ଆଇପିଏଲ ୨୦୨୨ : ପଞ୍ଜାବକୁ ୬ ଓ୍ବିକେଟରେ ହରାଇଲା ରାଜସ୍ଥାନ

The Sakala Picture
Published On

ମୁମ୍ବାଇ : ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୨ତମ ମ୍ୟାଚରେ ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ । ପଞ୍ଜାବ ଦ୍ୱାରା ରଖାଯାଇଥିବା ୧୯୦ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୨୦ତମ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୬୮, ଜସ ବଟଲର ୩୦, ଦେବଦତ୍ତ ପଡିକଲ ଓ ସିମରନ ହେଟମେୟର ୩୧ରନ ଲେଖାଏଁ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ସଦୀପ ସିଂ ୨ଟି ୱିକେଟ ନେଇଥିଲେ […]

ମୁମ୍ବାଇ : ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୨ତମ ମ୍ୟାଚରେ ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ । ପଞ୍ଜାବ ଦ୍ୱାରା ରଖାଯାଇଥିବା ୧୯୦ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୨୦ତମ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୬୮, ଜସ ବଟଲର ୩୦, ଦେବଦତ୍ତ ପଡିକଲ ଓ ସିମରନ ହେଟମେୟର ୩୧ରନ ଲେଖାଏଁ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ସଦୀପ ସିଂ ୨ଟି ୱିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଜନି ବେୟାରଷ୍ଟୋ ଓ ଶିଖର ଧୱନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ ଯୋଡ଼ିରେ ୪୭ ରନ ଯୋଗ କରିଥିଲେ । ବେୟାରଷ୍ଟୋ ୫୬ରନ କରିଥିବାବେଳେ ଧୱନ ୧୨ରନ କରିଥିଲେ ।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ଧୱନଙ୍କ ପରେ ଆସିଥିବା ଭାନୁକା ରାଜପକ୍ଷେ ୨୭ରନ କରିଥିବାବେଳେ ଜିତେଶ ଶର୍ମା ଅପରାଜିତ ୩୮ ରନ କରିଥିଲେ । ସେହିପରି ଲିଭିଙ୍ଗଷ୍ଟୋନ ୨୨ରନର ଇନିଂସ ଖେଳିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇଥିବାବେଳେ ଅଶ୍ୱୀନ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

07 May 2022 By The Sakala

ଆଇପିଏଲ ୨୦୨୨ : ପଞ୍ଜାବକୁ ୬ ଓ୍ବିକେଟରେ ହରାଇଲା ରାଜସ୍ଥାନ

ମୁମ୍ବାଇ : ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୨ତମ ମ୍ୟାଚରେ ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ । ପଞ୍ଜାବ ଦ୍ୱାରା ରଖାଯାଇଥିବା ୧୯୦ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୨୦ତମ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୬୮, ଜସ ବଟଲର ୩୦, ଦେବଦତ୍ତ ପଡିକଲ ଓ ସିମରନ ହେଟମେୟର ୩୧ରନ ଲେଖାଏଁ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ସଦୀପ ସିଂ ୨ଟି ୱିକେଟ ନେଇଥିଲେ ।

ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଜନି ବେୟାରଷ୍ଟୋ ଓ ଶିଖର ଧୱନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ ଯୋଡ଼ିରେ ୪୭ ରନ ଯୋଗ କରିଥିଲେ । ବେୟାରଷ୍ଟୋ ୫୬ରନ କରିଥିବାବେଳେ ଧୱନ ୧୨ରନ କରିଥିଲେ ।

ଧୱନଙ୍କ ପରେ ଆସିଥିବା ଭାନୁକା ରାଜପକ୍ଷେ ୨୭ରନ କରିଥିବାବେଳେ ଜିତେଶ ଶର୍ମା ଅପରାଜିତ ୩୮ ରନ କରିଥିଲେ । ସେହିପରି ଲିଭିଙ୍ଗଷ୍ଟୋନ ୨୨ରନର ଇନିଂସ ଖେଳିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇଥିବାବେଳେ ଅଶ୍ୱୀନ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର