ଜାଣନ୍ତୁ କେମିତି କରିବେ ଇନ୍‌ଷ୍ଟାଗ୍ରାମରୁ ଭିଡିଓ ଡାଉନ୍‌ଲୋଡ୍

The Sakala Picture
Published On

ଦିନକୁ ଦିନ ଇନ୍‌ଷ୍ଟାଗ୍ରାମର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂତନ ବୈଶିଷ୍ଟ୍ୟମାନ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ କେବଳ ଅନ୍‌ଲାଇନ୍‌ରେ ଫଟୋ ଓ ଭିଡିଓ ଉପଭୋକ୍ତା ଦେଖିପାରୁଥିଲେ। କିନ୍ତୁ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରୁ ଭିଡିଓ ଡାଉନଲୋଡ୍ କରିହେବ । ଏହି ଡାଉନ୍‌ଲୋଡ୍ ଭିଡିଓକୁ ମୋବାଇଲ୍‌ରେ ସବୁଦିନ ପାଇଁ ସେଭ୍ କରି ରଖାଯାଇପାରିବ ଏବଂ ଏହାକୁ ଅନ୍ୟମାନଙ୍କୁ ମଧ୍ୟ ପଠେଇ ହେବ… କେମିତି କରିବେ ଡାଉନ୍‌ଲୋଡ୍ – ପ୍ରଥମେ […]

ଦିନକୁ ଦିନ ଇନ୍‌ଷ୍ଟାଗ୍ରାମର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂତନ ବୈଶିଷ୍ଟ୍ୟମାନ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ କେବଳ ଅନ୍‌ଲାଇନ୍‌ରେ ଫଟୋ ଓ ଭିଡିଓ ଉପଭୋକ୍ତା ଦେଖିପାରୁଥିଲେ। କିନ୍ତୁ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରୁ ଭିଡିଓ ଡାଉନଲୋଡ୍ କରିହେବ । ଏହି ଡାଉନ୍‌ଲୋଡ୍ ଭିଡିଓକୁ ମୋବାଇଲ୍‌ରେ ସବୁଦିନ ପାଇଁ ସେଭ୍ କରି ରଖାଯାଇପାରିବ ଏବଂ ଏହାକୁ ଅନ୍ୟମାନଙ୍କୁ ମଧ୍ୟ ପଠେଇ ହେବ…

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

କେମିତି କରିବେ ଡାଉନ୍‌ଲୋଡ୍

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

– ପ୍ରଥମେ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଖୋଲନ୍ତୁ। ସେହି ଭିଡିଓକୁଚୟନ କରନ୍ତୁ,  ଯାହାକୁ ଆପଣ ଡାଉନ୍‌ଲୋଡ୍ କରିବାକୁ ଚାହୁଁଛନ୍ତି।

-ଭିଡିଓକୁ ଚୟନ କରି ସାରିବା ପରେ ଡାହାଣ ପାର୍ଶ୍ବର ତଳେ ତିନୋଟି ଡଟସ୍ ଦେଖିପାରିବେ । ଏବେ ଏହି ଡଟସ୍ ଉପରେ କ୍ଲିକ୍ କରି କପି
ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

– ଏହାପରେ ଭିଡିଓ ଡାଉନ୍‌ଲୋଡ୍ କରିବା ପାଇଁ ସ୍ଵାପ୍‌ଟ୍ୟୁବ, ଇଷ୍ଟାଫିଷ୍ଟା, ଇନ୍‌ଗ୍ରାମର୍ ଭଳି ଥାର୍ଡପାର୍ଟି ଆପ୍ ଡାଉନ୍‌ଲୋଡ୍ କରନ୍ତୁ ।

-ଥାର୍ଡପାର୍ଟି ଆପ୍ ଡାଉନ୍‌ଲୋଡ୍ କରି ସାରିବା ପରେ ଏହି ଆପ୍‌ରେ ନିଜର ଇନଷ୍ଟା ଆଇଡି ଖୋଲନ୍ତୁ ଏବଂ ଭିଡିଓ ଲିଙ୍କକୁ ପୋଷ୍ଟ କରନ୍ତୁ।

-ବର୍ତ୍ତମାନ ଆପଣଙ୍କୁ ଭିଡିଓର ତଳ ପାର୍ଶ୍ବରେ ଡାଉନ୍‌ଲୋଡ୍ ବିକଳ୍ପ ଦେଖାଦେବ । ଏବେ ଏହି ବିକଳ୍ପ ଉପରେ କ୍ଲିକ୍ କଲେ ଭିଡିଓଟି ଡାଉନ୍‌ଲୋଡ୍ ହେବା ସହ ମୋବାଇଲ୍‌ରେ ସେଭ୍ ହୋଇଯିବ।

13 Oct 2021 By The Sakala

ଜାଣନ୍ତୁ କେମିତି କରିବେ ଇନ୍‌ଷ୍ଟାଗ୍ରାମରୁ ଭିଡିଓ ଡାଉନ୍‌ଲୋଡ୍

ଦିନକୁ ଦିନ ଇନ୍‌ଷ୍ଟାଗ୍ରାମର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂତନ ବୈଶିଷ୍ଟ୍ୟମାନ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ କେବଳ ଅନ୍‌ଲାଇନ୍‌ରେ ଫଟୋ ଓ ଭିଡିଓ ଉପଭୋକ୍ତା ଦେଖିପାରୁଥିଲେ। କିନ୍ତୁ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରୁ ଭିଡିଓ ଡାଉନଲୋଡ୍ କରିହେବ । ଏହି ଡାଉନ୍‌ଲୋଡ୍ ଭିଡିଓକୁ ମୋବାଇଲ୍‌ରେ ସବୁଦିନ ପାଇଁ ସେଭ୍ କରି ରଖାଯାଇପାରିବ ଏବଂ ଏହାକୁ ଅନ୍ୟମାନଙ୍କୁ ମଧ୍ୟ ପଠେଇ ହେବ…

କେମିତି କରିବେ ଡାଉନ୍‌ଲୋଡ୍

– ପ୍ରଥମେ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଖୋଲନ୍ତୁ। ସେହି ଭିଡିଓକୁଚୟନ କରନ୍ତୁ,  ଯାହାକୁ ଆପଣ ଡାଉନ୍‌ଲୋଡ୍ କରିବାକୁ ଚାହୁଁଛନ୍ତି।

-ଭିଡିଓକୁ ଚୟନ କରି ସାରିବା ପରେ ଡାହାଣ ପାର୍ଶ୍ବର ତଳେ ତିନୋଟି ଡଟସ୍ ଦେଖିପାରିବେ । ଏବେ ଏହି ଡଟସ୍ ଉପରେ କ୍ଲିକ୍ କରି କପି
ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

– ଏହାପରେ ଭିଡିଓ ଡାଉନ୍‌ଲୋଡ୍ କରିବା ପାଇଁ ସ୍ଵାପ୍‌ଟ୍ୟୁବ, ଇଷ୍ଟାଫିଷ୍ଟା, ଇନ୍‌ଗ୍ରାମର୍ ଭଳି ଥାର୍ଡପାର୍ଟି ଆପ୍ ଡାଉନ୍‌ଲୋଡ୍ କରନ୍ତୁ ।

-ଥାର୍ଡପାର୍ଟି ଆପ୍ ଡାଉନ୍‌ଲୋଡ୍ କରି ସାରିବା ପରେ ଏହି ଆପ୍‌ରେ ନିଜର ଇନଷ୍ଟା ଆଇଡି ଖୋଲନ୍ତୁ ଏବଂ ଭିଡିଓ ଲିଙ୍କକୁ ପୋଷ୍ଟ କରନ୍ତୁ।

-ବର୍ତ୍ତମାନ ଆପଣଙ୍କୁ ଭିଡିଓର ତଳ ପାର୍ଶ୍ବରେ ଡାଉନ୍‌ଲୋଡ୍ ବିକଳ୍ପ ଦେଖାଦେବ । ଏବେ ଏହି ବିକଳ୍ପ ଉପରେ କ୍ଲିକ୍ କଲେ ଭିଡିଓଟି ଡାଉନ୍‌ଲୋଡ୍ ହେବା ସହ ମୋବାଇଲ୍‌ରେ ସେଭ୍ ହୋଇଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp