ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଜାଣନ୍ତୁ ଘରେ ବସି ପାନକାର୍ଡରେ ଥିବା ଭୁଲକୁ କିପରି କରିବେ ସଂଶୋଧନ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଥରେ ଆଧାରକାର୍ଡ ଓ ପାନ୍‌କାର୍ଡ ଲିଙ୍କ୍‌ର ସମୟସୀମାକୁ ବୃଦ୍ଧି କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ପାନ ନମ୍ବରକୁ ଆଧାର ସହ ସଂଯୋଗ‌ କରିବାର ଅନ୍ତିମ ତାରିଖକୁ ଜୁନ୍‌ ୩୦ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆୟକର ରିଟର୍ଣ୍ଣ ଦାଖଲ କରନ୍ତୁ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବେ ଏହି ସବୁ ସ୍ଥାନରେ ଏକ ପାନ୍‌କାର୍ଡ ଆବଶ୍ୟକ। ଏହି କ୍ଷେତ୍ରରେ ପାନ୍‌କାର୍ଡରେ ଦିଆଯାଇଥିବା ସମସ୍ତ ସୂଚନା ସଠିକ୍ ହେବା ଆବଶ୍ୟକ। ପାନ୍‌କାର୍ଡ ସମ୍ବନ୍ଧୀୟ ଜରୁରୀ ସୂଚନା […]

ନୂଆଦିଲ୍ଲୀ: ପୁଣି ଥରେ ଆଧାରକାର୍ଡ ଓ ପାନ୍‌କାର୍ଡ ଲିଙ୍କ୍‌ର ସମୟସୀମାକୁ ବୃଦ୍ଧି କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ପାନ ନମ୍ବରକୁ ଆଧାର ସହ ସଂଯୋଗ‌ କରିବାର ଅନ୍ତିମ ତାରିଖକୁ ଜୁନ୍‌ ୩୦ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆୟକର ରିଟର୍ଣ୍ଣ ଦାଖଲ କରନ୍ତୁ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବେ ଏହି ସବୁ ସ୍ଥାନରେ ଏକ ପାନ୍‌କାର୍ଡ ଆବଶ୍ୟକ। ଏହି କ୍ଷେତ୍ରରେ ପାନ୍‌କାର୍ଡରେ ଦିଆଯାଇଥିବା ସମସ୍ତ ସୂଚନା ସଠିକ୍ ହେବା ଆବଶ୍ୟକ। ପାନ୍‌କାର୍ଡ ସମ୍ବନ୍ଧୀୟ ଜରୁରୀ ସୂଚନା ଆପଣ ଦେବାକୁ ଯାଉଛୁ। ଯେଉଁଥିରେ ଆପଣ ଘରେ ବସି ପାନରେ ଥିବା ତୃଟିକୁ ସୁଦ୍ଧାରି ପାରିବେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଆପଣଙ୍କ ପାନ୍‌କାର୍ଡରେ ଥିବା ତୃଟିକୁ ସିଧାରି ଏହାକୁ ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୧୦୬ ଟଙ୍କା ୯୦ ପଇସା ଦେବାକୁ ପଡିବ। ଯଦି ଆପଣ ପାନ୍‌କାର୍ଡର ଏକ କପି ଚାହୁଁ ନାହାଁନ୍ତି ଏବଂ କେବଳ ଡିଜିଟାଲ୍ କପି ବ୍ୟବହାର କରିବେ, ତେବେ ଆପଣଙ୍କୁ ଏଥିପାଇଁ ଗୋଟିଏ ପଇସା ମଧ୍ୟ ଦେବାକୁ ପଡିବ ନାହିଁ।

https://www.onlineservices.nsdl.com/paam/endUserRegisterContact.html  ଟାଇପ୍ କରି NSDL ୱେବସାଇଟ୍କୁ ଯିବାକୁ ପଡିବ। ଏହା ପରେ ପ୍ରଥମେ ଆବେଦନକୁ ଯାଉନ୍ତୁ। ଏଥିରେ ଆପଣଙ୍କୁ ୨ଟି ବିକଳ୍ପ ଆସିବ। ରି- ପ୍ରିଣ୍ଟ ପାନକାର୍ଡ ଏବଂ ବର୍ତ୍ତମାନ ଆପଣଙ୍କ ପାଖରେ ଥିବା କାର୍ଡର ଡାଟା ପରିବର୍ତ୍ତନ କିମ୍ବା ସଂଶୋଧନ କରିବା ପାଇଁ ବିକଳ୍ପ ଆସିବ।

ଏହା ପରେ, ପଚରାଯାଇଥିବା ସୂଚନା ଦେବାକୁ ପଡ଼ିବ। ପରେ ତଳେ ଦିଆଯାଇଥିବା କ୍ୟାପଚା ପ୍ରବେଶ କରାଇ କ୍ଲିକ୍ କରନ୍ତୁ। ଏହା ପରେ ଆପଣଙ୍କୁ ପ୍ରମାଣ ଭାବରେ ଆଧାର, ପାସପୋର୍ଟ କିମ୍ବା ଅନ୍ୟାନ୍ୟ ପ୍ରମାଣପତ୍ର ଦେବାକୁ ପଡିବ। ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବା ପରେ ଆପଣଙ୍କୁ ଦେୟ ମାଗାଯିବ।

ଦେୟ ପରେ ବ୍ୟାଙ୍କ ରେଫରେନ୍ସ ନମ୍ବର ଏବଂ କାରବାର ନମ୍ବର ଉପଲବ୍ଧ ହେବ। ଏହି ଦୁଇଟିକୁ ସେଭ୍ କରନ୍ତୁ। ପରେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ ଯେଉଁଥିରେ ଆପଣ ପାନକାର୍ଡରେ ଥିବା ଭୁଲକୁ ସଂଶୋଧନ କରିବେ । ଏହା ପରେ, ଆବଶ୍ୟକ ସୂଚନା ସଂଶୋଧନ କରିବା ପରେ ସବମିଟ ଉପରେ କ୍ଲିକ କରନ୍ତି। କିଛି ଦିନ ପରେ ତୁମର ସଂଶୋଧିତ ପାନକାର୍ଡ ଆସିଯିବ।

01 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର