ଆଇପିଏଲ ୨୦୨୨: ବାଙ୍ଗାଲୋରକୁ ୧୪୫ ରନର ଟାର୍ଗେଟ ଦେଲା ରାଜସ୍ଥାନ ରୟାଲ୍ସ

The Sakala Picture
Published On

ନୂଆଦିଲ୍ଲୀ : ମଙ୍ଗଳବାର ଆଇପିଏଲର ୩୯ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୪୪ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୪୫ ରନର ଆବଶ୍ଯକତା ରହିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋସ୍ ବଟଲର୍ ( ୮) ରନ୍‌ , ଦେବଦତ୍ତ ପାଡିକଲ […]

ନୂଆଦିଲ୍ଲୀ : ମଙ୍ଗଳବାର ଆଇପିଏଲର ୩୯ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୪୪ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୪୫ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋସ୍ ବଟଲର୍ ( ୮) ରନ୍‌ , ଦେବଦତ୍ତ ପାଡିକଲ ( ୭) ରନ୍ , ସଞ୍ଜୁ ସାମସନ୍ ( ୨୭) ରନ, ରବିଚନ୍ଦ୍ରନ୍ ଅଶ୍ୱିନ (୧୭ ) ରନ , ଡାରିଲ୍ ମିଚେଲ୍ (  ୧୬) ରନ କରି ଆଉଟ ହୋଇଥିଲେ । ସିମରନ ହେଟମାୟର ମଧ୍ଯ ଆଜି ଫେଲ ମିରିଥିଲେ। ୭ ବଲରେ ୩ ରନ କରି ହେଟମାୟର ଆଉଟ ହୋଇଥିଲେ। ପ୍ରସିଦ୍ଧ କୃଷ୍ଣ ୫ ବଲରେ ୨ ରନ କରି ରନଆଉଟ୍ ହୋଇଥିଲେ। ରିୟାନ୍ ପରାଗ ଗୋଟିଏ ପଟେ ଇଂନିସକୁ ଶେଷ ପର୍ଯ୍ଯନ୍ତ ସମ୍ଭାଳିଥିଲେ। ୩୧ ବଲରେ ୫୬ ରନ କରି ରିୟାନ୍ ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ୱାନିନ୍ଦୁ ହସରଙ୍ଗା, ଜୋଶ ହେଜଲେଉଡ ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଗୋଟିଏ ୱିକେଟ  ଅକ୍ତିଆର କରିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp