ଗୁଗୁଲର କ୍ରୋମର ଚେତାବନୀ: ହ୍ଯାକରଙ୍କ ଟାର୍ଗେଟରେ ୩୨୦ କୋଟି ୟୁଜର

The Sakala Picture
Published On

ନୂଆଦିଲ୍ଲୀ: ଗୁଗୁଲର ୩୨୦ ନିୟୁତ କ୍ରୋମ ବ୍ରାଉଜର ଏବେ ବିପଦରେ। କାରଣ କ୍ରୋମ ବ୍ରାଉଜରଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପ୍ରତି ଏହି ବିପଦ ସୃଷ୍ଟି ହୋଇଛି। ଗୁଗୁଲ୍ ଗତ ତିନି ସପ୍ତାହ ମଧ୍ୟରେ ତିନୋଟି ସିକ୍ୟୁରିଟି ଅପ୍‌ଟେଡ୍ ଜାରି କରିଛି। ଏହି ଅପ୍‌ଗୁଡିକ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ପାଇଁ ଉଦ୍ଧିଷ୍ଟ । ରିପୋର୍ଟ ଅନୁଯାୟୀ, ଗୁଗୁଲ କ୍ରୋମ୍‌ରେ ତ୍ରୁଟି ଥିବାରୁ ୩୨୦ କୋଟି ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ଗୁଗୁଲ୍ କ୍ରୋମରେ ଏକ ନୂତନ […]

ନୂଆଦିଲ୍ଲୀ: ଗୁଗୁଲର ୩୨୦ ନିୟୁତ କ୍ରୋମ ବ୍ରାଉଜର ଏବେ ବିପଦରେ। କାରଣ କ୍ରୋମ ବ୍ରାଉଜରଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପ୍ରତି ଏହି ବିପଦ ସୃଷ୍ଟି ହୋଇଛି। ଗୁଗୁଲ୍ ଗତ ତିନି ସପ୍ତାହ ମଧ୍ୟରେ ତିନୋଟି ସିକ୍ୟୁରିଟି ଅପ୍‌ଟେଡ୍ ଜାରି କରିଛି। ଏହି ଅପ୍‌ଗୁଡିକ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ପାଇଁ ଉଦ୍ଧିଷ୍ଟ । ରିପୋର୍ଟ ଅନୁଯାୟୀ, ଗୁଗୁଲ କ୍ରୋମ୍‌ରେ ତ୍ରୁଟି ଥିବାରୁ ୩୨୦ କୋଟି ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ଗୁଗୁଲ୍ କ୍ରୋମରେ ଏକ ନୂତନ ଜିରୋ ଡେ’ ଥେଟ୍ ଦେଖିବାକୁ ମିଳିଥିଲା, ଏହାର ଫାଇଦା ଉଠାଇ ହ୍ୟାକରମାନେ କ୍ରୋମ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସବୁ ଚୋରି କରିପାରନ୍ତି। ତେଣୁ ଗୁଗୁଲ୍ ଏହାର ୩୨୦ ନିୟୁତ କ୍ରୋମ ବ୍ରାଉଜର ପାଇଁ ଏକ ଜରୁରୀକାଳୀନ ଚେତାବନୀ ଜାରି କରିଛି ସେଥିରେ ଉପଭୋକ୍ତାମାନଙ୍କୁ ତୁରନ୍ତ ସେମାନଙ୍କ ବ୍ରାଉଜରକୁ ଅପଡେଟ୍ କରିବାକୁ କହିଛି।

ଗୁଗୁଲ୍ ନୂଆ ଅପଡେଟ୍ ସହିତ ବଗ୍‌କୁ ଫିକ୍ସ କରିଦେଇଛି। ଗୁଗୁଲ୍ କ୍ରୋମ୍‌ରେ ଥିବା ଏହି ବଗ୍‌କୁ ସିଭିଇ ୨୦୨୨-୧୩୬୪ ଭାବରେ ଚିହ୍ନଟ କରାଯାଇଛି। ଏହି ତ୍ରୁଟି ସୁଧାରିବା ପରେ, ଗୁଗୁଲ କ୍ରୋମ୍ ୧୦୦ .୦.୪୮୯୬ .୧୨୭ ସଂସ୍କରଣ ପ୍ରକାଶ କରିଛି ଯାହା ସମସ୍ତ ତିନୋଟି ପ୍ଲାଟଫର୍ମ ୱିଣ୍ଡୋଜ୍, ମ୍ୟାକ୍ ଏବଂ ଲିନକ୍ସ ପାଇଁ ଜରୁରୀ। ଯଦି ଆପଣ ମାଇକ୍ରୋସଫ୍ଟ ଏଜ୍, ବ୍ରେଭ୍, ଭିଭାଲ୍ଡି କିମ୍ବା ଅପେରା ମଧ୍ୟ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏକ ଅପଡେଟ୍ ଦରକାର |

ଗୁଗୁଲ୍ ଏକ ନୂତନ ଅପଡେଟ୍ ରିଲିଜ୍ କରିଛି କିନ୍ତୁ ଏହା ମଧ୍ୟ କହିଛି ଯେ କ୍ରୋମ୍ ସ୍ଵୟଂଚାଳିତ ଭାବରେ ଅପଡେଟ୍ ହେବ। ଏହାର ଅର୍ଥ ହେଉଛି ୟୁଜରମାନଙ୍କୁ ସେମାନଙ୍କର କ୍ରୋମ୍ ୱେବ୍‌ ବ୍ରାଉଜରକୁ ମାନୁଆଲ୍ ଭାବେ ଅପଡେଟ୍ କରିବାକୁ ପଡିବ । ତେଣୁ ଆପଣଙ୍କର କ୍ରୋମ୍ ବ୍ରାଉଜରରେ ଏବାଉଟ୍‌କୁ ଯାଇ ଅପଡେଟ୍ ପାଇଁ ମଧ୍ୟ ଯାଞ୍ଚ କରିପାରିବେ। ଯଦି ଅପଡେଟ୍ ଉପଲବ୍ଧ ଅଛି, ଦୟାକରି ତୁରନ୍ତ ଅପଡେଟ୍ କରନ୍ତୁ ଏବଂ ଯଦି ଅପଡେଟ୍ ଉପଲବ୍ଧ ନାହିଁ, ଦୟାକରି କିଛି ଦିନ ପାଇଁ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଏବଂ ବ୍ୟାଙ୍କିଙ୍ଗ୍ କାରବାର ପାଇଁ ବ୍ରାଉଜରରେ ଲଗ୍ ଇନ୍ କରନ୍ତୁ ବୋଲି ଗୁଗୁଲ ପକ୍ଷରୁ ପରାମର୍ଶ ଦିଆଯାଇଛି।

20 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର