ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

Madhusudan Das Picture
Published On

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ଜିତିଲା ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ପଛୁଆ ଥିବା ବେଳେ ଆଜିର ଶେଷ ମ୍ୟାଚରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇଛି ଗିଲ୍ ବାହିନୀ । ରୋହିତଙ୍କ ଅପରାଜିତ ଶତକ ଓ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଶେଷ ଦିନିକିଆକୁ ୯ ୱିକେଟରେ ଜିତିନେଇଛି ଟିମ୍ ଇଣ୍ଡିଆ । ତେବେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ ଟିମ୍ । 

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୩୭ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ ଦଳ । ୪୬.୪ ଓଭରରେ ୨୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା କଙ୍ଗାରୁ ଟିମ୍ । ଓପ୍ନର ମିଚେଲ ମାର୍ଶ ୪୧ ଓ ଟ୍ରାଭିସ ହେଡ୍ ୨୯ ରନ୍ କରିଥିଲେ । ମାଥ୍ୟୁ ସର୍ଟ ୩୦, ମାଥ୍ୟୁ ରେନସ ସର୍ବାଧିକ ୫୬ ରନ୍ କରିଛନ୍ତି । ଜବାବରେ ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଅପରାଜିତ ୧୨୧ ରନ ଓ ବିରାଟଙ୍କ ଅପରାଜିତ ୭୪ ରନ ବଳରେ ୩୮.୩ ଓଭରରେ ଏହି ମ୍ୟାଚ୍ ଜିତି ନେଇଛି ଟିମ ଇଣ୍ଡିଆ । ରୋହିତ ତାଙ୍କ ଇନିଂସରେ ୧୩ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି ବିରାଟଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୭ଟି ଚୌକା।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

25 Oct 2025 By Madhusudan Das

ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ଜିତିଲା ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ପଛୁଆ ଥିବା ବେଳେ ଆଜିର ଶେଷ ମ୍ୟାଚରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇଛି ଗିଲ୍ ବାହିନୀ । ରୋହିତଙ୍କ ଅପରାଜିତ ଶତକ ଓ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଶେଷ ଦିନିକିଆକୁ ୯ ୱିକେଟରେ ଜିତିନେଇଛି ଟିମ୍ ଇଣ୍ଡିଆ । ତେବେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ ଟିମ୍ । 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୩୭ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ ଦଳ । ୪୬.୪ ଓଭରରେ ୨୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା କଙ୍ଗାରୁ ଟିମ୍ । ଓପ୍ନର ମିଚେଲ ମାର୍ଶ ୪୧ ଓ ଟ୍ରାଭିସ ହେଡ୍ ୨୯ ରନ୍ କରିଥିଲେ । ମାଥ୍ୟୁ ସର୍ଟ ୩୦, ମାଥ୍ୟୁ ରେନସ ସର୍ବାଧିକ ୫୬ ରନ୍ କରିଛନ୍ତି । ଜବାବରେ ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଅପରାଜିତ ୧୨୧ ରନ ଓ ବିରାଟଙ୍କ ଅପରାଜିତ ୭୪ ରନ ବଳରେ ୩୮.୩ ଓଭରରେ ଏହି ମ୍ୟାଚ୍ ଜିତି ନେଇଛି ଟିମ ଇଣ୍ଡିଆ । ରୋହିତ ତାଙ୍କ ଇନିଂସରେ ୧୩ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି ବିରାଟଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୭ଟି ଚୌକା।

https://www.thesakala.in/sports/rohit-kohli-hand-india-comfortable-9-wicket-win-against-aus-in-3rd-match/article-42827
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର