ହ୍ବାଟସଆପ୍ ରେ କିପରି ୨୫୬ ଜଣଙ୍କୁ ପଠାଇ ପାରିବେ ମେସେଜ୍
ଇନ୍ଷ୍ଟାଣ୍ଟ ମେସେଜ୍ ପଠାଇବା ପାଇଁ ହ୍ବାଟସଆପ୍ ହେଉଛି ଏକ ଉତ୍ତମ ବିକଳ୍ପ। କିନ୍ତୁ ଯେତେବେଳେ ବହୁ ସଂଖ୍ୟକ ଲୋକଙ୍କୁ ମେସେଜ୍ ପଠାଇବାକୁ ପଡ଼େ ସେତେବେଳେ ଗ୍ରୁପ୍ କରିବାକୁ ପଡ଼ିଥାଏ। ଏବେ କିନ୍ତୁ ଗ୍ରୁପ୍ ବିନା ଆପଣ ୨୫୬ଜଣଙ୍କୁ ମେସେଜ୍ ପଠାଇପାରିବେ। ହ୍ବାଟସଆପ୍ରେ ‘ବ୍ରଡ୍କାଷ୍ଟ ଲିଷ୍ଟ’ ନାମକ ଫିଚର ରହିଛି। ଯାହା ମାଧ୍ୟମରେ ଗୋଟିଏ କ୍ଲିକ୍ରେ ସମସ୍ତ ଲୋକଙ୍କ ପାଖରେ ମେସେଜ୍ ପହଞ୍ଚିଯିବ। ଆପଣ ସେହି ଲୋକଙ୍କୁ ଲିଷ୍ଟରେ ଆଡ୍ କରିପାରିବେ, ଯାହାଙ୍କ ନମ୍ବର ଆପଣଙ୍କ ମୋବାଇଲ ଫୋନ୍ରେ […]
ଇନ୍ଷ୍ଟାଣ୍ଟ ମେସେଜ୍ ପଠାଇବା ପାଇଁ ହ୍ବାଟସଆପ୍ ହେଉଛି ଏକ ଉତ୍ତମ ବିକଳ୍ପ। କିନ୍ତୁ ଯେତେବେଳେ ବହୁ ସଂଖ୍ୟକ ଲୋକଙ୍କୁ ମେସେଜ୍ ପଠାଇବାକୁ ପଡ଼େ ସେତେବେଳେ ଗ୍ରୁପ୍ କରିବାକୁ ପଡ଼ିଥାଏ। ଏବେ କିନ୍ତୁ ଗ୍ରୁପ୍ ବିନା ଆପଣ ୨୫୬ଜଣଙ୍କୁ ମେସେଜ୍ ପଠାଇପାରିବେ। ହ୍ବାଟସଆପ୍ରେ ‘ବ୍ରଡ୍କାଷ୍ଟ ଲିଷ୍ଟ’ ନାମକ ଫିଚର ରହିଛି। ଯାହା ମାଧ୍ୟମରେ ଗୋଟିଏ କ୍ଲିକ୍ରେ ସମସ୍ତ ଲୋକଙ୍କ ପାଖରେ ମେସେଜ୍ ପହଞ୍ଚିଯିବ। ଆପଣ ସେହି ଲୋକଙ୍କୁ ଲିଷ୍ଟରେ ଆଡ୍ କରିପାରିବେ, ଯାହାଙ୍କ ନମ୍ବର ଆପଣଙ୍କ ମୋବାଇଲ ଫୋନ୍ରେ ସେଭ୍ ଥିବ।