ଆଇପିଏଲ ୨୦୨୩: ବାଙ୍ଗାଲୋରକୁ ୧୭୨ ରନର ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

The Sakala Picture
Published On

ବାଙ୍ଗାଲୋର: ଆଇପିଏଲ ୨୦୨୩, ଆଜିର ୨ୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି । ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫରଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୭୨ ରନର ଆବଶ୍ୟକତା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ […]

ବାଙ୍ଗାଲୋର: ଆଇପିଏଲ ୨୦୨୩, ଆଜିର ୨ୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି । ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫରଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୭୨ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ୧ ରନ କରି ଆଉଟ ହୋଇଥିବା ବେଳେ ଈଷାନ କିଷାନ ୧୩ ବଲରେ ୧୦ ରନ କରି ଆଉଟ ହୋଇଥିଲେ। କାମ୍ରନ ଗ୍ରୀନ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ଯ କୁମାର ଯାଦବ ୧୬ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ନେହାଲ ୱାଧିରା ୧୩ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ ଟିମ ଡେଭିଡ ୭ ବଲରେ ୪ ରନ କରି ଆଉଟ ହୋଇଥିଲେ। ହ୍ରିତକ ସୌକିନ ୩ ବଲରେ ୫ କରି ଆଉଟ ହୋଇଥିଲେ । ଅନ୍ୟପଟେ ତିଲକ ବର୍ମା ପାରିକୁ ସମ୍ଭାଳିଥିଲେ। ତିଲକ ବର୍ମାଙ୍କ ସାଥ ଦେଇଥିଲେ ଅର୍ଶଦ ଖାନ । ତିଲକ ବର୍ମା ୪୬ ବଲରେ ୮୪ ରନ କରି ଅପରାଜିତ ରହିଥିବା ବେଳେ ଅର୍ଶଦ ଖାନ ୯ ବଲରେ ୧୫ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ବାଙ୍ଗାଲୋର ପକ୍ଷରୁ କରନ ଶର୍ମା ୨ଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ, ରିସେ ଟୋପ୍ଲେ , ଆକାଶ ଦୀପ, ହର୍ଷଲ ପଟେଲ ଓ ମିଚେଲ ବ୍ରାସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

02 Apr 2023 By The Sakala

ଆଇପିଏଲ ୨୦୨୩: ବାଙ୍ଗାଲୋରକୁ ୧୭୨ ରନର ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ବାଙ୍ଗାଲୋର: ଆଇପିଏଲ ୨୦୨୩, ଆଜିର ୨ୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି । ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫରଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୭୨ ରନର ଆବଶ୍ୟକତା ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ୧ ରନ କରି ଆଉଟ ହୋଇଥିବା ବେଳେ ଈଷାନ କିଷାନ ୧୩ ବଲରେ ୧୦ ରନ କରି ଆଉଟ ହୋଇଥିଲେ। କାମ୍ରନ ଗ୍ରୀନ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ଯ କୁମାର ଯାଦବ ୧୬ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ନେହାଲ ୱାଧିରା ୧୩ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ ଟିମ ଡେଭିଡ ୭ ବଲରେ ୪ ରନ କରି ଆଉଟ ହୋଇଥିଲେ। ହ୍ରିତକ ସୌକିନ ୩ ବଲରେ ୫ କରି ଆଉଟ ହୋଇଥିଲେ । ଅନ୍ୟପଟେ ତିଲକ ବର୍ମା ପାରିକୁ ସମ୍ଭାଳିଥିଲେ। ତିଲକ ବର୍ମାଙ୍କ ସାଥ ଦେଇଥିଲେ ଅର୍ଶଦ ଖାନ । ତିଲକ ବର୍ମା ୪୬ ବଲରେ ୮୪ ରନ କରି ଅପରାଜିତ ରହିଥିବା ବେଳେ ଅର୍ଶଦ ଖାନ ୯ ବଲରେ ୧୫ ରନ କରି ଅପରାଜିତ ରହିଥିଲେ।

ବାଙ୍ଗାଲୋର ପକ୍ଷରୁ କରନ ଶର୍ମା ୨ଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ, ରିସେ ଟୋପ୍ଲେ , ଆକାଶ ଦୀପ, ହର୍ଷଲ ପଟେଲ ଓ ମିଚେଲ ବ୍ରାସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର