ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡଙ୍କ ବିରଳ ବିଶ୍ବରେକର୍ଡ, ଗୋଟିଏ ଓଭରରେ ମାରିଲେ ୭ ଛକା
ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ ସୋମବାର ବରଳ ବିଶ୍ବ ରେକର୍ଡ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ପାଇଁ ଖେଳୁଥିବା ଗାଏକ୍ବାଡ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚରେ ଏକ ଓଭରରେ ୭ଟି ଛକା ମାରି ଇତିହାସ ରଚିଛନ୍ତି। ସୀମିତ ଓଭର କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। 6⃣,6⃣,6⃣,6⃣,6⃣nb,6⃣,6⃣ Ruturaj Gaikwad smashes 4⃣3⃣ runs in one over! 🔥🔥 Follow the match ▶️ https://t.co/cIJsS7QVxK…#MAHvUP […]
ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ ସୋମବାର ବରଳ ବିଶ୍ବ ରେକର୍ଡ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ପାଇଁ ଖେଳୁଥିବା ଗାଏକ୍ବାଡ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚରେ ଏକ ଓଭରରେ ୭ଟି ଛକା ମାରି ଇତିହାସ ରଚିଛନ୍ତି। ସୀମିତ ଓଭର କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
6⃣,6⃣,6⃣,6⃣,6⃣nb,6⃣,6⃣
ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'Ruturaj Gaikwad smashes 4⃣3⃣ runs in one over! 🔥🔥
ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାFollow the match ▶️ https://t.co/cIJsS7QVxK…#MAHvUP | #VijayHazareTrophy | #QF2 | @mastercardindia pic.twitter.com/j0CvsWZeES
— BCCI Domestic (@BCCIdomestic) November 28, 2022
ମହାରାଷ୍ଟ୍ରର ୪୯ ତମ ଓଭରରେ ଗାଏକ୍ବାଡ ଏହି ପ୍ରଦର୍ଶନ କରିଥିଲେ। ସ୍ପିନର ଶିବ ସିଂହଙ୍କ ଏହି ଓଭରରେ ଗୋଟିଏ ବଲ ନୋ ବଲ ଥିଲା। ଏହିପରି, ଏହି ଓଭର ସାତଟି ବଲରୁ ଗାଏକୱାଡ ସମସ୍ତ ସାତଟି ବଲକୁ ୭ଟି ଛକା ମାରିଥିଲେ। ଓଭରରେ ମୋଟ ୪୩ ରନ୍ ହୋଇଥିଲା। ସେ ଏହି ଇନିଂସରେ ୧୫୯ ବଲରେ ୨୨୦ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ଗାଏକ୍ବାଡ ୧୦ ଚୌକା ଓ ୧୬ ଛକା ମାରିଥିଲେ।
ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡଙ୍କ ବିରଳ ବିଶ୍ବରେକର୍ଡ, ଗୋଟିଏ ଓଭରରେ ମାରିଲେ ୭ ଛକା
ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ ସୋମବାର ବରଳ ବିଶ୍ବ ରେକର୍ଡ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ପାଇଁ ଖେଳୁଥିବା ଗାଏକ୍ବାଡ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚରେ ଏକ ଓଭରରେ ୭ଟି ଛକା ମାରି ଇତିହାସ ରଚିଛନ୍ତି। ସୀମିତ ଓଭର କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
6⃣,6⃣,6⃣,6⃣,6⃣nb,6⃣,6⃣
Ruturaj Gaikwad smashes 4⃣3⃣ runs in one over! 🔥🔥
Follow the match ▶️ https://t.co/cIJsS7QVxK…#MAHvUP | #VijayHazareTrophy | #QF2 | @mastercardindia pic.twitter.com/j0CvsWZeES