ଗୁଗୁଲ୍ କ୍ରୋମକୁ ନେଇ ଜାରି ହେଲା ଚେତାବନୀ: ଶୀଘ୍ର କରନ୍ତୁ ଅପଡେଟ୍ 

The Sakala Picture
Published On

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ରହିଛି। ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ଇଣ୍ଡିଆନ୍ କମ୍ପ୍ୟୁଟର ଇମଜେନ୍ସି ରେସପନ୍ସ  ଟିମ୍ (CERT-In) ଗୁଗୁଲ୍ କ୍ରୋମ୍ ସମ୍ବନ୍ଧରେ ଏକ ଚେତାବନୀ ଜାରି କରିଛି। ଉପଭୋକ୍ତାମାନଙ୍କୁ ତୁରନ୍ତ ସେମାନଙ୍କର କ୍ରୋମ୍ ବ୍ରାଉଜର୍ ଅପଡେଟ୍ କରିବାକୁ କହିଛି। ପ୍ରକୃତରେ ଗୁଗୁଲ୍ କ୍ରୋମରେ ଏକ ବଗ ଅର୍ଥାତ ସଫଟୱାରରେ କିଛି ତ୍ରୁଟି ଅଛି। ଏହାର ଫାଇଦା ଉଠାଇ ହ୍ୟାକରମାନେ ଲୋକଙ୍କୁ ଚୂନ […]

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ରହିଛି। ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ଇଣ୍ଡିଆନ୍ କମ୍ପ୍ୟୁଟର ଇମଜେନ୍ସି ରେସପନ୍ସ  ଟିମ୍ (CERT-In) ଗୁଗୁଲ୍ କ୍ରୋମ୍ ସମ୍ବନ୍ଧରେ ଏକ ଚେତାବନୀ ଜାରି କରିଛି। ଉପଭୋକ୍ତାମାନଙ୍କୁ ତୁରନ୍ତ ସେମାନଙ୍କର କ୍ରୋମ୍ ବ୍ରାଉଜର୍ ଅପଡେଟ୍ କରିବାକୁ କହିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ପ୍ରକୃତରେ ଗୁଗୁଲ୍ କ୍ରୋମରେ ଏକ ବଗ ଅର୍ଥାତ ସଫଟୱାରରେ କିଛି ତ୍ରୁଟି ଅଛି। ଏହାର ଫାଇଦା ଉଠାଇ ହ୍ୟାକରମାନେ ଲୋକଙ୍କୁ ଚୂନ ଲଗାଇପାରନ୍ତି। ଚେତାବନୀରେ ଦର୍ଶାଯାଇଛି ଯେ ଏହି ତ୍ରୁଟି ହେତୁ ହ୍ୟାକରମାନେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିପାରନ୍ତି। CERT-In ଅନୁଯାୟୀ, ଗୁଗୁଲ୍ କ୍ରୋମର ସଂସ୍କରଣ ୧୦୦ ରେ ଏକ ବିପଜ୍ଜନକ ବଗ୍ ରହିଛି। ଏଥିପାଇଁ ଗୁଗୁଲ୍ ନୂତନ ସଂସ୍କରଣ ୧୦୧ ଜାରି କରିଛି। ଏହାକୁ ତୁରନ୍ତ ଅପଡେଟ୍ କରିଦେବାକୁ ନିର୍ଦ୍ଧଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ଆଲର୍ଟ ଅନୁଯାୟୀ, ୱିଣ୍ଡୋଜ୍ ବ୍ୟତୀତ Linux ଏବଂ MacOS ବ୍ୟବହାରକାରୀମାନେ ଗୁଗୁଲ୍ କ୍ରୋମର ଏହି ବଗ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ। ଏହି ବଗ୍ ଯୋଗୁଁ କିଛ ସେକେଣ୍ଡ ମଧ୍ଯରେ ଆପଣଙ୍କ ସିଷ୍ଟମର ସୁରକ୍ଷା ବ୍ଯବସ୍ଥାର ହ୍ଯାକ ହୋଇଯିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

03 May 2022 By The Sakala

ଗୁଗୁଲ୍ କ୍ରୋମକୁ ନେଇ ଜାରି ହେଲା ଚେତାବନୀ: ଶୀଘ୍ର କରନ୍ତୁ ଅପଡେଟ୍ 

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ରହିଛି। ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ଇଣ୍ଡିଆନ୍ କମ୍ପ୍ୟୁଟର ଇମଜେନ୍ସି ରେସପନ୍ସ  ଟିମ୍ (CERT-In) ଗୁଗୁଲ୍ କ୍ରୋମ୍ ସମ୍ବନ୍ଧରେ ଏକ ଚେତାବନୀ ଜାରି କରିଛି। ଉପଭୋକ୍ତାମାନଙ୍କୁ ତୁରନ୍ତ ସେମାନଙ୍କର କ୍ରୋମ୍ ବ୍ରାଉଜର୍ ଅପଡେଟ୍ କରିବାକୁ କହିଛି।

ପ୍ରକୃତରେ ଗୁଗୁଲ୍ କ୍ରୋମରେ ଏକ ବଗ ଅର୍ଥାତ ସଫଟୱାରରେ କିଛି ତ୍ରୁଟି ଅଛି। ଏହାର ଫାଇଦା ଉଠାଇ ହ୍ୟାକରମାନେ ଲୋକଙ୍କୁ ଚୂନ ଲଗାଇପାରନ୍ତି। ଚେତାବନୀରେ ଦର୍ଶାଯାଇଛି ଯେ ଏହି ତ୍ରୁଟି ହେତୁ ହ୍ୟାକରମାନେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିପାରନ୍ତି। CERT-In ଅନୁଯାୟୀ, ଗୁଗୁଲ୍ କ୍ରୋମର ସଂସ୍କରଣ ୧୦୦ ରେ ଏକ ବିପଜ୍ଜନକ ବଗ୍ ରହିଛି। ଏଥିପାଇଁ ଗୁଗୁଲ୍ ନୂତନ ସଂସ୍କରଣ ୧୦୧ ଜାରି କରିଛି। ଏହାକୁ ତୁରନ୍ତ ଅପଡେଟ୍ କରିଦେବାକୁ ନିର୍ଦ୍ଧଶ ଦିଆଯାଇଛି।

ଆଲର୍ଟ ଅନୁଯାୟୀ, ୱିଣ୍ଡୋଜ୍ ବ୍ୟତୀତ Linux ଏବଂ MacOS ବ୍ୟବହାରକାରୀମାନେ ଗୁଗୁଲ୍ କ୍ରୋମର ଏହି ବଗ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ। ଏହି ବଗ୍ ଯୋଗୁଁ କିଛ ସେକେଣ୍ଡ ମଧ୍ଯରେ ଆପଣଙ୍କ ସିଷ୍ଟମର ସୁରକ୍ଷା ବ୍ଯବସ୍ଥାର ହ୍ଯାକ ହୋଇଯିବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp