ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ସଂଘ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ କାର୍ଯ୍ୟକାଳ ପୂର୍ବରୁ ସମାପ୍ତ ହୋଇସାରିଛି । କୁସ୍ତି ସଂଘ ଏହା ପରେ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିଥିଲା । ସୁପ୍ରିମକୋର୍ଟ ଏ ନେଇ ଅନେକ ଥର […]

ନୂଆଦିଲ୍ଲୀ: ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ କାର୍ଯ୍ୟକାଳ ପୂର୍ବରୁ ସମାପ୍ତ ହୋଇସାରିଛି । କୁସ୍ତି ସଂଘ ଏହା ପରେ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିଥିଲା । ସୁପ୍ରିମକୋର୍ଟ ଏ ନେଇ ଅନେକ ଥର ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଥିଲେ । ମାତ୍ର ଅଲଗା ଅଲଗା ହାଇକୋର୍ଟଙ୍କ ରାଜ୍ୟ କୁସ୍ତି ସଂଘ ବିଭିନ୍ନ ଆବେଦନ ନେଇ ରୋକ ଲଗାଇଛି ।

ଆହୁରି ପଢ଼ନ୍ତୁ: ଅବସର ପରେ କୋଚ୍ ହେବେ କି ବିରାଟ କୋହଲି ଓ ରୋହିତ ଶର୍ମା? ଅଶ୍ୱିନ କଲେ ବଡ଼ ଭବିଷ୍ୟବାଣୀ

ଏହି କାରଣରୁ କୁସ୍ତି ସଂଘ ନିର୍ବାଚନ ହୋଇପାରି ନାହିଁ । ଅନେକ ରାଜ୍ୟ କୁସ୍ତି ସଂଘର ନିର୍ବାଚନ ପ୍ରକ୍ରିୟା ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶେଷରେ ବିଶ୍ୱ କୁସ୍ତି ସଂଘ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି ।

ଆହୁରି ପଢ଼ନ୍ତୁ: ରବୀନ୍ଦ୍ର ଜାଡେଜାଙ୍କ ନାମରେ ବିରଳ ଟେଷ୍ଟ ରେକର୍ଡ: ୪୦୦୦ ରନ୍ ଏବଂ ୩୫୦ ୱିକେଟ୍ କ୍ଲବରେ ସାମିଲ

ସୂଚନାଯୋଗ୍ୟ, କିଛି ଦିନ ତଳେ ଦେଶର କେତେକ ପ୍ରତିଷ୍ଠିତ ରେସଲର କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିପକ୍ଷରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏ ନେଇ ସେମାନେ ଯନ୍ତରମନ୍ତରର ଧାରଣା ମଧ୍ୟ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା: ୧୭ କ୍ରୀଡ଼ାବିତ୍‌ଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର

24 Aug 2023 By The Sakala

ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ସଂଘ

ନୂଆଦିଲ୍ଲୀ: ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ କାର୍ଯ୍ୟକାଳ ପୂର୍ବରୁ ସମାପ୍ତ ହୋଇସାରିଛି । କୁସ୍ତି ସଂଘ ଏହା ପରେ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିଥିଲା । ସୁପ୍ରିମକୋର୍ଟ ଏ ନେଇ ଅନେକ ଥର ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଥିଲେ । ମାତ୍ର ଅଲଗା ଅଲଗା ହାଇକୋର୍ଟଙ୍କ ରାଜ୍ୟ କୁସ୍ତି ସଂଘ ବିଭିନ୍ନ ଆବେଦନ ନେଇ ରୋକ ଲଗାଇଛି ।

ଏହି କାରଣରୁ କୁସ୍ତି ସଂଘ ନିର୍ବାଚନ ହୋଇପାରି ନାହିଁ । ଅନେକ ରାଜ୍ୟ କୁସ୍ତି ସଂଘର ନିର୍ବାଚନ ପ୍ରକ୍ରିୟା ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶେଷରେ ବିଶ୍ୱ କୁସ୍ତି ସଂଘ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦେଶର କେତେକ ପ୍ରତିଷ୍ଠିତ ରେସଲର କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିପକ୍ଷରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏ ନେଇ ସେମାନେ ଯନ୍ତରମନ୍ତରର ଧାରଣା ମଧ୍ୟ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର