ଭଉଣୀଙ୍କ ମୃତ୍ଯୁ ଖବର ପାଇବାପରେ ଟିମ ଛାଡିଲେ ଆରସିବିର ହର୍ଷଲ ପଟେଲ୍

The Sakala Picture
Published On

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପେସ ବୋଲର ହର୍ଷଲ ପଟେଲ ଭଉଣୀଙ୍କ ମୃତ୍ଯୁ ଘଟିଛି। ଆଇପିଏଲ ଅଧାରୁ ହର୍ଷଲ ପଟେଲଙ୍କୁ ଯିବାକୁ ପଡ଼ିଛି। ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ  ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚ ପରେ ପରିବାରର ପକ୍ଷରୁ ଦୁଃଖଦ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ହର୍ଷଲ ଆରସିବି ପାଇଁ ଜଣେ ଷ୍ଟାର ବୋଲର। ସୂଚନା ଅନୁଯାୟୀ, ଏପ୍ରିଲ୍ ୧୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ଖେଳ ପୂର୍ବରୁ ସେ ବାଙ୍ଗାଲୋରରେ […]

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପେସ ବୋଲର ହର୍ଷଲ ପଟେଲ ଭଉଣୀଙ୍କ ମୃତ୍ଯୁ ଘଟିଛି। ଆଇପିଏଲ ଅଧାରୁ ହର୍ଷଲ ପଟେଲଙ୍କୁ ଯିବାକୁ ପଡ଼ିଛି। ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ  ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚ ପରେ ପରିବାରର ପକ୍ଷରୁ ଦୁଃଖଦ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ହର୍ଷଲ ଆରସିବି ପାଇଁ ଜଣେ ଷ୍ଟାର ବୋଲର।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସୂଚନା ଅନୁଯାୟୀ, ଏପ୍ରିଲ୍ ୧୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ଖେଳ ପୂର୍ବରୁ ସେ ବାଙ୍ଗାଲୋରରେ ଯୋଗ ଦେବେ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

୩୧ ବର୍ଷୀୟ ର୍ଷଲ ପଟେଲ ଗତ ବର୍ଷ ଡେବ୍ୟୁ କରିବା ପରେ ଆଠଟି ଟି-ଟ୍ୱେଣ୍ଟି ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp