ଟୋକିଓ ଅଲିମ୍ପିକ୍ସରେ ମେରିକମଙ୍କ ଅଭିଯାନ ଶେଷ

The Sakala Picture
Published On

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଜି ବଡ ଝଟକା ଲାଗିଛି । ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ ହୋଇଛନ୍ତି। ପ୍ରି କ୍ୱାଟର ଫାଇନାଲରେ ମେରିକମଙ୍କୁ କଲମ୍ବିଆର ଇନଗ୍ରୀଟ ଭାଲେନସିୟା ୨-୩ ରେ ପରାଜିତ କରିଛନ୍ତି । ଏଥିସହ ମେରିକମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ଶେଷ ହୋଇଛି । ଏହା ମେରିକମଙ୍କ କ୍ୟାରିଅରର ଶେଷ ଅଲିମ୍ପିକ ଥିଲା । ତାଙ୍କର ପରାଜୟ କ୍ରିଡାପ୍ରେମୀଙ୍କୁ ନିରାଶ କରିଛି । Tokyo Olympics: Mary Kom bows out after losing […]

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଜି ବଡ ଝଟକା ଲାଗିଛି । ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ ହୋଇଛନ୍ତି। ପ୍ରି କ୍ୱାଟର ଫାଇନାଲରେ ମେରିକମଙ୍କୁ କଲମ୍ବିଆର ଇନଗ୍ରୀଟ ଭାଲେନସିୟା ୨-୩ ରେ ପରାଜିତ କରିଛନ୍ତି । ଏଥିସହ ମେରିକମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ଶେଷ ହୋଇଛି । ଏହା ମେରିକମଙ୍କ କ୍ୟାରିଅରର ଶେଷ ଅଲିମ୍ପିକ ଥିଲା । ତାଙ୍କର ପରାଜୟ କ୍ରିଡାପ୍ରେମୀଙ୍କୁ ନିରାଶ କରିଛି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର