ବିନେଶ ଫୋଗଟଙ୍କୁ ମିଳିବ କି ମେଡାଲ, ଆଜି ଆସିପାରେ ରାୟ …

The Sakala Picture
Published On

ପ୍ୟାରିସ୍‌‌: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ବିନେଶ ଫୋଗତଙ୍କୁ ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କାସ୍‌‌ (କୋର୍ଟ ଅଫ୍‌‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ) ରେ ହୋଇଥିବା ମକଦ୍ଦମାର ରାୟ ଆଜି ପ୍ରକାଶ ପାଇବ। ପୂର୍ବରୁ ଏହି ମକଦ୍ଦମାର ବିଚାର କରୁଥିବା ଡଃ ଆନ୍ନାବେଲେ ବେନ୍ନେଟଙ୍କ ଡିଭିଜନ ବେଞ୍ଚ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିସାରିଛନ୍ତି। ସୋମବାର ବିନେଶ ପ୍ୟାରିସ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମ ଛାଡ଼ିଛନ୍ତି। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ […]

ପ୍ୟାରିସ୍‌‌: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ବିନେଶ ଫୋଗତଙ୍କୁ ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କାସ୍‌‌ (କୋର୍ଟ ଅଫ୍‌‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ) ରେ ହୋଇଥିବା ମକଦ୍ଦମାର ରାୟ ଆଜି ପ୍ରକାଶ ପାଇବ। ପୂର୍ବରୁ ଏହି ମକଦ୍ଦମାର ବିଚାର କରୁଥିବା ଡଃ ଆନ୍ନାବେଲେ ବେନ୍ନେଟଙ୍କ ଡିଭିଜନ ବେଞ୍ଚ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିସାରିଛନ୍ତି। ସୋମବାର ବିନେଶ ପ୍ୟାରିସ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମ ଛାଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଲଢ଼ିପାରି ନ ଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଅପିଲ କରିଥିଲେ। ନିଜ ଆବେଦନରେ ସେ ଦର୍ଶାଇଥିଲଲେ ଯେ, ଓଜନ ସମେତ ସବୁ ନିୟମ ଭିତରେ ରହି ସେ ଫାଇନାଲରେ ପହଞ୍ଚିଥିଲେ। ତେଣୁ ରୌପ୍ୟ ପଦକ ପାଇବାକୁ ସେ ଯୌଗ୍ୟ। ତାଙ୍କୁ ଯୁଗ୍ମ ଭାବେ ରୌପ୍ୟ ପଦକ ପ୍ରଦାନ କରାଯାଉ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

13 Aug 2024 By The Sakala

ବିନେଶ ଫୋଗଟଙ୍କୁ ମିଳିବ କି ମେଡାଲ, ଆଜି ଆସିପାରେ ରାୟ …

ପ୍ୟାରିସ୍‌‌: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ବିନେଶ ଫୋଗତଙ୍କୁ ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କାସ୍‌‌ (କୋର୍ଟ ଅଫ୍‌‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ) ରେ ହୋଇଥିବା ମକଦ୍ଦମାର ରାୟ ଆଜି ପ୍ରକାଶ ପାଇବ। ପୂର୍ବରୁ ଏହି ମକଦ୍ଦମାର ବିଚାର କରୁଥିବା ଡଃ ଆନ୍ନାବେଲେ ବେନ୍ନେଟଙ୍କ ଡିଭିଜନ ବେଞ୍ଚ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିସାରିଛନ୍ତି। ସୋମବାର ବିନେଶ ପ୍ୟାରିସ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମ ଛାଡ଼ିଛନ୍ତି।

ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଲଢ଼ିପାରି ନ ଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଅପିଲ କରିଥିଲେ। ନିଜ ଆବେଦନରେ ସେ ଦର୍ଶାଇଥିଲଲେ ଯେ, ଓଜନ ସମେତ ସବୁ ନିୟମ ଭିତରେ ରହି ସେ ଫାଇନାଲରେ ପହଞ୍ଚିଥିଲେ। ତେଣୁ ରୌପ୍ୟ ପଦକ ପାଇବାକୁ ସେ ଯୌଗ୍ୟ। ତାଙ୍କୁ ଯୁଗ୍ମ ଭାବେ ରୌପ୍ୟ ପଦକ ପ୍ରଦାନ କରାଯାଉ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର