ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଘୋଷଣା: ଗିଲ ହେଲେ ନୂଆ ଅଧିନାୟକ ଓ ପନ୍ତ ଉପ-ଅଧିନାୟକ…

The Sakala Picture
Published On

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍। ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିବାବେଳେ ଶୁବମନ ଗିଲଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ଶୁବମନ ଗିଲ ଭାରତୀୟଟେଷ୍ଟ ଦଳର ନୂଆ ଅଧିନାୟକ ହୋଇଛନ୍ତି। ସେହିପରି ଋଷଭ ପନ୍ତଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଦୟିତ୍ବ ତୁଲାଇବେ। ଟିମକୁ କରୁଣା ନାୟାର ଫେରିଥିବାବେଳେ ସାଇ ସୁଦର୍ଶନ ନୂଆ ମୁହଁ। ଆହତ କାରଣରୁ ସାମି ବାଦ୍ ପଡିଛନ୍ତି । ଟିମରେ ଅଛନ୍ତି -ଯଶଶ୍ବୀ ଜୟସ୍ବାଲ, କେ.ଏଲ. […]

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍। ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିବାବେଳେ ଶୁବମନ ଗିଲଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ଶୁବମନ ଗିଲ ଭାରତୀୟଟେଷ୍ଟ ଦଳର ନୂଆ ଅଧିନାୟକ ହୋଇଛନ୍ତି। ସେହିପରି ଋଷଭ ପନ୍ତଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଦୟିତ୍ବ ତୁଲାଇବେ। ଟିମକୁ କରୁଣା ନାୟାର ଫେରିଥିବାବେଳେ ସାଇ ସୁଦର୍ଶନ ନୂଆ ମୁହଁ। ଆହତ କାରଣରୁ ସାମି ବାଦ୍ ପଡିଛନ୍ତି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଟିମରେ ଅଛନ୍ତି -ଯଶଶ୍ବୀ ଜୟସ୍ବାଲ, କେ.ଏଲ. ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବର, କରୁଣ ନାୟାର, ନିତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ,
ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୂଲ ଠାକୁର, ଜଶପ୍ରୀତ୍ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ।

 

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର