କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ, ଏହି ସବୁ ଦିଗ ପ୍ରତି ଧ୍ଯାନ ଦିଅନ୍ତୁ………

The Sakala Picture
Published On

କ୍ରେଡିଟ୍‌ କାର୍ଡ ଜରିଆରେ ସପିଂ କରିବା ଏବେ ସହଜ ହୋଇଛି। ଯଦି ମାସ ଶେଷରେ ଅର୍ଥ ଅଭାବ ରହୁଛି, ତେବେ ଖୋଜାପଡ଼ୁଛି କ୍ରେଡିଟ୍‌ କାର୍ଡ। ଏମିତି ଅନେକ ଅଛନ୍ତି, ଯେଉଁମାନଙ୍କର କ୍ରେଡିଟ୍‌ କାର୍ଡରୁ ଖର୍ଚ୍ଚ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି। ଏହି ଖର୍ଚ୍ଚ ପରିମାଣ ଯଦି ସମୟ ପୂର୍ବରୁ ଭରା ନ ଯାଏ, କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଆକାରରେ ଜରିମାନା ଦେବାକୁ ପଡ଼େ। ଏଥିପାଇଁ ସଚେତନ ରହିବା ଉଚିତ। କ୍ରେଡିଟ୍‌ କାର୍ଡରେ ପେମେଣ୍ଟ […]

କ୍ରେଡିଟ୍‌ କାର୍ଡ ଜରିଆରେ ସପିଂ କରିବା ଏବେ ସହଜ ହୋଇଛି। ଯଦି ମାସ ଶେଷରେ ଅର୍ଥ ଅଭାବ ରହୁଛି, ତେବେ ଖୋଜାପଡ଼ୁଛି କ୍ରେଡିଟ୍‌ କାର୍ଡ। ଏମିତି ଅନେକ ଅଛନ୍ତି, ଯେଉଁମାନଙ୍କର କ୍ରେଡିଟ୍‌ କାର୍ଡରୁ ଖର୍ଚ୍ଚ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି। ଏହି ଖର୍ଚ୍ଚ ପରିମାଣ ଯଦି ସମୟ ପୂର୍ବରୁ ଭରା ନ ଯାଏ, କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଆକାରରେ ଜରିମାନା ଦେବାକୁ ପଡ଼େ। ଏଥିପାଇଁ ସଚେତନ ରହିବା ଉଚିତ।

କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କରିବା ପାଇଁ ୪୦ରୁ ୫୦ ଦିନ ସମୟ ମିଳେ। ଏହି ସମୟ ପୂର୍ବରୁ ବିଲ୍‌ ଜମା କରନ୍ତୁ। ଏମିତି ବି କେହି କେହି ସେଭିଂ ଆକାଉଣ୍ଟ ଏବଂ କ୍ରେଡିଟ୍‌ କାର୍ଡ ଗୋଟିଏ ବ୍ୟାଙ୍କରୁ ନେଇଥାନ୍ତି। ଏଥିପାଇଁ ସାବଧାନ ରୁହନ୍ତୁ। କ୍ରେଡିଟ୍‌ କାର୍ଡର ପେମେଣ୍ଟ

୬ ମାସ ଯାଏଁ ଲଗାତାର ଜମା ନ କରିଥିଲେ, ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍‌ ହେବା ଭୟ ଥାଏ। ଏହାଦ୍ବାରା ନା ବ୍ୟାଙ୍କରୁ ଅର୍ଥ ଉଠାଇ ପାରିବେ। ନା କାହା ପାଖକୁ ଟଙ୍କା ପଠାଇ ପାରିବେ।

କ୍ରେଡିଟ୍‌ କାର୍ଡରେ ଶପିଂ କରିବାର ମନୋବୃତ୍ତିକୁ ବଦଳାଇଦିଅନ୍ତୁ। ଏହାଦ୍ବାରା କରଜ ବୃଦ୍ଧି ହେବାର ସମ୍ଭାବନା ଅଧିକ । ଏମିତିବି କ୍ରେଡିଟ୍‌ କାର୍ଡ ଶପିଂ ଯୋଗୁଁ ଆପଣଙ୍କ ଗୋପନୀୟ ତଥ୍ୟ ଅନ୍ୟମାନଙ୍କୁ ମିଳିପାରିଥାଏ।

08 Feb 2023 By The Sakala

https://www.thesakala.in/technology/if-you-are-using-credit-card-pay-attention-to-these-points/article-18782
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର