ଆଇପିଏଲ୍‌ ୨୦୨୩: ରାଜସ୍ଥାନ ରୟାଲ୍ସକୁ ୧୯୮ ରନର ଟାର୍ଗେଟ ଦେଲା ପଞ୍ଜାବ କିଙ୍ଗସ୍‌ 

The Sakala Picture
Published On

ଗୌହାଟୀ: ଆଇପିଏଲ୍‌ ୨୦୨୩ର ଆଜିର ମ୍ୟାଚ ଗୌହାଟୀର ବର୍ଷାପାରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍‌  ମୁହାଁମୁହିଁ ହୋଇଛନ୍ତି।  ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ କିଙ୍ଗସ୍‌ । ପଞ୍ଜାବ ୪  ୱିକେଟ ହରାଇ ୧୯୭ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ୧୯୮ ରନର ଆବଶ୍ୟକତା ରହିଛି। ପଞ୍ଜାବକିଙ୍ଗସ୍‌ ପକ୍ଷରୁ ଧୂଆଁଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । […]

ଗୌହାଟୀ: ଆଇପିଏଲ୍‌ ୨୦୨୩ର ଆଜିର ମ୍ୟାଚ ଗୌହାଟୀର ବର୍ଷାପାରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍‌  ମୁହାଁମୁହିଁ ହୋଇଛନ୍ତି।  ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ କିଙ୍ଗସ୍‌ । ପଞ୍ଜାବ ୪  ୱିକେଟ ହରାଇ ୧୯୭ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ୧୯୮ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପଞ୍ଜାବକିଙ୍ଗସ୍‌ ପକ୍ଷରୁ ଧୂଆଁଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଭ ସିମ୍‌ରନ୍‌ ସିଂହ ୩୪ ବଲରେ ୬୦ ରନ କରି ଆଉଟ ହୋଇଥିଲେ । ପରେ ଜିତେଶ ଶର୍ମା ୧୬ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ସିକନ୍ଦର ରାଜା ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ହେଲେ ଗୋଟିଏ ପଟେ ଅଧିନାୟକ ଶିଖର ଧାଓ୍ୱନ ପାରିକୁ ସମ୍ଭାଳିଥିଲେ। ପରେ ଶାହାରୁଖ୍‌ ଖାନ୍‌ ୧୦ ବଲର ୧୧ ରନ କରି ଆଉଟ ହୋଇଥିଲେ।  ଶିଖର ଧାଓ୍ୱନ ୫୬ ବଲରେ ୮୬ ରନ କରି ଅପରାଜିତ ରହିଥିବା ବାଳେ ସାମ୍‌ କୁରାନ୍‌ ୨ ବଲରେ ୧ ରନ କରି ଅପରାଜିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜାସନ ହୋଲ୍ଡର ୨ଟି ୱିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ଆର୍‌. ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର