ଆଇପିଏଲ ୨୦୨୨ : ଗୁଜୁରାଟ ଟାଇଟନ୍ସକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗ୍‌ସ

The Sakala Picture
Published On

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗସ୍ ଓ ଗୁଜୁରାଟ ଟାଇଟନ୍ସ। ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଟାଇଟନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ କିଙ୍ଗ୍‌ସ।  ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୧୮୯ ରନ କରିଥିଲା। ପଞ୍ଜାବ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ସର୍ବାଧିକ ୬୪ ରନ କରିଥିବାବେଳେ ଓପନର ଶିଖର ଧଓ୍ବନ ୩୫ ରନ କରିଥିଲେ । […]

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗସ୍ ଓ ଗୁଜୁରାଟ ଟାଇଟନ୍ସ। ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଟାଇଟନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ କିଙ୍ଗ୍‌ସ।  ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୧୮୯ ରନ କରିଥିଲା।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ପଞ୍ଜାବ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ସର୍ବାଧିକ ୬୪ ରନ କରିଥିବାବେଳେ ଓପନର ଶିଖର ଧଓ୍ବନ ୩୫ ରନ କରିଥିଲେ । ଜିତେଶ ଶର୍ମା ୨୩ ରନ ଓ ରାହୁଲ ଚହର ୨୨ ରନ କରିଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ବିଶେଷକରି ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ଓ ଜନି ବେୟାରଷ୍ଟୋ ଯଥାକ୍ରମେ ୫ରନ ଓ ୮ ରନରେ ଆଉଟ ହୋଇ ଦଳ ପାଇଁ ବିପଦ ଟାଣି ଆଣିଥିଲେ । ତେବେ ଲିଭିଙ୍ଗଷ୍ଟୋନ ଓ ଶିଖରଙ୍କ ଲଢୁଆ ଇନିଂସ ଦଳକୁ ବିପଦମୁକ୍ତ କରିଥିଲା । ଗୁଜୁରାଟ ପକ୍ଷରୁ ରସିଦ ଖାଁ ୩ଟି ଓ ଦର୍ଶନ ନଲକଣ୍ଡେ ୨ଟି ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

08 Apr 2022 By The Sakala

ଆଇପିଏଲ ୨୦୨୨ : ଗୁଜୁରାଟ ଟାଇଟନ୍ସକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗ୍‌ସ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗସ୍ ଓ ଗୁଜୁରାଟ ଟାଇଟନ୍ସ। ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଟାଇଟନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ କିଙ୍ଗ୍‌ସ।  ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୧୮୯ ରନ କରିଥିଲା।

ପଞ୍ଜାବ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ସର୍ବାଧିକ ୬୪ ରନ କରିଥିବାବେଳେ ଓପନର ଶିଖର ଧଓ୍ବନ ୩୫ ରନ କରିଥିଲେ । ଜିତେଶ ଶର୍ମା ୨୩ ରନ ଓ ରାହୁଲ ଚହର ୨୨ ରନ କରିଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ବିଶେଷକରି ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ଓ ଜନି ବେୟାରଷ୍ଟୋ ଯଥାକ୍ରମେ ୫ରନ ଓ ୮ ରନରେ ଆଉଟ ହୋଇ ଦଳ ପାଇଁ ବିପଦ ଟାଣି ଆଣିଥିଲେ । ତେବେ ଲିଭିଙ୍ଗଷ୍ଟୋନ ଓ ଶିଖରଙ୍କ ଲଢୁଆ ଇନିଂସ ଦଳକୁ ବିପଦମୁକ୍ତ କରିଥିଲା । ଗୁଜୁରାଟ ପକ୍ଷରୁ ରସିଦ ଖାଁ ୩ଟି ଓ ଦର୍ଶନ ନଲକଣ୍ଡେ ୨ଟି ଓ୍ବିକେଟ ନେଇଥିଲେ ।

https://www.thesakala.in/sports/pbks-vs-gt-punjab-scored-189-runs/article-10617
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp