ଟୋକିଓ ଅଲିମ୍ପିକ୍ସ: ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ କୁସ୍ତିଯୋଦ୍ଧା ରବି ଦହିୟା

The Sakala Picture
Published On

ଟୋକିଓ ଅଲିମ୍ପିକ୍ସ:ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା। ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି। ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ରବି ଦହିୟା। ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ। ଆସନ୍ତାକାଲି ଫାଇନାଲ ମ୍ଯଚ ଅନୁଷ୍ଠିତ ହେବ। #TeamIndia | #Tokyo2020 | #Wrestling Men's Freestyle 57kg Semifinal Results Medal incoming!! […]

ଟୋକିଓ ଅଲିମ୍ପିକ୍ସ:ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା। ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି। ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ରବି ଦହିୟା। ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ। ଆସନ୍ତାକାଲି ଫାଇନାଲ ମ୍ଯଚ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

04 Aug 2021 By The Sakala

ଟୋକିଓ ଅଲିମ୍ପିକ୍ସ: ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ କୁସ୍ତିଯୋଦ୍ଧା ରବି ଦହିୟା

ଟୋକିଓ ଅଲିମ୍ପିକ୍ସ:ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା। ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି। ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ରବି ଦହିୟା। ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ। ଆସନ୍ତାକାଲି ଫାଇନାଲ ମ୍ଯଚ ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର