ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଆଉ ଏକ ପଦକ ସମ୍ଭାବନା, ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର ସେମିରେ ପହଞ୍ଚିଲେ ବଜରଙ୍ଗ ପୁନିଆ

The Sakala Picture
Published On

ଟୋକିଓ: ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତକୁ ଆଉ ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୁର୍ତାଜା ଜିଆସିଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର ଫାଇନାଲରେ କିର୍ଗିଜସ୍ଥାନର ଅର୍ଣ୍ଣଜର ଆକମାତାଲିଭଙ୍କୁ ପରାସ୍ତ କରିଥିଲେ। ଗୁରୁବାର ରବି କୁମାର ଦହିଆ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଚଳିତ […]

ଟୋକିଓ: ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତକୁ ଆଉ ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୁର୍ତାଜା ଜିଆସିଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର ଫାଇନାଲରେ କିର୍ଗିଜସ୍ଥାନର ଅର୍ଣ୍ଣଜର ଆକମାତାଲିଭଙ୍କୁ ପରାସ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଗୁରୁବାର ରବି କୁମାର ଦହିଆ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଚଳିତ ଅଲିମ୍ପିକ୍ସରେ ଏହା ଭାରତ ପାଇଁ ପ୍ରଥମ ରେସଲିଂ ପଦକ ତଥା ଓଭରଅଲ୍ ପଞ୍ଚମ ପଦକ ଥିଲା । ସୁଶୀଲ କୁମାରଙ୍କ ପରେ ରବି କୁମାର ଭାରତର ଦ୍ଵିତୀୟ ରେସଲର ଭାବେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

06 Aug 2021 By The Sakala

ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଆଉ ଏକ ପଦକ ସମ୍ଭାବନା, ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର ସେମିରେ ପହଞ୍ଚିଲେ ବଜରଙ୍ଗ ପୁନିଆ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତକୁ ଆଉ ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୁର୍ତାଜା ଜିଆସିଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର ଫାଇନାଲରେ କିର୍ଗିଜସ୍ଥାନର ଅର୍ଣ୍ଣଜର ଆକମାତାଲିଭଙ୍କୁ ପରାସ୍ତ କରିଥିଲେ।

ଗୁରୁବାର ରବି କୁମାର ଦହିଆ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଚଳିତ ଅଲିମ୍ପିକ୍ସରେ ଏହା ଭାରତ ପାଇଁ ପ୍ରଥମ ରେସଲିଂ ପଦକ ତଥା ଓଭରଅଲ୍ ପଞ୍ଚମ ପଦକ ଥିଲା । ସୁଶୀଲ କୁମାରଙ୍କ ପରେ ରବି କୁମାର ଭାରତର ଦ୍ଵିତୀୟ ରେସଲର ଭାବେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ।

https://www.thesakala.in/sports/tokyo-olympics-wrestler-bajrang-punia-qualified-for-the-semi-finals/article-4406
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର