ଟାଟା ହେଲା ଆଇପିଏଲର ନୂଆ ସ୍ପନଶର

The Sakala Picture
Published On

ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତ୍ତି ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ। ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କାରେ ଟାଇଟଲ ସ୍ପନଶରଶିପ ହାଇଥିଲା । ଭାରତ-ଚୀନ ବିବାଦ ଯୋଗୁଁ ପରେ ଏହି ଚୁକ୍ତିରୁ ଓହରି ଯାଇଥିଲା ଏବଂ ଡ୍ରିମ ୧୧କୁ ଏହି ରାଇଟ୍ସ […]

ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତ୍ତି ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ। ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କାରେ ଟାଇଟଲ ସ୍ପନଶରଶିପ ହାଇଥିଲା । ଭାରତ-ଚୀନ ବିବାଦ ଯୋଗୁଁ ପରେ ଏହି ଚୁକ୍ତିରୁ ଓହରି ଯାଇଥିଲା ଏବଂ ଡ୍ରିମ ୧୧କୁ ଏହି ରାଇଟ୍ସ ମିଳିଥିଲା । ମଙ୍ଗଳବାର ଭିଭୋ ସ୍ପନଶରଶିପରୁ ଓହରିବା ପାଇଁ ଅନୁରୋଧ କରିଥିଲା ଏବଂ ବିସିସିଆଇ ଏହାକୁ ଗ୍ରହଣ କରିଥିଲା ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର