ଆଇପିଏଲ ୨୦୨୨: ଚେନ୍ନାଇକୁ ପରାସ୍ତ କଲା ବାଙ୍ଗାଲୋର

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୪୯ତମ ଲିଗ୍ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଚେନ୍ନାଇ ସୁପରକିଙ୍ଗ୍ସ ପରାସ୍ତା ହୋଇଛି।  ମୁକାବିଲାରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ଯାଟିଂ କରି ୧୭୩ ରନ କରିଥିଲା। ଏହି ମ୍ଯାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗ୍ସ  ୧୭୪ ରନର ଆବଶ୍ଯକତା ରହିଥିବା ବେଳେ ନିର୍ଦ୍ଧାରିତ ଓଭରରେ ୧୬୦ ରନ କରିଥିଲା ଚେନ୍ନାଇ । ଫଳରେ ୧୩ […]

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୪୯ତମ ଲିଗ୍ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଚେନ୍ନାଇ ସୁପରକିଙ୍ଗ୍ସ ପରାସ୍ତା ହୋଇଛି।  ମୁକାବିଲାରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ଯାଟିଂ କରି ୧୭୩ ରନ କରିଥିଲା। ଏହି ମ୍ଯାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗ୍ସ  ୧୭୪ ରନର ଆବଶ୍ଯକତା ରହିଥିବା ବେଳେ ନିର୍ଦ୍ଧାରିତ ଓଭରରେ ୧୬୦ ରନ କରିଥିଲା ଚେନ୍ନାଇ । ଫଳରେ ୧୩ ରନରେ ମ୍ଯାଚକୁ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଏକୱାଡ ୨୩ ବଲରେ ୨୮ ରନ କରି ଆଉଟ ହୋଇଥିବା ବେଳେ ଅମ୍ବାତି ରାୟୁଡୁ ୮ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଡେଭନ୍ କନୱେ ୩୭ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ରବିନ୍ ଉଥାପ୍ପା ୩ ବଲରେ ୧ ରନ ଓ ରବିନ୍ଦ୍ର ଜାଡେଜା ୫ ବଲରେ ୩ ରନ କରି ଆଉଟ ହେଇଥିଲେ। ମୋଇନ୍ ଅଲ୍ଲୀ ୨୭ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଏମ୍.ଏସ୍ ଧୋନି ୩ ବଲରେ ୨ରନ କରି ଆଉଟ ହୋଇଥିଲେ। ଡ୍ଵେନ ପ୍ରିଟୋରିୟସ୍ ୮ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ସିମରଜିତ୍ ସିଂ ଓ ମହେଶ ଥାକଶାନା ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ ୨ଟି ୱିକେଟ ନେଇଥିଲେ। ୱାନିନ୍ଦୁ ହସରଙ୍ଗା, ହାଜେଲ ଉଡ୍ ଓ ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର