ଆଇପିଏଲ ୨୦୨୨: ହାଇଦ୍ରାବାଦକୁ ୨୧୧ ରନର ଟାର୍ଗେଟ ଦେଲା ରାଜସ୍ଥାନ

The Sakala Picture
Published On

ପୁନେ: ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳjs ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୨୧୦ ରନ କରିଛି।  ଏହି ମ୍ଯାଚ ଜିତିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ୨୧୧  ରନର ଆବଶ୍ଯକତା ରହିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ଵୀ ଜୟଶଓ୍ଵାଲ (୨୦) , ଜୋସ୍ ବଟଲର(୩୫)  କରି ଆଉଟ […]

ପୁନେ: ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳjs ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୨୧୦ ରନ କରିଛି।  ଏହି ମ୍ଯାଚ ଜିତିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ୨୧୧  ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ଵୀ ଜୟଶଓ୍ଵାଲ (୨୦) , ଜୋସ୍ ବଟଲର(୩୫)  କରି ଆଉଟ ହୋଇଥିଲେ। ପରେ ପାରିକୁ ସଞ୍ଜୁ ସାମସନ ଓ ଦେବଦତ୍ତ ପାଡିକଲ ସମ୍ଭାଳିଥିଲେ। ଦେବଦତ୍ତ ପାଡିକଲ ୨୯ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୨୬ ବଲରେ ୫୫ରନ କରି ଆଉଟ ହୋଇଥିଲେ। ଏହାପରେ ସିମରନ ହେଟମାୟର ଓ ରିୟାନ ପରାଗ ପାରିକୁ ଆଗେଇ ନେଇଥିଲେ। ସିମରନ ହେଟମାୟର ବିସ୍ଫୋରକ ବ୍ଯାଟିଂ କରି ୧୩ ବଲରେ ୩୨ ରନ କରି ଆଉଟ ହୋଇଥିଲେ। ରିୟାନ ପରାଗ ୮ ବଲରେ ୧୨ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସନରାଇଜର୍ସ ପକ୍ଷରୁ ଉମରାନ ମଲିକ ଓ ନଟରାଜନ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଭୁବନେଶ୍ଵର କୁମାର  ଓ  ରୋମାରିଓ ଶେଫାର୍ଡ ଗୋଟିଏ ଲେଖାଏଁ ୱିକେଟ ଆକ୍ତିଆର କରିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର