ସିଡନୀରେ ଭାରତୀୟ କ୍ରିକେଟ୍ ଟିମ୍ ଅସନ୍ତୁଷ୍ଟ: ନେଟ୍ ପ୍ରାକ୍ଟିସ ପାଇଁ ମନା କଲା ଓ ଦିଆଯାଇଥିବା ଖାଦ୍ୟକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କଲେ ଖେଳାଳି

The Sakala Picture
Published On

ସିଡନୀ: ଟି- ୨୦ ବିଶ୍ବକପରେ ଗୁରୁବାର ନେଦରଲ୍ୟାଣ୍ଡସକୁ ଭେଟିବ ଭାରତ। ୨୭ ଅକ୍ଟୋବର ନେଦରଲ୍ୟାଣ୍ଡ ଓ ଭାରତ ଭିତରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା ପୂର୍ବରୁ ବିବାଦ ଦେଖାଦେଇଛି। ଭାରତୀୟ ଖେଳାଳିମାନଙ୍କୁ ଦିଆଯାଉଥିବା ସୁବିଧାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଖେଳାଳି। ନେଟ୍ ପ୍ରାକ୍ଟିସ ପାଇଁ ମନା କରିଦେଇଛି ଭାରତ । କାରଣ ନେଟ୍ ପ୍ରାକ୍ଟିସ ସ୍ଥାନ ହୋଟେଲରୁ ୪୨ କିଲୋମିଟର ଦୂରରେ ରହିଛି । ଏତେ ଦୂରକୁ ଯାଇ ନେଟ୍ ପ୍ରାକ୍ଟିସ କରିବା ସମ୍ଭବ […]

ସିଡନୀ: ଟି- ୨୦ ବିଶ୍ବକପରେ ଗୁରୁବାର ନେଦରଲ୍ୟାଣ୍ଡସକୁ ଭେଟିବ ଭାରତ। ୨୭ ଅକ୍ଟୋବର ନେଦରଲ୍ୟାଣ୍ଡ ଓ ଭାରତ ଭିତରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା ପୂର୍ବରୁ ବିବାଦ ଦେଖାଦେଇଛି। ଭାରତୀୟ ଖେଳାଳିମାନଙ୍କୁ ଦିଆଯାଉଥିବା ସୁବିଧାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଖେଳାଳି। ନେଟ୍ ପ୍ରାକ୍ଟିସ ପାଇଁ ମନା କରିଦେଇଛି ଭାରତ । କାରଣ ନେଟ୍ ପ୍ରାକ୍ଟିସ ସ୍ଥାନ ହୋଟେଲରୁ ୪୨ କିଲୋମିଟର ଦୂରରେ ରହିଛି । ଏତେ ଦୂରକୁ ଯାଇ ନେଟ୍ ପ୍ରାକ୍ଟିସ କରିବା ସମ୍ଭବ ନୁହେଁ ବୋଲି କହିଛି ଟିମ୍ ଇଣ୍ଡିଆ । ଖାଲି ଏତିକି ନୁହେଁ, ବ୍ରେକ୍ ଫାଷ୍ଟରେ ଥଣ୍ଡା ସ୍ୟାଣ୍ଡ ଉଇଚ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ଅବହେଳାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର