ଇନଷ୍ଟାଗ୍ରାମରେ ଦେଖାଦେଲା ସମସ୍ୟା: ଉପଭୋକ୍ତାଙ୍କ ଆକାଉଣ୍ଟ ଆପେ ଆପେ ହୋଇଯାଉଛି ସସପେଣ୍ଡ୍

The Sakala Picture
Published On

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଦେଇଛି। କିଛି ଉପଭୋକ୍ତାଙ୍କର ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶିଆଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ବନା କୌଣସି ୱାର୍ଣ୍ଣିଂରେ ତାଙ୍କର ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିବା କହିଛନ୍ତି। ସୂଚନା ଅନୁଯାୟୀ,  ଆକାଉଣ୍ଟ ଖୋଲିବା ମାତ୍ର ଏହା ସସପେଣ୍ଡ ହୋଇଥିବା ଲେଖୁଛି। ଏହାର ତଳେ ଗୋଟିଏ ଅପସନ ଡିସ୍‌ଆଗ୍ରୀ ୱିଥ ଡିସିନ ବା ସସପେଣ୍ଡ ନିଷ୍ପତ୍ତିରେ ସହମତି […]

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଦେଇଛି। କିଛି ଉପଭୋକ୍ତାଙ୍କର ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶିଆଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ବନା କୌଣସି ୱାର୍ଣ୍ଣିଂରେ ତାଙ୍କର ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ସୂଚନା ଅନୁଯାୟୀ,  ଆକାଉଣ୍ଟ ଖୋଲିବା ମାତ୍ର ଏହା ସସପେଣ୍ଡ ହୋଇଥିବା ଲେଖୁଛି। ଏହାର ତଳେ ଗୋଟିଏ ଅପସନ ଡିସ୍‌ଆଗ୍ରୀ ୱିଥ ଡିସିନ ବା ସସପେଣ୍ଡ ନିଷ୍ପତ୍ତିରେ ସହମତି ନାହିଁ ରହିଛି। ତେବେ ଏହାକୁ କ୍ଲିକ କଲେ ମଧ୍ୟ ଆକାଉଣ୍ଟ ସଚଳ ହେଉ ନ ଥିବା ଲୋକମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଡାଉନଡିକ୍ଟେରର ତଥ୍ୟ ଅନୁସାରେ, ଭାରତ ସମେତ ଏକାଧିକ ଦେଶରେ ଲୋମାନେ ଲଗଇନ୍ ଜନିତ ସମସ୍ୟାରେ ପଡ଼ିଛନ୍ତି। କିଛି ଲୋକଙ୍କର ଆକାଉଣ୍ଟ ଲଗଇନ ହେଉ ନଥିବା ବେଳେ ଆଉ କିଛି ସର୍ଭର ସଂଯୋଗ ଜନିତ ସମସ୍ୟାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଇନଷ୍ଟାଗ୍ରାମକୁ ପରିଚାଳନା କରୁଥିବା ମେଟା ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଅବଗତ ଥିବା କହିଛି। ଏଥିସହ ସମସ୍ୟାର ସମାଧାନ ପାଇଁ କମ୍ପାନୀ ଉଦ୍ୟମ କରୁଛି। ମେଟା ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ଆମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛୁ। ଆମେ ଏହାକୁ ସମାଧାନ କରିବାକୁ କାମ କରୁଛୁ ଓ ଅସୁବିଧା ପାଇଁ କ୍ଷମା ମାଗୁଛୁ।”

31 Oct 2022 By The Sakala

ଇନଷ୍ଟାଗ୍ରାମରେ ଦେଖାଦେଲା ସମସ୍ୟା: ଉପଭୋକ୍ତାଙ୍କ ଆକାଉଣ୍ଟ ଆପେ ଆପେ ହୋଇଯାଉଛି ସସପେଣ୍ଡ୍

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଦେଇଛି। କିଛି ଉପଭୋକ୍ତାଙ୍କର ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶିଆଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ବନା କୌଣସି ୱାର୍ଣ୍ଣିଂରେ ତାଙ୍କର ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିବା କହିଛନ୍ତି।

ସୂଚନା ଅନୁଯାୟୀ,  ଆକାଉଣ୍ଟ ଖୋଲିବା ମାତ୍ର ଏହା ସସପେଣ୍ଡ ହୋଇଥିବା ଲେଖୁଛି। ଏହାର ତଳେ ଗୋଟିଏ ଅପସନ ଡିସ୍‌ଆଗ୍ରୀ ୱିଥ ଡିସିନ ବା ସସପେଣ୍ଡ ନିଷ୍ପତ୍ତିରେ ସହମତି ନାହିଁ ରହିଛି। ତେବେ ଏହାକୁ କ୍ଲିକ କଲେ ମଧ୍ୟ ଆକାଉଣ୍ଟ ସଚଳ ହେଉ ନ ଥିବା ଲୋକମାନେ କହିଛନ୍ତି।

ଡାଉନଡିକ୍ଟେରର ତଥ୍ୟ ଅନୁସାରେ, ଭାରତ ସମେତ ଏକାଧିକ ଦେଶରେ ଲୋମାନେ ଲଗଇନ୍ ଜନିତ ସମସ୍ୟାରେ ପଡ଼ିଛନ୍ତି। କିଛି ଲୋକଙ୍କର ଆକାଉଣ୍ଟ ଲଗଇନ ହେଉ ନଥିବା ବେଳେ ଆଉ କିଛି ସର୍ଭର ସଂଯୋଗ ଜନିତ ସମସ୍ୟାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଇନଷ୍ଟାଗ୍ରାମକୁ ପରିଚାଳନା କରୁଥିବା ମେଟା ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଅବଗତ ଥିବା କହିଛି। ଏଥିସହ ସମସ୍ୟାର ସମାଧାନ ପାଇଁ କମ୍ପାନୀ ଉଦ୍ୟମ କରୁଛି। ମେଟା ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ଆମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛୁ। ଆମେ ଏହାକୁ ସମାଧାନ କରିବାକୁ କାମ କରୁଛୁ ଓ ଅସୁବିଧା ପାଇଁ କ୍ଷମା ମାଗୁଛୁ।”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର