏହି ଟୁଲ୍ ବ୍ୟତୀତ ମେଟା ଏହାର ଦୁଇଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ AI ସହାୟତା ପ୍ରଦାନ କରିଛି। ଫଳରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କମେଣ୍ଟ ପାଇଁ AI ସୃଷ୍ଟି ସଜେସନ ଉପଲବ୍ଧ ହେବ। ରି-ଇମାଜିନ ନାମକ ଏକ ନୂତନ ଫିଚର ଫେସବୁକ୍ ମେସେଞ୍ଜର ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଆସିବାକୁ ଯାଉଛି। । ମେଟା ଏକ AI ଫିଚର ଉପରେ କାମ କରୁଛି ଯାହା ପରେ ଆପଣ ଜନ୍ମ ଦିନର ଶୁଭେଚ୍ଛା ଆଗୁଆ ଡ୍ରାଫ୍ଟ କରି ରଖିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp