ପଞ୍ଚମ ଟି-୨୦: ଓ୍ବେଷ୍ଟଇଣ୍ଡିଜକୁ ୧୬୬ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଫ୍ଲୋରିଡ଼ା: ଫ୍ଲୋରିଡ଼ାରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ୧୬୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜକୁ ୧୬୬ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ବ୍ୟାଟିଂରେ ଶୁଭମନ ଗିଲ୍ ୯ ବଲରେ ୯ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ଵୀ ଜୟସଓ୍ଵାଲ୍ ୪ […]

ଫ୍ଲୋରିଡ଼ା: ଫ୍ଲୋରିଡ଼ାରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ୧୬୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜକୁ ୧୬୬ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଭାରତ ପକ୍ଷରୁ ବ୍ୟାଟିଂରେ ଶୁଭମନ ଗିଲ୍ ୯ ବଲରେ ୯ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ଵୀ ଜୟସଓ୍ଵାଲ୍ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସୂର୍ଯ୍ୟକୁମାର ଯାଦବ ଓ  ତିଳକ ବର୍ମା ସମ୍ଭାଳିଥିଲେ। ତିଳକ ବର୍ମା ୧୮ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ ୯ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ପାରିକୁ ସମ୍ଭାଳିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସାଥ ଦେଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୧୪ ରନ କରି ଆଉଟ ହେଇଥିଲେ।  ସୂର୍ଯ୍ୟକୁମାର ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ୪୫ ବଲରେ ୬୧ ରନ କରି ର୍ଯ୍ୟକୁମାର ଆଉଟ ହୋଇଥିଲେ। ପରେ ଅର୍ଶଦୀପ ସିଂ ୨ ବଲରେ ୬ ରନ ଓ  କରି ଆଉଟ ହୋଇଥିଲେ। କୁଲଦୀପ ଯାଦବ ଖାତା ଖୋଲି ପାରି ନ ଥିଲେ। ଅକ୍ଷର ପଟେଲ ୧୦ ବଲରେ ୧୩ ରନ କରି ହୋଇଥିଲେ। ମୁକେଶ କୁମାର ୧ ବଲରେ ୪ ରନ କରି ଅପରାଜିତି ରହିଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ରୋମାରିଓ ସେଫାର୍ଡ ୪ ଟି ୱିକେଟ ନେଇଥିବା ବେଳେ ଅକିଲ ହୋସେନ ଓ ଜାସନ ହୋଲଡର ୨ଟି  ୱିକେଟ ନେଇଥିଲେ। ରୋଷ୍ଟନ ଚେଜ୍  ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ହେଉଛି ନିର୍ଣ୍ଣାୟକ ଲଢେଇ । ଆଜିର ମ୍ୟାଚ୍ ଜିତି ସିରିଜ୍ ହାସଲ କରିବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ସେପଟେ କାରବିଆନ୍ ଦଳ ମଧ୍ୟ ପରାଜୟର ଧାରା ଭାଙ୍ଗି ଶୃଙ୍ଖଳା ବିଜୟ କରିବା ଲକ୍ଷ୍ୟରେ ରହିଛି ।

13 Aug 2023 By The Sakala

ପଞ୍ଚମ ଟି-୨୦: ଓ୍ବେଷ୍ଟଇଣ୍ଡିଜକୁ ୧୬୬ ରନର ଟାର୍ଗେଟ ଦେଲା ଭାରତ

ଫ୍ଲୋରିଡ଼ା: ଫ୍ଲୋରିଡ଼ାରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ୧୬୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜକୁ ୧୬୬ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ବ୍ୟାଟିଂରେ ଶୁଭମନ ଗିଲ୍ ୯ ବଲରେ ୯ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ଵୀ ଜୟସଓ୍ଵାଲ୍ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସୂର୍ଯ୍ୟକୁମାର ଯାଦବ ଓ  ତିଳକ ବର୍ମା ସମ୍ଭାଳିଥିଲେ। ତିଳକ ବର୍ମା ୧୮ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ ୯ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ପାରିକୁ ସମ୍ଭାଳିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସାଥ ଦେଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୧୪ ରନ କରି ଆଉଟ ହେଇଥିଲେ।  ସୂର୍ଯ୍ୟକୁମାର ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ୪୫ ବଲରେ ୬୧ ରନ କରି ର୍ଯ୍ୟକୁମାର ଆଉଟ ହୋଇଥିଲେ। ପରେ ଅର୍ଶଦୀପ ସିଂ ୨ ବଲରେ ୬ ରନ ଓ  କରି ଆଉଟ ହୋଇଥିଲେ। କୁଲଦୀପ ଯାଦବ ଖାତା ଖୋଲି ପାରି ନ ଥିଲେ। ଅକ୍ଷର ପଟେଲ ୧୦ ବଲରେ ୧୩ ରନ କରି ହୋଇଥିଲେ। ମୁକେଶ କୁମାର ୧ ବଲରେ ୪ ରନ କରି ଅପରାଜିତି ରହିଥିଲେ।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ରୋମାରିଓ ସେଫାର୍ଡ ୪ ଟି ୱିକେଟ ନେଇଥିବା ବେଳେ ଅକିଲ ହୋସେନ ଓ ଜାସନ ହୋଲଡର ୨ଟି  ୱିକେଟ ନେଇଥିଲେ। ରୋଷ୍ଟନ ଚେଜ୍  ଗୋଟିଏ ୱିକେଟ ନେଇଥିଲେ।

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ହେଉଛି ନିର୍ଣ୍ଣାୟକ ଲଢେଇ । ଆଜିର ମ୍ୟାଚ୍ ଜିତି ସିରିଜ୍ ହାସଲ କରିବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ସେପଟେ କାରବିଆନ୍ ଦଳ ମଧ୍ୟ ପରାଜୟର ଧାରା ଭାଙ୍ଗି ଶୃଙ୍ଖଳା ବିଜୟ କରିବା ଲକ୍ଷ୍ୟରେ ରହିଛି ।

https://www.thesakala.in/sports/westindies-vs-india-5th-t20i-india-gave-westindie-a-target-of-166-runs/article-24426
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp