ମୁଣ୍ଡ ହଲାଇ ଏଡ଼ାଇ ପାରିବେ ଫୋନ୍‌ କଲ୍‌…

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ଲୋକଙ୍କୁ ଯେଉଁ ଫୋନ୍‌ କଲ୍‌ ରିସିଭ୍‌ କରିବାକୁ ଇଚ୍ଛା ନ ଥିବ, ତାହାକୁ ମୁଣ୍ଡ ହଲାଇ ଏଡ଼ାଇ ପାରିବେ। କହିବାକୁ ଗଲେ ହାତରେ ଫୋନ୍‌ ଧରି କଲ୍‌ କାଟିବାକୁ ପଡ଼ିବ ନାହିଁ। ଆପଲ୍‌ର ସବୁଠୁ ବଡ଼ କାର୍ଯ୍ୟକ୍ରମ ୱାଲ୍‌ର୍ଡ ୱାଇଡ୍ ଡେଭଲପର କନଫରେନ୍ସରେ ଆଇଓଏସ୍‌ର ନୂଆ ଭର୍ସନ ଆଇଓଏସ୍‌ ୧୮ କୁ ଲଞ୍ଚ୍‌ କରାଯାଇଛି। ଫୋନ୍‌ କଲ୍‌କୁ ଏଡାଇବାର ଏହି ଫିଚର୍‌ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। ତେବେ ବ୍ୟବହାରକାରୀ ଏହି ଫିଚର୍‌ ମାଧ୍ୟମରେ ସିରିକୁ […]

ନୂଆଦିଲ୍ଲୀ: ଏଣିକି ଲୋକଙ୍କୁ ଯେଉଁ ଫୋନ୍‌ କଲ୍‌ ରିସିଭ୍‌ କରିବାକୁ ଇଚ୍ଛା ନ ଥିବ, ତାହାକୁ ମୁଣ୍ଡ ହଲାଇ ଏଡ଼ାଇ ପାରିବେ। କହିବାକୁ ଗଲେ ହାତରେ ଫୋନ୍‌ ଧରି କଲ୍‌ କାଟିବାକୁ ପଡ଼ିବ ନାହିଁ। ଆପଲ୍‌ର ସବୁଠୁ ବଡ଼ କାର୍ଯ୍ୟକ୍ରମ ୱାଲ୍‌ର୍ଡ ୱାଇଡ୍ ଡେଭଲପର କନଫରେନ୍ସରେ ଆଇଓଏସ୍‌ର ନୂଆ ଭର୍ସନ ଆଇଓଏସ୍‌ ୧୮ କୁ ଲଞ୍ଚ୍‌ କରାଯାଇଛି। ଫୋନ୍‌ କଲ୍‌କୁ ଏଡାଇବାର ଏହି ଫିଚର୍‌ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ତେବେ ବ୍ୟବହାରକାରୀ ଏହି ଫିଚର୍‌ ମାଧ୍ୟମରେ ସିରିକୁ ନିର୍ଦ୍ଦେଶ ଦେଇଥାନ୍ତି। ଏହାପରେ ସିରି ସମସ୍ତ କାମ କରିଥାଏ। କମ୍ପାନୀ ଅନୁସାରେ ଫୋନ୍‌ କଲ୍‌ ନ ଉଠାଇବା ପାଇଁ କେବଳ ବ୍ୟବହାରକାରୀଙ୍କୁ ନିଜ ମୁଣ୍ଡ ହଲାଇବାକୁ ପଡ଼ିବ। ମୁଖ୍ୟତଃ ବ୍ୟସ୍ତ ଲୋକଙ୍କ ପାଇଁ ଏହା ଉପକାରୀ ସାବ୍ୟସ୍ତ ହୋଇପାରିବ। ସେହିପରି ଯେଉଁମାନେ ବାରମ୍ବାର ଫୋନ୍‌ ଦେଖିବାକୁ ଚାହୁଁ ନାହାନ୍ତି, ଏହା ମାଧ୍ୟମରେ ସେମାନଙ୍କ ଏହି କାମ ଆହୁରି ସହଜ ହୋଇପାରିବ। ତେବେ ଆଇଫୋନ୍‌ ପାଇଁ ଆଇଓଏସ୍‌ ୧୮ ଅପରେଟିଂ ସିଷ୍ଟମରେ ଅନେକ ନୂଆ ଫିଚର ଲୋକଙ୍କୁ ମିଳିବ। ଯେମିତି ନିଜ ହିସାବରେ ଆଇଫୋନ୍‌କୁ ସଜାଇବା, ମେସେଜ ପଠାଇବା ପାଇଁ ସାଟେଲାଇଟ୍‌କୁ ଉପଯୋଗ କରିବା।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

17 Jun 2024 By The Sakala

ମୁଣ୍ଡ ହଲାଇ ଏଡ଼ାଇ ପାରିବେ ଫୋନ୍‌ କଲ୍‌…

ନୂଆଦିଲ୍ଲୀ: ଏଣିକି ଲୋକଙ୍କୁ ଯେଉଁ ଫୋନ୍‌ କଲ୍‌ ରିସିଭ୍‌ କରିବାକୁ ଇଚ୍ଛା ନ ଥିବ, ତାହାକୁ ମୁଣ୍ଡ ହଲାଇ ଏଡ଼ାଇ ପାରିବେ। କହିବାକୁ ଗଲେ ହାତରେ ଫୋନ୍‌ ଧରି କଲ୍‌ କାଟିବାକୁ ପଡ଼ିବ ନାହିଁ। ଆପଲ୍‌ର ସବୁଠୁ ବଡ଼ କାର୍ଯ୍ୟକ୍ରମ ୱାଲ୍‌ର୍ଡ ୱାଇଡ୍ ଡେଭଲପର କନଫରେନ୍ସରେ ଆଇଓଏସ୍‌ର ନୂଆ ଭର୍ସନ ଆଇଓଏସ୍‌ ୧୮ କୁ ଲଞ୍ଚ୍‌ କରାଯାଇଛି। ଫୋନ୍‌ କଲ୍‌କୁ ଏଡାଇବାର ଏହି ଫିଚର୍‌ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି।

ତେବେ ବ୍ୟବହାରକାରୀ ଏହି ଫିଚର୍‌ ମାଧ୍ୟମରେ ସିରିକୁ ନିର୍ଦ୍ଦେଶ ଦେଇଥାନ୍ତି। ଏହାପରେ ସିରି ସମସ୍ତ କାମ କରିଥାଏ। କମ୍ପାନୀ ଅନୁସାରେ ଫୋନ୍‌ କଲ୍‌ ନ ଉଠାଇବା ପାଇଁ କେବଳ ବ୍ୟବହାରକାରୀଙ୍କୁ ନିଜ ମୁଣ୍ଡ ହଲାଇବାକୁ ପଡ଼ିବ। ମୁଖ୍ୟତଃ ବ୍ୟସ୍ତ ଲୋକଙ୍କ ପାଇଁ ଏହା ଉପକାରୀ ସାବ୍ୟସ୍ତ ହୋଇପାରିବ। ସେହିପରି ଯେଉଁମାନେ ବାରମ୍ବାର ଫୋନ୍‌ ଦେଖିବାକୁ ଚାହୁଁ ନାହାନ୍ତି, ଏହା ମାଧ୍ୟମରେ ସେମାନଙ୍କ ଏହି କାମ ଆହୁରି ସହଜ ହୋଇପାରିବ। ତେବେ ଆଇଫୋନ୍‌ ପାଇଁ ଆଇଓଏସ୍‌ ୧୮ ଅପରେଟିଂ ସିଷ୍ଟମରେ ଅନେକ ନୂଆ ଫିଚର ଲୋକଙ୍କୁ ମିଳିବ। ଯେମିତି ନିଜ ହିସାବରେ ଆଇଫୋନ୍‌କୁ ସଜାଇବା, ମେସେଜ ପଠାଇବା ପାଇଁ ସାଟେଲାଇଟ୍‌କୁ ଉପଯୋଗ କରିବା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp