ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି। ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ ନିଷ୍ପତି ଥିଲା ବୋଲି ଅବସର ନେବା ପରେ କହିଛନ୍ତି । ବିସିସିଆଇ, ଆଇସିସି ମୋତେ ଯେଉଁ ସୁଯୋଗ ଏବଂ ସମ୍ମାନ ପ୍ରଦାନ କରିଛନ୍ତି ତାହା ମୁଁ […]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି। ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ ନିଷ୍ପତି ଥିଲା ବୋଲି ଅବସର ନେବା ପରେ କହିଛନ୍ତି । ବିସିସିଆଇ, ଆଇସିସି ମୋତେ ଯେଉଁ ସୁଯୋଗ ଏବଂ ସମ୍ମାନ ପ୍ରଦାନ କରିଛନ୍ତି ତାହା ମୁଁ ଭୁଲିପାରିବି ନାହିଁ । କ୍ରିକେଟର ସମସ୍ତ ମୂହର୍ତକୁ ମୁଁ ମନଭରି ଉପଭୋଗ କରିଛି ବୋଲି ଏସ.ଶ୍ରୀସନ୍ଥ କହିଛନ୍ତି। ସ୍ପଟ ଫିକ୍ସିଂ ବିବାଦ ଯୋଗୁ ତାଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

09 Mar 2022 By The Sakala

ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି। ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ ନିଷ୍ପତି ଥିଲା ବୋଲି ଅବସର ନେବା ପରେ କହିଛନ୍ତି । ବିସିସିଆଇ, ଆଇସିସି ମୋତେ ଯେଉଁ ସୁଯୋଗ ଏବଂ ସମ୍ମାନ ପ୍ରଦାନ କରିଛନ୍ତି ତାହା ମୁଁ ଭୁଲିପାରିବି ନାହିଁ । କ୍ରିକେଟର ସମସ୍ତ ମୂହର୍ତକୁ ମୁଁ ମନଭରି ଉପଭୋଗ କରିଛି ବୋଲି ଏସ.ଶ୍ରୀସନ୍ଥ କହିଛନ୍ତି। ସ୍ପଟ ଫିକ୍ସିଂ ବିବାଦ ଯୋଗୁ ତାଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର