ଟୋକିଓ ଅଲିମ୍ପିକ୍ସ: ୧୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ , ପଦକ ନିଶ୍ଚିତ କଲେ ବକ୍ସର ଲଭ୍ଲିନା
ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତ ପାଇଁ ଭଲ ଦିନ ରହିଥିବା ବେଳେ ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି ଦୂତୀ । ହେଲେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି। […]
ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତ ପାଇଁ ଭଲ ଦିନ ରହିଥିବା ବେଳେ ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି ଦୂତୀ । ହେଲେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି।
ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍
ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ
ୃୃ
30 Jul 2021
By The Sakala
ଟୋକିଓ ଅଲିମ୍ପିକ୍ସ: ୧୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ , ପଦକ ନିଶ୍ଚିତ କଲେ ବକ୍ସର ଲଭ୍ଲିନା
ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତ ପାଇଁ ଭଲ ଦିନ ରହିଥିବା ବେଳେ ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି ଦୂତୀ । ହେଲେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି।
ୃୃ
⊕ https://www.thesakala.in/sports/lovlina-has-entered-the-semi-finals/article-4217