ବିଫଳ ହେଲା ଇସ୍ରୋର ମିଶନ ଜିସାଟ୍‌-୧

The Sakala Picture
Published On

ଥିରୁଅନନ୍ତପୁରମ୍: ବିଫଳ ହେଲା ଇସ୍ରୋର ମିଶନ । ଫେଲ ମାରିଲା ଜିସାଟ୍‌-୧ । ଯାହାଫଳରେ ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ । କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଯୋଗୁଁ ମିଶନ ଫେଲ୍ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କି ଶିବନ ସୂଚନା ଦେଇଛନ୍ତି ।ଆଜି ଭୋର ୫ଟା ୪୩ ମିନଟରେ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା ଜିସାଟ୍‌-୧ । ହେଲେ ମିଶନର ମାତ୍ର ୧୦ ସେକେଣ୍ଡ ପୂର୍ବରୁ କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି […]

ଥିରୁଅନନ୍ତପୁରମ୍: ବିଫଳ ହେଲା ଇସ୍ରୋର ମିଶନ । ଫେଲ ମାରିଲା ଜିସାଟ୍‌-୧ । ଯାହାଫଳରେ ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ । କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଯୋଗୁଁ ମିଶନ ଫେଲ୍ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କି ଶିବନ ସୂଚନା ଦେଇଛନ୍ତି ।ଆଜି ଭୋର ୫ଟା ୪୩ ମିନଟରେ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା ଜିସାଟ୍‌-୧ । ହେଲେ ମିଶନର ମାତ୍ର ୧୦ ସେକେଣ୍ଡ ପୂର୍ବରୁ କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ସାମ୍ନାକୁ ଆସିଥିଲା । ଯାହାଫଳରେ ବୈଜ୍ଞାନିକମାନେ କୌଣସି ତଥ୍ୟ ପାଇପାରିନଥିଲେ । ଜିସାଟ-୧ ଆର୍ଥ ଅବଜର୍ଭେସନ ସାଟେଲାଇଟ ବା ଇଓଏସର ଲଞ୍ଚ ସଫଳ ହୋଇଥିଲେ ଭାରତୀୟ ମହାକାଶ ବିଜ୍ଞାନ ଲାଗି ଏକ ମାଇଲଖୁଣ୍ଟି ସାବ୍ୟସ୍ତ ହୋଇଥାଆନ୍ତା । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଘଟଣାଗୁଡିକ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ପାଇ ପାରିଥାଆନ୍ତା ଇସ୍ରୋ । ISRO Fails To Put ISRO Fails To Put GISAT

ଆହୁରି ପଢ଼ନ୍ତୁ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

12 Aug 2021 By The Sakala

ବିଫଳ ହେଲା ଇସ୍ରୋର ମିଶନ ଜିସାଟ୍‌-୧

ଥିରୁଅନନ୍ତପୁରମ୍: ବିଫଳ ହେଲା ଇସ୍ରୋର ମିଶନ । ଫେଲ ମାରିଲା ଜିସାଟ୍‌-୧ । ଯାହାଫଳରେ ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ । କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଯୋଗୁଁ ମିଶନ ଫେଲ୍ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କି ଶିବନ ସୂଚନା ଦେଇଛନ୍ତି ।ଆଜି ଭୋର ୫ଟା ୪୩ ମିନଟରେ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା ଜିସାଟ୍‌-୧ । ହେଲେ ମିଶନର ମାତ୍ର ୧୦ ସେକେଣ୍ଡ ପୂର୍ବରୁ କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ସାମ୍ନାକୁ ଆସିଥିଲା । ଯାହାଫଳରେ ବୈଜ୍ଞାନିକମାନେ କୌଣସି ତଥ୍ୟ ପାଇପାରିନଥିଲେ । ଜିସାଟ-୧ ଆର୍ଥ ଅବଜର୍ଭେସନ ସାଟେଲାଇଟ ବା ଇଓଏସର ଲଞ୍ଚ ସଫଳ ହୋଇଥିଲେ ଭାରତୀୟ ମହାକାଶ ବିଜ୍ଞାନ ଲାଗି ଏକ ମାଇଲଖୁଣ୍ଟି ସାବ୍ୟସ୍ତ ହୋଇଥାଆନ୍ତା । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଘଟଣାଗୁଡିକ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ପାଇ ପାରିଥାଆନ୍ତା ଇସ୍ରୋ । ISRO Fails To Put ISRO Fails To Put GISAT

https://www.thesakala.in/technology/isro-mission-gisat-1-mission-failed-due-to-performance-anomaly/article-4560
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର