ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ସ୍ପିନର ଆର ଅଶ୍ୱୀନ, ଆହତ ଯୋଗୁଁ ବାଦ୍ ପଡ଼ିଲେ ଅକ୍ଷର

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି । ଭାରତର ନେତୃତ୍ୱରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ସମସ୍ତ ଟିମ୍‌ […]

ନୂଆଦିଲ୍ଲୀ: ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଭାରତର ନେତୃତ୍ୱରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ସମସ୍ତ ଟିମ୍‌ ଦୁଇଟି ଲେଖାଇ ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ବିଶ୍ୱକପ୍‌ ପାଇଁ ସମସ୍ତ ୧୦ ଦଶଟି ଦେଶ ନିଜ ନିଜର ଟିମ୍ ଘୋଷଣା କରିସାରିଛନ୍ତି। ତେବେ ଟିମ୍‌ରେ ପରିବର୍ତ୍ତନ ତାରିଖ ସେପ୍ଟେମ୍ବର ୨୮ ତାରିଖ ରଖାଯାଇଥିଲା। ଆଜି ଶେଷ ତାରିଖ ହୋଇଥିବାରୁ ଭାରତ ଟିମ୍‌ରେ ସଂଶୋଧନ କରି ଅକ୍ଷରଙ୍କ ସ୍ଥାନରେ ଆର୍‌ ଅଶ୍ୱିନଙ୍କୁ ସ୍ଥାନ ଦେଇ ୧୫ ଜଣିଆ ଦଳ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ଏସିଆ କପ୍ ବେଳେ ଅକ୍ଷରଙ୍କ ଜଂଘରେ ଆଘାତ ଲାଗିଥିଲା । ସେ ଶୀଘ୍ର ସୁସ୍ଥ ହେବା ଆଶା ନାହିଁ । ଏହି କାରଣରୁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ୩୭ ବର୍ଷୀୟ ଅଶ୍ୱିନଙ୍କୁ ବିଶ୍ବକପ୍ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଅଶ୍ୱିନ ଚାରିଟି ୱିକେଟ୍ ନେଇଥିଲେ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ପାଇଁ ମଧ୍ୟ ଅକ୍ଷର ପଟେଲ ଫିଟ୍ ନଥିଲେ । ଫଳରେ ସେ ବିଶ୍ୱକପ ଦଳରୁ ବାଦ୍ ପଡ଼ିବେ ବୋଲି ନିଶ୍ଚିତ ହୋଇଯାଇଥିଲା । ଅଶ୍ୱିନ ଏବେ ଭାରତୀୟ ଦଳ ସହିତ ଗୁଆହାଟି ଯାଇଛନ୍ତି, ଯେଉଁଠି ଭାରତ ସେପ୍ଟେମ୍ବର ୩୦ରେ ଇଂଲଣ୍ଡ ବିପକ୍ଷରେ ଏହାର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ।

ଭାରତର ବିଶ୍ୱକପ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ୱିନ୍, ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ

28 Sep 2023 By The Sakala

ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ସ୍ପିନର ଆର ଅଶ୍ୱୀନ, ଆହତ ଯୋଗୁଁ ବାଦ୍ ପଡ଼ିଲେ ଅକ୍ଷର

ନୂଆଦିଲ୍ଲୀ: ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି ।

ଭାରତର ନେତୃତ୍ୱରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ସମସ୍ତ ଟିମ୍‌ ଦୁଇଟି ଲେଖାଇ ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ବିଶ୍ୱକପ୍‌ ପାଇଁ ସମସ୍ତ ୧୦ ଦଶଟି ଦେଶ ନିଜ ନିଜର ଟିମ୍ ଘୋଷଣା କରିସାରିଛନ୍ତି। ତେବେ ଟିମ୍‌ରେ ପରିବର୍ତ୍ତନ ତାରିଖ ସେପ୍ଟେମ୍ବର ୨୮ ତାରିଖ ରଖାଯାଇଥିଲା। ଆଜି ଶେଷ ତାରିଖ ହୋଇଥିବାରୁ ଭାରତ ଟିମ୍‌ରେ ସଂଶୋଧନ କରି ଅକ୍ଷରଙ୍କ ସ୍ଥାନରେ ଆର୍‌ ଅଶ୍ୱିନଙ୍କୁ ସ୍ଥାନ ଦେଇ ୧୫ ଜଣିଆ ଦଳ ଘୋଷଣା କରିଛି।

ଏସିଆ କପ୍ ବେଳେ ଅକ୍ଷରଙ୍କ ଜଂଘରେ ଆଘାତ ଲାଗିଥିଲା । ସେ ଶୀଘ୍ର ସୁସ୍ଥ ହେବା ଆଶା ନାହିଁ । ଏହି କାରଣରୁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ୩୭ ବର୍ଷୀୟ ଅଶ୍ୱିନଙ୍କୁ ବିଶ୍ବକପ୍ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଅଶ୍ୱିନ ଚାରିଟି ୱିକେଟ୍ ନେଇଥିଲେ।

ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ପାଇଁ ମଧ୍ୟ ଅକ୍ଷର ପଟେଲ ଫିଟ୍ ନଥିଲେ । ଫଳରେ ସେ ବିଶ୍ୱକପ ଦଳରୁ ବାଦ୍ ପଡ଼ିବେ ବୋଲି ନିଶ୍ଚିତ ହୋଇଯାଇଥିଲା । ଅଶ୍ୱିନ ଏବେ ଭାରତୀୟ ଦଳ ସହିତ ଗୁଆହାଟି ଯାଇଛନ୍ତି, ଯେଉଁଠି ଭାରତ ସେପ୍ଟେମ୍ବର ୩୦ରେ ଇଂଲଣ୍ଡ ବିପକ୍ଷରେ ଏହାର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ।

ଭାରତର ବିଶ୍ୱକପ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ୱିନ୍, ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର